୧୭ ବର୍ଷ ହେଲା ଅଧାପନ୍ତରିଆ
ସିନାପାଲି,୭।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଞ୍ଚାୟତ ନିକଟ ଚଚରାଭଟା ପାଖ ଦେଇ ପ୍ରବାହିତ ସାହାଜ ଯୋର ଉପରେ ପୋଲ ନିର୍ମାଣକୁ ୧୭ ବର୍ଷ ବିତିଯାଇଥିଲେ ହେଁ ଏହା ଉପରେ ସୁରକ୍ଷା ବାଡ଼ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ।…
ସୀମା ଲଂଘିଲା ଲୋୟର ଇନ୍ଦ୍ର ପ୍ରକଳ୍ପ ପାଣି
ନୂଆପଡ଼ା,୨୯।୯(ମକାରୁ ବେମାଲ): ନୂଆପଡା ଜିଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ଖଡିଆଳ ଓ କୋମନା ମଧ୍ୟ ଭାଗରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଳିରେ ଜଲସ୍ତର ବଢିବାରେ ଲାଗିଛି। ପ୍ରକଳ୍ପରେ ବନ୍ୟା ଜଳ…
ଫ୍ଲୋରାଇଡ୍ଯୁକ୍ତ ପାଣି ବ୍ୟବହାର କରୁଛନ୍ତି ଛାତ୍ରୀଛାତ୍ର
ନୂଆପଡ଼ା,୧୨।୯(ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କରିବା ଛାତ୍ରୀଛାତ୍ରଙ୍କ ଉତ୍ସାହ ବଢାଇବା ପାଇଁ ପୋଷାକଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖେଳ ସାମଗ୍ରୀ…
ନାହିଁ ସ୍କୁଲଗୃହ, କ୍ଲବ ଘରେ ପାଠପଢ଼ା
ନୂଆପଡ଼ା,୫।୯(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଆଗ୍ରେନ ପଞ୍ଚାୟତ ସନବାହାଲି ଗାଁର କ୍ଲବ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା। ସନବାହାଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୨ଜଣ ଛାତ୍ରୀଛାତ୍ର ରହିଥିବା ବେଳେ ଜଣେ…
ବିଜେଡି, ଭାଜପା ବିରୋଧରେ ଏକାକୀ ଲଢ଼ିବ କଂଗ୍ରେସ: ଶରତ
ନୂଆପଡ଼ା,୩୦।୮(ମକାରୁ ବେମାଲ): ନୂଆପଡ଼ା ଜିଲା ପଟ୍ଟନାୟକ ଫାର୍ମ ହାଉସଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ଜିଲା କଂଗ୍ରେସ୍ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ…
ବିଜେଡି, ଭାଜପା ବିରୋଧରେ ଏକାକୀ ଲଢ଼ିବ କଂଗ୍ରେସ: ଶରତ
ନୂଆପଡ଼ା,୩୦।୮(ମକାରୁ ବେମାଲ): ନୂଆପଡ଼ା ଜିଲା ପଟ୍ଟନାୟକ ଫାର୍ମ ହାଉସଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ଜିଲା କଂଗ୍ରେସ୍ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ…
ଛେଳି ଚରାଇବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ
ଖଡ଼ିଆଳ,୨୭।୮(ସୁଜିତ୍ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ କିରିକିଟା ପଞ୍ଚାୟତ ଜୁନାପାଣି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଉଜ୍ଜଳ ମାଝି (୫୬)। ମିଳିଥିବା ସୂଚନା ମୁତାବାକ, ରବିବାର ଉଜ୍ଜଳ ଗ୍ରାମର କିଛି ଲୋକଙ୍କ…
ଫରେଷ୍ଟ ବିଟ୍ ହାଉସ ଉଡ଼ାଇଲେ, ଜେସିବି ପୋଡ଼ିଲେ
ନୂଆପଡ଼ା,୨୬।୮(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ମାଓବାଦୀମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ନୂଆପଡ଼ା ସଦର ମହକୁମାଠାରୁ ୧୦ କି.ମି. ଦୂର ସୁନାବେଡା ଅଭୟାରଣ୍ୟ ଭିତରେ କେରମେଲି ପଞ୍ଚାୟତ ଗୋଲାବନ୍ଧ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ବିଏସ୍ଏନ୍ଏଲ୍ କମ୍ପାନୀରେ କାମ…
ମହଗାଁରେ କିଡ୍ନୀ ରୋଗ ଆତଙ୍କ
ସିନାପାଲି,୨୪।୮(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଗୋଡାଲ ଗ୍ରାମପଞ୍ଚାତ ଅନ୍ତର୍ଗତ ମହଗାଁରେ କିଡ୍ନୀ ରୋଗ ବ୍ୟାପିଛି। ଏହି ଘଟଣା ଜଣାପଡ଼ିବା ପରେ ବୁଧବାର ମେଡିକାଲ ଟିମ ଉକ୍ତ ଗାଁରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ…
ଅସହାୟ ଅବସ୍ଥାରେ ୩ ଭଉଣୀ ଭାଇ
ଖଡ଼ିଆଳ,୨୦।୮(ସୁଜିତ୍ କୁମାର ପ୍ରଧାନ)ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗାଁର ନାଭ ରାଉତଙ୍କ ପରିବାରରେ ଦୁଃଖର ପାହାଡ଼ ପଡିଛି। ୩ ବର୍ଷ ତଳେ ରୋଗରେ ପଡ଼ି ସ୍ତ୍ରୀଙ୍କ ପରଲୋକ ପରେ ୩ କୁନି ଝିଅପୁଅକୁ ନେଇ ତାଙ୍କର ଅଭାବୀ ସଂସାର। ବଡ଼…
ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା
ନୂଆପଡ଼ା,୧୯।୮(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଝଗ୍ରାହୀ ପଞ୍ଚାୟତ କୋଟ୍ରିବାହାଲ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା ଯାଉଛି। ଶ୍ରେଣୀ କୋଠରି ଛାତରୁ ସିମେଣ୍ଟ ଅତଡା ଖସୁଛି। ବିପଦସଙ୍କୁଳ ଶ୍ରେଣୀ କୋଠରିରେ ଛାତ୍ରୀଛାତ୍ର…
ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ୩ଜଣଙ୍କ ଘର
ଖଡ଼ିଆଳ,୩।୮(ସୁଜିତ୍ କୁମାର ପ୍ରଧାନ): ନୂଆପଡା ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଖଡ଼ିଆଳ ବ୍ଲକରେ ଗତ ଦୁଇ ଦିନ ହେଲା ବର୍ଷା ହେବା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ଖଡ଼ିଆଳ ବ୍ଲକ ତିଖାଲି ଗ୍ରାମର ଏକଲବ୍ୟ…
Archives


