ଭୂତଳ ଜଳ ଓ ତୈଳ ସଂରକ୍ଷଣ ବାୟୁମଣ୍ଡଳକୁ ନେଇ ସାଇକେଲ୍ରେ ସଚେତନତା ବାର୍ତ୍ତା
ବାଲୁଗାଁ,୨୮।୮(ଡ଼ି.ଏନ.ଏ.)-ପୃଥିବୀର ଭୂତଳ ଜଳ ଓ ତୈଳ ସଂରକ୍ଷଣ ତଥା ବାୟୁମଣ୍ଡଳର ଉତ୍ତାପ ବୃଦ୍ଧିକୁ ରୋକିବା ନେଇ ସାଇକେଲରେ ବିଭିନ୍ନ ଦେଶ ବୁଲି ସଚେତନତା ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟ ନେଇ ବାହାରିଛନ୍ତି ୨ ରୋଟାରିଆନ। କେରଳ ରାଜ୍ୟ କାଲିକଟ ସହର ରୋଟାରୀ କ୍ଲବର…
ଦୁର୍ଦ୍ଦଶା ଭୋଗୁଛନ୍ତି ବଡ଼ଶିଲିଙ୍ଗା ପଞ୍ଚାୟତବାସୀ:କର୍ଦ୍ଦମାକ୍ତ ରାସ୍ତା ମୁଖ୍ୟ ସମସ୍ୟା
ଗଣିଆ,୨୮।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତବାସୀଙ୍କୁ ଦୁର୍ଦ୍ଦଶା ସତେ ଯେମିତି ପିଛା ଛାଡୁନି ା ଉକ୍ତ ପଞ୍ଚାୟତରେ ସଦାସର୍ବଦା ବହୁବିଧ ସମସ୍ୟା ଲାଗି ରହୁଛି। ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁନଥିବା ଉକ୍ତ ପଞ୍ଚାୟତବାସୀ ଗମନାଗମନ ପାଇଁ ଆଜି ବି…
ସମସ୍ୟା ଘେରରେ ଦଶପଲ୍ଲା ଡାକ୍ତରଖାନା:ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ଅସନ୍ତୋଷ
ଦଶପଲ୍ଲା,୨୮ା୮(ଡି.ଏନ୍.ଏ)-ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଡାକ୍ତର ନ ଥିବା ବିଷୟ ସରକାରଙ୍କ ଦୃଷ୍ଟି ପଡୁନାହିଁ। ଫଳରେ ସେବାରୁ ବଞ୍ଚତ୍ତ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦଶପଲ୍ଲା ଗୋଷ୍ଠୀ…
ରିଲିଫ୍ ବଣ୍ଟନ ବେଳେ ଗଣ୍ଡଗୋଳ:ପଞ୍ଚାୟତ କାର୍ଯ୍ୟାଳୟରେ ସାମଗ୍ରୀ ଆଣିଥିବା ୩ ଟ୍ରକ୍ ଅଟକ
ନିରାକାରପୁର,୨୮ା୮(ଡି.ଏନ.ଏ.)-ନିରାକାରପୁର ବ୍ଲକ ଫନୀ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଓାଲ୍ଡ ଭିଜନ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ସକାଳେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉଥିବାବେଳେ ଗଣ୍ଡଗୋଳ ଘଟିଛି। ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୪୦୦ ଜଣଙ୍କୁ ୪ଟି କିଟ୍…
ନୀଳମାଧବଙ୍କ ପୀଠରେ ଲବଣୀଖିଆ ଉତ୍ସବ
ଖଣ୍ଡପଡା,୨୭।୮(ସ୍ବ.ପ୍ର.)-ସୋମବାର କାଳୀୟଦଳନ ଏକାଦଶୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ବାଳୁତ କୃଷ୍ଣଙ୍କର ଲବଣୀଖିଆ ଓ କାଳୀୟ ଦଳନ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସ୍ନାନ ଏବଂ ଅବକାଶ ରୀତିନୀତି ଅନୁଯାୟୀ…
ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ନୂଆଗାଁ,୨୭।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୋମବାର ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଗାଁ ସାଥୀ ସଭ୍ୟାସଭ୍ୟମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରାଯାଉଥିଲେ ମଧ୍ୟ ସେମାନଙ୍କୁ ବ୍ଲକ ପ୍ରଶାସନ…
ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ: ୩ ମାସ ଧରି ଜିଲାରେ ଚାଲିବ
ନୟାଗଡ଼ ଅଫିସ,୨୭ା୮: ସପ୍ତମ ଆର୍ଥିକ ଜନଗଣନା (ଇକୋନୋମିକ ସେନ୍ସସ୍) କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି। ଜିଲାପାଳଙ୍କ ସଦ୍ଭାବନା ଗୃହଠାରେ ଜିଲାପାଳ ଡ. ପୋମା ଟୁଡୁ ଏହାକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମର ମଧ୍ୟାନ୍ତର ସମୟରେ ଏହାର ରିପୋର୍ଟ ଦେବା ପାଇଁ ସେ ଜନସେବା…
ନିର୍ବନ୍ଧ ଭୋଜିରେ ମହିଳାଙ୍କୁ ଛୁରି ଦେଖାଇ ଲୁଟ୍ ୪ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର
ନୟାଗଡ଼ ଅଫିସ,୨୭ା୮: ନୟାଗଡ଼ ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ରବିବାର ଏକ ଭୋଜି ଚାଲିଥିବାବେଳେ ୪ ଯୁବକ ମହିଳାମାନଙ୍କୁ ଛୁରି ଦେଖାଇ ଲୁଟ୍ କରିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର…
ରଣପୁରର ବିକାଶ ଲାଗି ପ୍ରତିଶ୍ରୁତି
ରଣପୁର,୨୬।୮(ସ୍ବ.ପ୍ର.): ରଣପୁରସ୍ଥିତ ମା’ ମଣିନାଗଙ୍କ ପାନ୍ଥନିବାସରେ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ରବିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ରଣପୁର ବ୍ଲକ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ବିଧାୟକ…
ବେନିୟମ ଭାବେ ବଣ୍ଟନ ହୋଇଛି ମାର୍କେଟ କମ୍ପ୍ଲେକ୍ସ : ଜଣେ ଜଣେ ହାତେଇଛନ୍ତି ଏକାଧିକ ଗୃହ
ନୟାଗଡ଼ ଅଫିସ,୨୬ା୮: ନୟାଗଡ଼ ସହରର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୃହଗୁଡିକ ବେନିୟମ ଭାବେ ବଣ୍ଟନ କରାଯାଇଛି। ସହରରେ ବସବାସ କରୁଥିବା ଯୁବକମାନେ ଯେପରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଭିନ୍ନ ଭିନ୍ନ ଯୋଜନାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏହା…
ହିତାଧିକାରୀଙ୍କୁ ମିଳୁନି ପାଇଖାନା ନିର୍ମାଣ କାର୍ଯ୍ୟାଦେଶ
ଖଣ୍ଡପଡ଼ା,୨୬ା୮(ସ୍ବ.ପ୍ର.)- ସ୍ବଚ୍ଛ ଭାରତ ମିଶନ ଅଭିଯାନ ନିମନ୍ତେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ବାସ୍ତବରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣ୍ଡପଡ଼ା ବ୍ଲକର ସିଂଘାପଡ଼ା ପଞ୍ଚାୟତରେ ଅନେକ ହିତାଧିକାରୀ…
ବାଲି ବୋଝେଇ ୫ ହାଇୱା ଜବତ
ରଣପୁର,୨୫।୮(ସ୍ବ.ପ୍ର.)-ରଣପୁର ତହସିଲ ଅଞ୍ଚଳରେ ମାଙ୍କଡ଼ା ପଥର ଓ ବାଲି ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି । ତେବେ ତହସିଲ ଓ ପୋଲିସ ପକ୍ଷରୁ ମାଙ୍କଡା ପଥର ଗାଡ଼ିକୁ ଅନୁକମ୍ପା ଦେଖାଇ କେବଳ ବାଲି ବୋଝେଇ ଗାଡିକୁ ଧରପଗଡ଼ କରାଯାଉଛି…
Archives


