ନୂଆପଡ଼ା

ମଣ୍ଡିରୁ ଉଠୁନି ଧାନ, ଧାରଣାରେ ଚାଷୀ

ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧୀନସ୍ଥ ସାରାବଙ୍ଗ, ଖୁଟମନ ଭେରା ଓ ମୋହରାଡିହି ମଣ୍ଡିରୁ ସପ୍ତାହରୁ ଊର୍ଦ୍ଧ୍ୱ ହେବ ମିଲର୍ସ ଧାନ ଉଠାଉନାହାନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ଚାଷୀ ଜିଲା…

ଜର୍ମାନୀ ଗଲା ନୂଆପଡ଼ା ଆମ୍ବ

ନୂଆପଡ଼ା,୧୭।୬ (ମକାରୁ ବେମାଲ): ନୂଆପଡ଼ା ଜିଲାର ସୁସ୍ବାଦୁ ଆମ୍ରପଲ୍ଲୀ ଆମ୍ବ ସୋମବାର ସୁଦୁର ଜର୍ମାନୀ ଅଭିମୁଖେ ପଠାଯାଇଛି। ଜିଲା ଉଦ୍ୟାନ କୃଷି ବିଭାଗଙ୍କ ସହଯୋଗିତାରେ ବୋଡେନ ବ୍ଲକ ଡୁର୍କାମୁଣ୍ଡା ଗାଁର ମା’ ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ ଏହି ଆମ୍ବ ଉତ୍ପାଦନ କରିଛନ୍ତି।…

୩ ବର୍ଷ ବିତିଲା, ମିଳିଲାନି ଶ୍ରମିକଙ୍କ ପାଉଣା

ନୂଆପଡ଼ା,୧୭ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମକରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରମିକଙ୍କୁ ପାଉଣା ମିଳୁନାହିଁ। କୋମନା ବ୍ଲକ୍‌ ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଜଙ୍ଗଲ ସୁରକ୍ଷା ସହ ମାଟିକ୍ଷୟ ରୋକିବା ପାଇଁ…

ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର: ଆକ୍ରମଣ ଭୟରେ ଗଛକୁ ଚଢିଲେ ଲୋକେ

ନୂଆପଡ଼ା,୧୫ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ଗାଁରେ ଶନିବାର ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୋସେଙ୍ଗ ଗାଁର ଦିପଚନ ମାଝି(୩୭) ଓ ଅମୂଳ ମାଝି…

ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ ପାଠପଢାରେ ନେଟ୍‌ୱର୍କ ବାଧକ

ନୂଆପଡ଼ା,୧୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଅଞ୍ଚଳରେ ନେଟ୍‌ୱାର୍କ ସମସ୍ୟା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପଞ୍ଚାୟତ ଅନ୍ତର୍ଗତ ରୁପିଆମ, ଗୁତମା, ଅଡାର,…

୪ ମାସ ହେବ ଥିଲେ ନିଖୋଜ, ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନୂଆପଡ଼ା,୧୧ା୬(ମକାରୁ ବେମାଲ):ନୂଆପଡ଼ା ସଦର ଥାନା କେରମେଲି ଗାଁ ପାଟିଡଙ୍ଗର କଛା ଜଙ୍ଗଲ ଭିତରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ବଲାଙ୍ଗୀର ଜିଲା ମୁରିବାହାଲ ଥାନା କୁମ୍ଭାରୀ ଗାଁର ବଳରାମ ହାତୀ (୩୮)।…

ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ: ବଦଳିଯାଇଛି ଜୀବନଧାରା

ନୂଆପଡ଼ା,୧୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ବୋଡ଼େନ ବ୍ଲକ୍‌ ମହରାଜୋର ଗାଁର କୁମ୍ଭକାର ସମ୍ପ୍ରଦାୟର ପରିବାରକୁ ଟେରାକୋଟା ଦେଇଛି ସ୍ବତନ୍ତ୍ର ପରିଚୟ। ଜିଲା ପ୍ରଶାସନ ଓ ହସ୍ତଶିଳ୍ପ ବିଭାଗର ସହାୟତା ସେମାନଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଅଭାବ ଅନଟନରେ ଥିବା ଏହି ଗାଁର…

