ଦୁଇ ପୃଥକ ଦୁର୍ଘଟଣାରେ ଜଣେ ମୃତ, ନାବାଳିକା ଗୁରୁତର; ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ
ଓଡ଼ଗାଁ,୧୦ା୩(ସ୍ବ.ପ୍ର.)- ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରବିଗାଡିଆ ଓ ନନ୍ଦିଘୋରଠାରେ ଦୁଇ ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ହୋଇଥିବା ଜଣାଯାଇଛି। ପୋଲିସଠାରୁ ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ଏହି…
ଦୋଳ ମଣ୍ଡପରେ ନୂତନ ପାଞ୍ଜି ପଠନ
ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ସୋମବାର ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସିଂହଦ୍ୱାରସ୍ଥିତ ଦୋଳ ମଣ୍ଡପକୁ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ହାନ୍ଦୋଳାରେ ବିଜେ କରାଯାଇଥିଲା। ପୂଜକ ସମାଜ ପକ୍ଷରୁ ପୂର୍ଣ୍ଣମୀ ଅବସରରେ ଆରମ୍ଭ ହୋଇଥିବା ଅନନ୍ତମୁଖୀ ଯଜ୍ଞ ପରେ ଗ୍ରାମବାସୀ ଆଣିଥିବା…
ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ନନ୍ଦ, ଯଶୋଦା, କୃଷ୍ଣ, ବଳରାମ ବେଶରେ ଗ୍ରାମ ପରିକ୍ରମା
ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କଣ୍ଟିଲୋ ନିକଟ ପଥରଚକଡା ତଳସାହି ଓ ବଡସାହି ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ସମାଜର ବେହେରା କଣ୍ଡୁରୀ ଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହା ଆୟୋଜନ କରାଯାଇଥିଲା। ଅଧିବାସ ଉପଲକ୍ଷେ ଗ୍ରାମର ସମସ୍ତ…
ବୋହୂଙ୍କୁ ନିର୍ଯାତନା: ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ମହିଳାଙ୍କ ଥାନା ଘେରାଉ
ରଣପୁର, ୯ା୩(ସ୍ବ.ପ୍ର.): ଦେଶବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ନାରୀ ସୁରକ୍ଷା ଓ ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ସୋମବାର ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି l ଜଣେ ବୋହୂଙ୍କୁ…
ଓଡ଼ଗାଁ ଏନ୍ଏସିକୁ ପୁଣି ଫେରିଲା ଗୁଟ୍ଖା, ପଲିଥିନ
ଓଡ଼ଗାଁ,୯ା୩(ସ୍ବ.ପ୍ର.): କିଛିଦିନର ବ୍ୟବଧାନ ପରେ ଓଡଗାଁ ଏନ୍ଏସି ସମେତ ନିକଟ ବଜାରକୁ ପୁଣି ଥରେ ଗୁଟ୍ଖା ଓ ପଲିଥିନ ଫେରିଥିବା ନେଇ ଚର୍ଚ୍ଚା ହେଉଛି। ପଲିଥିନ ପୂର୍ବପରି ବ୍ୟବହାର ହେଉଥିବା ବେଳେ ଦୋକାନ ବଜାର ଏପରି କି ଶିକ୍ଷାନୁଷ୍ଠାନ ଓ ସରକାରୀ…
ପୋକରା ଚାଉଳ ବଣ୍ଟନକୁ ବିରୋଧ: ଧାରଣା ପରେ ବଦଳାଗଲା
ନୟାଗଡ଼ ଅଫିସ,୯ା୩: ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତରେ ରବିବାର ପୋକରା ଚାଉଳ ବଣ୍ଟନକୁ ରାଶନ କାର୍ଡ ହିତାଧିକାରୀ ବିରୋଧ କରିଥିଲେ। ପରେ ସେମାନେ ପୋକଡା ଚାଉଳ ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଖବର ପାଇ ଅତିରିକ୍ତ ଯୋଗାଣ…
