ନୂଆପଡ଼ା

ସାନଭାଇଙ୍କ ଠେଙ୍ଗା ମାଡ଼ରେ ବଡ ମୃତ

ନୂଆପଡ଼ା,୧୦ା୫ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ଟାନୱାଟ ଗାଁରେ ଶନିବାର ସାନ ଭାଇଙ୍କ ଠେଙ୍ଗାମାଡରେ ବଡଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁନିଚନ ବିଶ୍ୱାଳ (୪୮)। ଏ ନେଇ ମୃତକଙ୍କ ପତ୍ନୀ କମଲି ବିଶ୍ୱାଳ ନୂଆପଡା ସଦର ଥାନାରେ ସାନଭାଇ…

ନୂଆପଡ଼ା ଜିଲା ବେଷ୍ଟ କ୍ୟାମ୍ପୋରି ମନୋନୀତ

ଖଡ଼ିଆଳ/ନୂଆପଡ଼ା୧୦।୫ (ସୁଜିତ କୁମାର ପ୍ରଧାନ/ ମକାରୁ ବେମାଲ)- ନୂଆପଡ଼ା ଜିଲା ରାଜ୍ୟର ବେଷ୍ଟ କ୍ୟାମ୍ପୋରି ଭାବେ ମନୋନୀତ ହୋଇଛି। ଭୁବନେଶ୍ୱର ରାଜଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ…

ସର୍ବସାଧାରଣ ପୋଖରୀ ଜବରଦଖଲ

ନୂଆପଡ଼ା,୬ା୫(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୂଳାଭାଟ ପଞ୍ଚାୟତ ଭଏଁଷାଦାଦର ଗାଁରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ସେମାନେ ଏ ନେଇ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଭାବରେ ଜଣାଇଛନ୍ତି।…

କଲ୍ୟାଣପୁର-ପଟପରପାଲି ରାସ୍ତା ଶୋଚନୀୟ

ନୂଆପଡ଼ା,୭ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ୍‌ ଆମସେନା ପଞ୍ଚାୟତର କଲ୍ୟାଣପୁର-ପଟପରପାଲି ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ କଲ୍ୟାଣପୁର ସମେତ ଆଖପାଖ ୫ଖଣ୍ଡ ଗ୍ରାମର ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ ପରଠାରୁ ପ୍ରାୟ…

ଅଭିଯୋଗ ଶୁଣିଲେ ଜିଲାପାଳ: ସମସ୍ୟା ସମାଧାନ ଲାଗିଦେଲେ ପ୍ରତିଶ୍ରୁତି

ନୂଆପଡ଼ା,୫ା୫ (ମକାରୁ ବେମାଲ): ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ସୋମବାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ଉପସ୍ଥିତ ରହି ସମସ୍ତ…

ବୁଦାମୂଳେ ଲୁଚି ରହି ଚଳାଇଲେ ଗୁଳି ପରେ…

ନୂଆପଡ଼ା/ଖଡିଆଳ,୬ା୫(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହର ଶାନ୍ତିନଗର ପଡ଼ାରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବାବେଳେ ସେ ଏଥିରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଶାନ୍ତିନଗର ପଡ଼ାର ଗୌରବ ଅଗ୍ରୱାଲ (୨୦) ସକାଳ ୬ଟାରେ ପ୍ରାତଃ ଭ୍ରମଣ…

ଘର ଭିତରେ ପଶିଗଲା ନାଗ, ହାତରେ ଧରି ବାହାରକୁ ନେବାବେଳେ …

ନୂଆପଡ଼ା,୪ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନ ଥାନା ତରବୋଡ ଗାଁରେ ସାପ କାମୁଡ଼ାରେ ଜଣେ ରାଜମିସ୍ତ୍ରିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତରବୋଡ କଲୋନିପଡାର ସହଦେବ ରଣା (୬୦)। ସୂଚନା ମୁତାବକ ଶୁକ୍ରବାର ସକାଳେ ଗାଁର ଜଣଙ୍କ ଘରେ ଏକ…

ନୂଆପଡା ରେଳ ଫାଟକରେ ୨୩୮ କୋଟି ବ୍ୟୟରେ  ନର୍ମାଣ ହେବ ଓଭର ବ୍ରିଜ୍‌

ନୂଆପଡା,୪।୫(ମକାରୁ ବେମାଲ): ନୂଆପଡା ସହରର ପ୍ରବେଶ ଦ୍ୱାରରେ ଅବସ୍ଥିତ ଥିବା ରେଳ ଫାଟକରେ ଖୁବ ଶୀଘ୍ର ନିର୍ମିତ ହେବ ଓଭର୍‌ ବ୍ରିଜ।  ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜମି ଅଧିଗ୍ରହଣ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ…

ଚରାଉଥିଲେ ଛେଳି: ମାଡି ଆସିଲା ଭାଲୁ

ନୂଆପଡ଼ା,୩ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ବ୍ଲକ କିକିଟା ଗାଁରେ ଭାଲୁ କାମୁଡାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଗଙ୍ଗା ମାଝି (୫୯)…

କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ

ନୂଆପଡ଼ା,୩ା୫ (ମକାରୁ ବେମାଲ): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ନୂଆପଡ଼ା ଜିଲାରେ କୃତିତ୍ୱ ଅର୍ଜନ କରିଥିବା ୨ ଛାତ୍ରୀଙ୍କୁ ଶନିବାର ଜିଲାପାଳ ମଧୁସୂଦନ ଦାଶ ସମ୍ବର୍ଦ୍ଧିତ କରିଛନ୍ତି। କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତ ହାଇସ୍କୁଲ ଛାତ୍ରୀ…

ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ: ହେଲେ ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୩ା୫ (ମକାରୁ ବେମାଲ) ନୂଆପଡ଼ା ଜିଲାର ଦିବ୍ୟାଙ୍ଗମାନେ ସରକାରୀ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଏହାକୁ ନେଇ ଅକ୍ଷମ ସଂଗଠନର ଜିଲା ସଭାପତି ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଦିବ୍ୟାଙ୍ଗମାନେ ଗୁରୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଅନୁଯାୟୀ, ୨୦୨୪ ଅଗଷ୍ଟ ୨୧ରେ…

ପାସ୍‌ହାର: କଳାହାଣ୍ଡିରେ ୯୫.୨୨%, ନୂଆପଡ଼ାରେ ୯୭.୦୫%

ଭବାନୀପାଟଣା,୩ା୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ ପାସ୍‌ ହାର ୯୫.୨୨% ରହିଛି। ଜୟପାଟଣା ବ୍ଲକ ମୁଖିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri