ବିଲରେ ପଡ଼ି ରହିଛି ନାବାଳିକାଙ୍କ ମୃତଦେହ, ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର
ନବରଙ୍ଗପୁର,୧୪।୧୨(ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ବି.ଗୁମଣ୍ଡଳୀ ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ପଡ଼ି ରହିଛି। ଯୁବତୀଙ୍କୁ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ଗ୍ରାମବାସୀ ଓ ପରିବାରଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଚିହ୍ନଟ ସହ ଗିରଫ କରା...
ଦୃଷ୍ଟିହୀନ ନାତିକୁ ଖତଗଦାରେ ଫିଙ୍ଗି ଦେଇଥିଲେ ଜେଜେବାପା
ନବରଙ୍ଗପୁର,୧୦।୧୨(ବି.ପ୍ର.)-ଦୃଷ୍ଟିହୀନ ଶିଶୁପୁତ୍ର ଜନ୍ମ କରିଥିଲେ ବୋହୂ। ଏହାକୁ ଶ୍ୱଶୁର ସହ୍ୟ କରି ପାରି ନ ଥିଲେ। ଜନ୍ମର ୨ ମାସ ପରେ ଦୃଷ୍ଟିହୀନ ନାତିକୁ ଜେଜେବାପା ଖତ ଗଦାରେ ଫୋପାଡି ଦେଇଥିଲେ। ଏହା ଦେଖି ଜନ୍ମ ଦାତ୍ରୀ ମାଆ...
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ପାପଡ଼ାହାଣ୍ଡି/ମଇଦଲପୁର,୯।୧୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଆମପାଣି ଘାଟିରୁ ସୋମବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ସେ ହେଲେ ଝାଡ଼କୁଶମି ଗ୍ରାମର ରାମ ଭତରା। ସେ ଗତ ୫ ତାରିଖରୁ ନିଖୋଜ ଥିଲେ। କିଛି ଅଜଣା...
କ୍ରଶର ମିଲ୍ ବନ୍ଦ ଯୋଗୁ ଉନ୍ନୟନ କାର୍ଯ୍ୟରେ ବାଧା
ମାଲକାନଗିର,୬।୧୨ (ଡି.ଏନ୍.ଏ.)- ମାଲକାନଗିରି ଜିଲାରେ ଏକମାସରୁ ଊର୍ଦ୍ଧ୍ୱ ହେବ କ୍ରଶର ମିଲଗୁଡିକ ବନ୍ଦ ରହିଛି ା ଫଳରେ ବହୁ ଘରୋଇ କାର୍ଯ୍ୟ ଏବଂ ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏନେଇ ଠକାଦାରମାନେ ଅଭିଯୋଗ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ...
ରାଜ୍ୟସ୍ତରୀୟ ପାଓ୍ବାର ଲିଫ୍ଟି ଚାମ୍ପିୟନଶିପ: ତେନ୍ତୁଳିଖୁଣ୍ଟିରୁ ଭାଗ ନେବେ ୮ ଜଣ
ତେନ୍ତୁଳିଖୁଣ୍ଟି, ୨୮।୧୧(ଡି.ଏନ.ଏ)-ପାଓ୍ବାର ଲିଫ୍ଟି ଆସୋସିଏଶନ ଅଫ ଓଡିଶା ଦ୍ୱାରା ହେବାକୁ ଥିବା ପାଓ୍ବାର ଲିଫ୍ଟି ଚାମ୍ପିୟନସିପ-୧୯ରେ ନବରଙ୍ଗପୁର ଜିଲାରୁ ୧୦ ଜଣ ଭାଗ ନେଉଛନ୍ତି। କେବଳ ତେନ୍ତୁଳିଖୁଣ୍ଟି ବ୍ଲକରୁ ୮ ଜଣ ବିଭିନ୍ନ ବର୍ଗରେ ଭାଗ ନେଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକରୁ...