ମହିଳା ଶ୍ରମିକଙ୍କୁ ଅଣଦେଖା: ମିଳୁନି ନିର୍ମାଣ ଶ୍ରମିକର ପରିଚୟ
ନୟାଗଡ଼ ଅଫିସ,୯ା୩: ନୟାଗଡ଼ ଜିଲାରେ ମହିଳା ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ମିଳୁନି। ଏଥିରେ ବାଧକ ସାଜୁଛି ଜିଲା ଶ୍ରମ କାର୍ଯ୍ୟାଳୟ। କୃଷି ଶ୍ରମିକ କହି ଅଧିକାଂଶ ମହିଳାଙ୍କୁ ପଞ୍ଜୀକୃତ ନ କରି ଫେରାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇ ଆସୁଛି।…
ସରକାରୀ ପ୍ଲଟରୁ ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା
ରଣପୁର,୮ା୩(ସ୍ବ.ପ୍ର.): ଗୌରାଙ୍ଗପୁର ପ୍ରାଥମିକ କୃଷି ସମବାୟ ସମିତି ପଛପାଖରେ ଥିବା ୬୨/୬୯ନଂ. ସରକାରୀ ପ୍ଲଟରୁ ଜବରଦଖଲ ଉଚ୍ଛେଦ ଦାବିରେ ଶନିବାର ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗୌରାଙ୍ଗପୁରର ମହିଳାପୁରୁଷ ଧାରଣା ଦେଇଥିଲେ। ଖବର ପାଇ ରଣପୁର ତହସିଲଦାର ସଞ୍ଜୟ ସାମନ୍ତରାୟ ଘଟଣାସ୍ଥଳରେ…
ଲୋକେ ଧରିଲେ ଗୋରୁ ବୋଝେଇ ଗାଡ଼ିି: ଆସିଲାନି ପୋଲିସ, ଗୋରୁ ଫିଟେଇ ଛାଡିଦେଲେ ଗୋଚାଲାଣକାରୀଙ୍କୁ
ନୟାଗଡ ଅଫିସ/ରଣପୁର, ୮।୩(ସ୍ବ.ପ୍ର.)- ନୟାଗଡ ଜିଲା ରଣପୁର ବ୍ଲକ ଗଉଡିଆପଡା ରଣପୁର ରାସ୍ତାର ଗଉଡିଆପଡାଠାରେ ଶୁକ୍ରବାର ସନ୍ଧ୍ୟା ୬ଟାରେ କେତେକ ଯୁବକ ୨ଟି ଟାଟା ଏସିଇ ଗାଡିରେ ବୋଝେଇ ୧୧ ଗୋରୁ ଉଦ୍ଧାର କରିଥିଲେ । ସେଥିରେ ଥିବା ୭ ଷଣ୍ଢ…
କାଦୁଅରେ ଫସିଗଲା ଆମ୍ବୁଲାନ୍ସ
ନୟାଗଡ ଅଫିସ/ ଦଶପଲ୍ଲା, ୭ା୩ (ଡି.ଏନ୍.ଏ.): ଜଣେ ଗର୍ଭବତୀଙ୍କୁ ନେଇ ନୟାଗଡ ଜିଲାର ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ ଆସୁଥିଲା ୧୦୮ ଆମ୍ବୁଲାନ୍ସ । ବାଟରେ ବର୍ଷା ହେବାରୁ ଆଦିବାସୀ ଅଧ୍ୟୁଷିତ ଦୁଢ଼ା ପଞ୍ଚାୟତର ଜୁଡାଗଣ୍ଡା ଗଁ। ନିକଟ ବାଲିଝରୀ ଘାଟିରେ…
୩ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ: ତାଲା ଭାଙ୍ଗି ସ୍କୁଲ କମିଟିକୁ ଦାୟିତ୍ୱ ଦେଲା ପ୍ରଶାସନ
ରଣପୁର,୭ା୩(ସ୍ବ.ପ୍ର.): ରଣପୁର ବ୍ଳକ ଚାନ୍ଦପୁରସ୍ଥିତ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ରୋଷେଇ ଘରେ ତାଲା ମାରିବା ପରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ପରେ…
ଚିନିକଳ ପୁନଃ ଚାଲୁ ଦାବିରେ ନୟାଗଡ଼ରେ ବନ୍ଦ ପାଳନ
ନୟାଗଡ଼ ଅଫିସ,୬।୩: ଚିନିକଳ ପୁନଃ ଚାଲୁ ଦାବିରେ ଶୁକ୍ରବାର ନୟାଗଡ଼ରେ ବନ୍ଦ ପାଳନ ହୋଇଛି । ଆନ୍ଦୋଳନକାରୀମାନେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ନୟାଗଡ଼ ଟାଉନ ଷ୍ଟେଶନଠାରେ ରେଳ ଚଳାଚଳ ବନ୍ଦ କରିଥିଲେ। ଦୋକାନ, ବଜାର, ସ୍କୁଲ, କଲେଜ ବନ୍ଦ ଥିଲା।…

