ନୂଆପଡ଼ା ଉପନିର୍ବାଚନ: କୋମନାରେ ରାତିଅଧିଆ ବ୍ଲାଙ୍କ୍ ଫାୟାରିଂ
ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଏଠାକାର ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି। ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କ ଖଡ଼ିଆଳସ୍ଥିତ ଭଡ଼ାଘରେ ଚଢାଉ କରାଯିବା ପରେ ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ…
ଆସନ୍ନ ପରାଜୟକୁ ନେଇ ଭାଜପା ଭୟଭୀତ: ପ୍ରୀତିରଞ୍ଜନ
ନୂଆପଡ଼ା,୧ା୧୧ (ମକାରୁ ବେମାଲ): ଭାଜପା ଜାଣିସାରିଲାଣି ନୂଆପଡାରେ ବିଜେଡିର ବିଜୟ ସୁନିଶ୍ଚିତ। ସେଥିପାଇଁ ପୋଲିସ ପ୍ରଶାସନକୁ ରାଜନୈତିକ ଅସ୍ତ୍ର ଭାବେ ଶାସକ ଦଳ ବ୍ୟବହାର କରୁଛି। ଶୁକ୍ରବାର ସାରେ ନୂଆପଡ଼ାଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ…
ନୂଆପଡ଼ା ପାଇଁ ପ୍ରଚାର କଲେ ନବୀନ
ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ହେଭିୱେଟ ନେତା ପ୍ରଚାର ଜୋରଦାର କରିଛନ୍ତି। କିଏ ଘରକୁ ଘର ବୁଲି ତ କିଏ ସଭାସମିତି କରି ପ୍ରଚାର କରୁଛନ୍ତି। ମାତ୍ର ବିଜେଡି ଏକ ଅଭିନବ ଢଙ୍ଗରେ ପ୍ରଚାର…
ନବୀନଙ୍କ ସଭା ଭଣ୍ଡୁର ପାଇଁ ଭାଜପା ଉଦ୍ୟମ କରୁଛି: ବିଜେଡି
ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଶୁକ୍ରବାର ଏ ନେଇ ଦଳ ପକ୍ଷରୁ ନିର୍ବାଚନ ସାଧାରଣ…
ଶଂଖ ଛାଡି ପଦ୍ମ ଧରିଲେ ସରପଞ୍ଚଙ୍କ ସହ ୧୧ ୱାର୍ଡ ସଭ୍ୟ
ନୂଆପଡ଼ା,୧ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବଞ୍ଜରୀ ମଣ୍ଡଳ ଅନ୍ତର୍ଗତ କାଣ୍ଡେତରା ପଞ୍ଚାୟତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ ବିଧାୟକ ବାବୁ ସିଂ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ଦାସଙ୍କ ସହ ୧୧ ୱାର୍ଡସଭ୍ୟ ବିଜେଡି…
ବିଜେଡିର ବଢ଼ିଲା ଅଡ଼ୁଆ: ସରପଞ୍ଚଙ୍କ ସହ ୧୧ ୱାର୍ଡ ସଭ୍ୟ ମିଶିଲେ ଭାଜପାରେ
ନୂଆପଡ଼ା,୧ା୧୦ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବଞ୍ଜରୀ ମଣ୍ଡଳ ଅନ୍ତର୍ଗତ କାଣ୍ଡେତରା ପଞ୍ଚାୟତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ ବିଧାୟକ ବାବୁ ସିଂ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ଦାସଙ୍କ ସହ ୧୧ ୱାର୍ଡସଭ୍ୟ…
ଭାଜପା ନାଁରେ ସାଙ୍ଘତିକ ଅଭିଯୋଗ: ଏସ୍ପି ଦେଉଛନ୍ତି ଜେଲ୍ରେ ପୁରାଇବା ଧମକ
ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବାଡ଼ ଯଦି ଫସଲ ଖାଇବ ଦୋଷ ଦେବା କାହାକୁ। ନୂଆପଡ଼ା ଉପନିର୍ବାଚନରେ ଏହା ଜଳ ଜଳ ଦେଖାଯାଉଛି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ଜିଲାପାଳ ଓ ଏସ୍ପିଙ୍କୁ ଦାୟିତ୍ୱ ଦେଇଛନ୍ତି।…
ଜୟଙ୍କ ପାଇଁ ମଇଦାନରେ କୃଷ୍ଣ ମହାପାତ୍ର:ଢ଼ୋଲକିଆଙ୍କୁ ଜିତାଇବାକୁ…
ନୂଆପଡ଼ା,୧ା୧୧(ମକାରୁ ବେମାଲ): ଖରିଆର ରୋଡ୍ ଏନ୍ଏସିର ୧୬ ଓ ୧୭ ନମ୍ବର ୱାର୍ଡରେ ପଦଯାତ୍ରା କରି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତେଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ଏହି ଏନ୍ଏସିକୁ ଏକ ବିକଶିତ…
ବବିଙ୍କ ନାଁରେ ରୁଜୁ ହେଲା ମାମଲା: ଏଭଳି କରିଥିବା ସାଂଘାତିକ ଅଭିଯୋଗ ପରେ…
ନୂଆପଡ଼ା,୧।୧୧: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି…
ନୂଆପଡ଼ାରେ ସାଇକେଲରେ ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ
ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ହାତୀ ନିଆରା ଢଙ୍ଗରେ ପ୍ରଚାରକରି ଭୋଟ ଭିକ୍ଷା କରୁଛନ୍ତି ା ସେ ଏକ ପୁରୁଣା ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କ ଆଗରେ ବିଭିନ୍ନ ପ୍ରସଙ୍ଗ ରଖୁଛନ୍ତି। ସ୍ବାଧୀନତାର…
ନୂଆପଡ଼ା: ଏବେ ବି ନାହିଁ ନେଟ୍ୱର୍କ
ନୂଆପଡ଼ା,୧ା୧୧(ମକାରୁ ବେମାଲ):ଦେଶ ଏବେ ବିକାଶ ପଥରେ ଅଗ୍ରସର ହେଉଛି। ଭାରତ ଆତ୍ମନିର୍ଭର ହେବା ନେଇ କେନ୍ଦ୍ର ସରକାର କହୁଛନ୍ତି। ହେଲେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏକାଧିକ ଗାଁରେ ମୋବାଇଲ ଫୋନ୍ ନେଟ୍ୱର୍କ ମୂଳରୁ ନାହିଁ। ଯଦି ନେଟୱର୍କ ନ ଥିବ ତେବେ…
ନୂଆପଡ଼ା ଉପନିର୍ବାଚନ:ଅଙ୍କ ବିଗାଡ଼ିପାରନ୍ତି କୋମନା ମତଦାତା
ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ):ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ ଏକ ପ୍ରମୁଖ ଅଂଶ। ପୂର୍ବରୁ ହୋଇଥିବା ଅଧିକାଂଶ ନିର୍ବାଚନରେ ଏଠାରୁ ବିଜେଡି ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଦେଖାଯାଇଛି। ବିଗତ ନିର୍ବାଚନଗୁଡିକରେ ବିଜେଡିର ରାଜେନ୍ଦ୍ର ଢୋଲକିଆ କ୍ରମାଗତ ଭାବେ ଏଠାରୁ ବିଜୟୀ ହୋଇ…
Archives