ଝାଡାବାନ୍ତିରେ ୬ ଛାତ୍ରୀ ଆକ୍ରାନ୍ତ
ନବରଙ୍ଗପୁର,୨୦ା୧୧(ବି.ପ୍ର): ନବରଙ୍ଗପୁର ବ୍ଲକ ବାସିନି ଞ୍ଚାୟତ ଅଧୀନ ବେତାଳ ଗାଁ ଆଶ୍ରମ ବିଦ୍ୟାଳୟର ୬ ଛାତ୍ରୀ ଝାଡାବାନ୍ତିିରେ ଆକ୍ରାନ୍ତ ହୋଇଛନ୍ତି। ୨ ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ବେଳେ ୪ ଛାତ୍ରୀ ସୁସ୍ଥ ହୋଇ ଫେରିଛନ୍ତି। ମଙ୍ଗଳବାର ରାତିରେ...
ରାତ୍ରିଭୋଜନ ଖାଇ ଆଶ୍ରମ ସ୍କୁଲ ଛାତ୍ରୀ ଅସୁସ୍ଥ
ନବରଙ୍ଗପୁର,୨୦।୧୧(ବି.ପ୍ର.): ନବରଙ୍ଗପୁର ଜିଲା ବେତାଳ ଆଶ୍ରମ ସ୍କୁଲ ଛ୍ରାତ୍ରୀନିବାସରେ ରାତ୍ରିଭୋଜନ କରି ୫ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅସୁସ୍ଥ ଥିବାବେଳେ ଚିକିତ୍ସା ପରେ...
କୋମ୍ବିଂ ଅପରେଶନ ବେଳେ ମହୁମାଛି ଆକ୍ରମଣରେ ୫ ଯବାନ ଆହତ
ଝରିଗାଁ,୧୮।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏସ୍ଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୫ ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ସେମାନେ ହେଲେ ସୁମନ୍ତ ଶ୍ରେଷ୍ଠା, ଗଜାନନ ଶବର, ରମେଶ ଗୌଡ, କାଳିଆ ମୋହଲା...
ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନଭୋଜନ କଲେ ଜିଲାପାଳ
ଝରିଗାଁ,୧୮।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ସଦରମହକୁମାରେ ରହିଥିବା ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟକୁ ଜିଲାପାଳ ଡା. ଅଜିତ୍ କୁମାର ମିଶ୍ର ସୋମବାର ଗସ୍ତ କରିଛନ୍ତି। ସେଠାରେ ପ୍ରଥମେ ମଧ୍ୟାହ୍ନଭୋଜନ ଯାଞ୍ଚ କରିବା ସହ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନଭୋଜନ...
ଥାନାରୁ ଅଭିଯୁକ୍ତ ଫେରାର
ନବରଙ୍ଗପୁର/ପାପଡାହାଣ୍ଡି,୧୩।୧୧(ବି.ପ୍ର./ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଧୀନ ପଠାନଗୁଡା ଗାଁର ଅରୁଣ ହରିଜନ। ଅକ୍ଟୋବର ୫ ତାରିଖରେ ଜେଲରୁ...
ପରିସ୍ରା ଯିବା ବାହାନା ଦେଖାଇ କଏଦୀ ଫେରାର
ନବରଙ୍ଗପୁର/ପାପଡାହାଣ୍ଡି, ୧୨।୧୧(ବି.ପ୍ର/ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ବିଚାରଧୀନ କଏଦୀ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ତାଙ୍କ ନାମ ଅରୁଣ ହରିଜନ। ତାଙ୍କ ଘର ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପଠାନଗୁଡା ବୋଲି ଜଣାପଡିଛି। ତାଙ୍କ ନାଁ ୩ଟି...
ଲୋକ ମହୋତ୍ସବ ପାଇଁ ଟେରାକୋଟା ସାମଗ୍ରୀ ପ୍ରସ୍ତୁତି ଆରମ୍ଭ: ତିଆରି ହେଉଛି ୮୬ ପ୍ରକାର ସାମଗ୍ରୀ
ନବରଙ୍ଗପୁର,୧୩।୧୧(ବି.ପ୍ର.)-ମାଟି ହେଉଛି ମାଆ ା ମାଟିକୁ ବ୍ୟବହାର କରି ଜୀବିକା ଅର୍ଜନ କରି ଆସୁଛନ୍ତିି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁର ୮୪ ପରିବାର ା ଶିଳ୍ପ ଗାଁ ଭାବେ ଏହାକୁ ମାନ୍ୟତା ଦିଆଯାଇଛି ା ପ୍ରଥମେ ତଣ୍ଡାଗୁଡାର...
Archives