ଗୋଡାଳ ଛକରେ ଜୋରଧରିଲା ଫ୍ଲାଏଓଭର ନିର୍ମାଣ ଦାବି

ନୂଆପଡ଼ା,୮ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ସହର ଗୋଡାଳ ନିକଟ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ଓ୍ବେର ବ୍ୟସ୍ତବହୁଳ ଗୋଡାଳ ଛକରେ ସଦାସର୍ବଦା ବିପଦ ଲାଗିରହୁଛି। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ଏଠାରେ ଗୋଲେଇ କିମ୍ବା ଫ୍ଲାଏଓଭର ନିର୍ମାଣ କରିବାକୁ…

ପଲିଥିନ, ପ୍ଲାଷ୍ଟିକ୍‌ ପରିବେଶ ଧ୍ୱଂସର କାରଣ

ନୂଆପଡ଼ା,୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା ହେବ ସ୍ବଚ୍ଛ ଓ ସୁନ୍ଦର। ବିଶ୍ବ ପରିବେଶ ଦିବସ ଅବସରରେ ଏହାକୁ ନେଇ ଏକ କର୍ମଶାଳା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…

ଆଗକୁ ପଞ୍ଚାୟତ ନିର୍ବାଚନ: ନସଙ୍ଗଠନ ସଜାଡୁଛନ୍ତି ବିଭିନ୍ନ ଦଳୀୟ ନେତା

ନୂଆପଡ଼ା,୮।୬ (ମକାରୁ ବେମାଲ):ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ନୂଆପଡ଼ା ଜିଲାରେ ବିଭିନ୍ନ ଦଳର ନେତୃତ୍ୱ ସେମାନଙ୍କ ସଙ୍ଗଠନ ସଜାଡିବାରେ ଲାଗିଛନ୍ତି। ନୂଆପଡ଼ା ବିଧାନସଭା କ୍ଷେତ୍ରର ବିଜେଡି ଓ ଭାଜପା ସହ କଂଗ୍ରେସର ନେତାମାନେ ଏଥିପାଇଁ ଜୋରସୋରରେ ଲାଗିପଡିଛନ୍ତି। ନିର୍ବାଚନ ମଣ୍ଡଳୀର…

ରାସ୍ତା ବିଗାଡୁଛି ଲୁହାଚକ ଲଗା ଟ୍ରାକ୍ଟର:ବଢୁଛି ଅସନ୍ତୋଷ

ନୂଆପଡ଼ା,୭ା୬ (ମକାରୁ ବେମାଲ):କେନ୍ଦ୍ର ତଥା ରାଜ୍ୟ ସରକାର ଗମନାଗମନ ପାଇଁ ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚକରି ସଡ଼କ ପଥ ନିର୍ମାଣ କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଲୁହାଚକ ଲଗା ଟ୍ରାକ୍ଟର ଏହାକୁ ବିଗାଡୁଛି। ନୂଆପଡ଼ା ଜିଲାରେ…

ପୁତୁରାଙ୍କୁ ଦେଇଥିଲେ ବଳି: ହତ୍ୟାକାରୀ ବଡ଼ବାପାଙ୍କୁ ଆଜୀବନ ଜେଲ

ନୂଆପଡ଼ା,୩୦।୫(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଜଡାମୁଣ୍ଡା ଗାଁରେ ୨୦୧୯ ଅଗଷ୍ଟ ମାସରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଚାଷ ଜମିରେ ଅଧିକ ଅମଳ ସହ ଗୁଣି ଗାରେଡିକୁ ବିଶ୍ୱାସ କରି ବଡ ବାପା ନିଜ ସାନ ଭାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri