ନୟାଗଡ଼

ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ କରୋନା ପଜିଟିଭ୍‌

ନୟାଗଡ଼ ଅଫିସ,୯।୬: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ ଚିକିତ୍ସା ପାଇଁ ସୋମବାର ସାରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସିଡିଏମ୍‌ଓ ସୁଧାଂଶୁ…

କଲରାପତରିଆ ବାଘ, ଚିତା ହରିଣ ଛାଲ ଜବତ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଭୁବନେଶ୍ୱର/ନୟାଗଡ଼ ଅଫିସ,୮।୬(ବ୍ୟୁରୋ): ବାଘ ଓ ହରିଣ ଛାଲ ର଼୍ୟାକେଟର ଦୁଇ ବ୍ୟବସାୟୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ଥାନା ସାକେଣିର ପ୍ରତାପ ନାୟକ ଓ ଦେଡ଼ସର ଗାଁର ଈଶ୍ୱର ଚନ୍ଦ୍ର ଦେଉରୀ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ…

କଇଁଫୁଲିଆ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଭାପୁର ବ୍ଲକ କଇଁଫୁଲିଆ କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ସୋମବାର ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଇଗୁଣିଆ ଅଞ୍ଚଳର ଏକ ଦମ୍ପତି ଏବଂ ଲକ୍ଷ୍ମୀପ୍ରସାଦ ଅଞ୍ଚଳର ଜଣେ ଯୁବକ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଜୀବନ ବଞ୍ଚାଇବାକୁ ଗଁା ଛାଡ଼ିଲେ

ବଢ଼ି ଚାଲିଲା ମୃତ୍ୟୁର ଭୟ। କାରଣ ଜାଣିବା ପୂର୍ବରୁ ଗଡ଼ି ଚାଲିଲା ମୁଣ୍ଡ। ୬ ବର୍ଷରେ ଚାଲିଗଲା ୫ ଜୀବନ। ଧୀରେ ଧୀରେ ପୁରୁଷ ଶୂନ୍ୟ ହୋଇପଡ଼ିଲା ଗୁଣ୍ଡୁରାବାରି ଗଁାର ଦଳିତସାହି। ଶେଷରେ ଘରଦ୍ୱାର ଛାଡ଼ି ଜୀବନ ବଞ୍ଚାଇବା ପାଇଁ ଗଁା…

ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍‌ କରେଣ୍ଟ ଦେଇ ମାଛଧରା, କମ୍‌ ଖର୍ଚ୍ଚରେ ମିଳୁଛି ବେଶି ଲାଭ

ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍‌ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍‌ ଖର୍ଚ୍ଚରେ ମାଛ ମାରୁଛନ୍ତି। ଏଭଳି ଦୃଶ୍ୟ ନୟାଗଡ ଜିଲା ଓଡଗାଁ ବ୍ଲକ ଶରଧାପୁର ପଞ୍ଚାୟତ ଆମ୍ବରାପୁର…

ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ବୋଝେଇ ମିନିଟ୍ରକ୍‌ ଜବତ, ଡ୍ରାଇଭର ଫେରାର

ଓଡ଼ଗାଁ,୫ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ନାଉଖାଲ ନିକଟରୁ ବନ ବିଭାଗ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳଗଣ୍ଡି ବୋଝେଇ ମିନି ଟ୍ରକ ଜବତ କରିଛି। ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ କରଚୁଲି ଜଙ୍ଗଲରୁ…

ନୟାଗଡ଼ ମୁଖ୍ୟଚିକିତ୍ସାଳୟର ଷ୍ଟାଫ ନର୍ସ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ,୪।୬: ନୟାଗଡ଼ ଜିଲାରୁ ଗୁରୁବାର ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଜଣେ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଷ୍ଟାଫ ନର୍ସ ଥିବା ସିଡିଏମ୍‌ଓ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। କିଛିଦିନ ପୂର୍ବରୁ ନର୍ସଙ୍କ ସ୍ବାବ…

ନୟାଗଡରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୋବାଇଲ୍‌ ଟର୍ଚ୍ଚରେ ଆଟେଣ୍ଡାଣ୍ଟ କଲେ ଗୁରୁତର ରୋଗୀଙ୍କ ଷ୍ଟିଚିଂ

ନୟାଗଡ଼ ଅଫିସ,୩।୬: ମୋବାଇଲ ଟର୍ଚ୍ଚ ଆଲୋକରେ କରାଯାଉଛି ଷ୍ଟିଚ୍‌। ତାହା ପୁଣି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିବା ରୋଗୀଙ୍କୁ। ନୟାଗଡ ଜିଲା ରଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବୁଧବାର ସୂଚନା ମିଳିଛି।…

ବଜ୍ରପାତରେ ୨ ଯୁବକ ଗୁରୁତର, ଜଳିଗଲେ ୬ ଛେଳି, ମେଣ୍ଢା

ନୟାଗଡ଼ ଅଫିସ,୧ା୬: ସୋମବାର ଅପରାହ୍ନରେ ନୟାଗଡ଼ରେ ବର୍ଷାପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏହା ପ୍ରଭାବରେ ନୟାଗଡ ବ୍ଲକ ଚଣ୍ଡିବସ୍ତ ପୋଖରୀ ନିକଟରେ ୫ ମେଣ୍ଢା ଓ ୧ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି ଛେଳି ଓ ମେଣ୍ଢା ଚରାଉଥିବା ଅଜୟ…

ଝିଆରୀ ହତ୍ୟାକାରୀ ଦାଦା ଗିରଫ

ନୟାଗଡ଼ ଅଫିସ/ଦଶପଲ୍ଲା,୧ା୬(ଡି.ଏନ୍‌.ଏ.): ଝିଆରୀ ହତ୍ୟା ଅଭିଯୋଗରେ ନୟାଗଡ଼ ଜିଲା ଦଶପଲ୍ଲା ପୋଲିସ ସୋମବାର ଦାଦା ବିପିନ ବିହାରୀ ଦାସ(୩୮)ଙ୍କୁ ଗିରଫ କରିଛି । ଏଥିସହ ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ମଧ୍ୟ ଜବତ କରିଛି । ପ୍ରକାଶ ଯେ, ଦଶପଲ୍ଲା ସହର ମାଳିସାହିରେ…

ମୂଲ୍ୟବାନ କାଠ ପଟା, କରତ ଜବତ

ଓଡ଼ଗାଁ,୩୧ା୫(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନ ବିଭାଗ ରବିବାର ସକାଳୁ ବାହାଡ଼ାଝୋଲା ସେକ୍ସନ କଇଁଠପଲି ଗାଁରେ ଚଢ଼ାଉ କରି ବହୁ ମୂଲ୍ୟବାନ କାଠ ପଟା ଜବତ କରିଛି। ଜନୈକ ବ୍ୟକ୍ତିଙ୍କ ବାଡ଼ିରେ ପାଳ ଘୋଡ଼ା ହୋଇ କେତେକ ପଟା ରହିଥିବା ବିଭାଗ…

ଭିଜିଲାନ୍ସ ହାତରେ ଢିପିସାହି ସମବାୟ ସମିତି ସମ୍ପାଦକ

ନୟାଗଡ ଅଫିସ,୨୮।୫-ବିହନ ଦେବା ପାଇଁ ଜଣେ ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ନୟାଗଡ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢିପିସାହି ସମବାୟ ସମିତି ସମ୍ପାଦକ ପ୍ରମୋଦ କୁମାର ଦେହୁରୀ। ଚାଷୀ ନିରଞ୍ଜନ ପ୍ରଧାନଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri