ନବରଙ୍ଗପୁର

ଗଛରେ ପିଟି ହେଲା କାର୍‌: ଚାଲିଗଲା ୨ ଭାଇଙ୍କ ଜୀବନ

ଝରିଗାଁ,୨୬।୬(କିଶୋରଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟି ୨ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ଯୁବକ ହେଲେ ଝରିଗାଁ ସିରାଗୁଡ଼ା ସାହିର ସାଗର ଜୈନ(୨୧) ଓ ଅଙ୍କୁର ଜୈନ(୩୦)।…

ସରକାରୀ ଜମିରୁ ଉଚ୍ଛେଦ, ଝରିଗାଁରେ ଅଶାନ୍ତର ବାତାବରଣ

ଝରିଗାଁ,୨୨ା୬(କିଶୋର ଚନ୍ଦ୍ର ମଣ୍ଡଳ): ୪୦ରୁ ୫୦ବର୍ଷ ଧରି ଲୋକେ ନିଜ ନିଜ ଅଞ୍ଚଳରେ ଘର କରି ପେଟପାଟଣା ପାଇଁ ବ୍ୟବସାୟ କରି ଚଳି ଆସୁଥିବା ବେଳେ ଉକ୍ତ ବ୍ୟବହାର କରିଥିବା ଜମିକୁ ସରକାର ପଟ୍ଟା ଦେବାରେ ଅସମର୍ଥ ରହିଥିବା ବେଳେ ସରକାରୀ…

ଉଚ୍ଛେଦକୁ ବିରୋଧ କରି ରାସ୍ତାରୋକୋ:ଧାରଣାରେ ବସିଲେ ଦୋକାନୀ

ନବରଙ୍ଗପୁର, ୯।୬(ସଦାଶିବ ପ୍ରହରାଜ): ସ୍ଥାନୀୟ ମହାରାଣୀ କ୍ଳବ ଜମିରେ ବହୁ ବର୍ଷ ହେବ ସ୍ଥାନୀୟ ୧୩ ଜଣ ଦୋକାନ କରି ଆସୁଛନ୍ତି । ସେମାନଙ୍କୁ କ୍ଳବ ପକ୍ଷରୁ ଉଠିଯିବାକୁ କୁହାଯାଇଥିଲା। ତେବେ ଦୋକାନୀମାନେ କ୍ଳବକୁ ଭଡା ମଧ୍ୟ ଦେଇ ଆସୁଛନ୍ତି। ଏନେଇ…

କାଟ୍‌ ଖାଇଲା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା: ଭୋଟ ଦେବାକୁ କେହି ଆସିଲେନି

ନବରଙ୍ଗପୁର,୯।୬(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଜନୀତିରେ ରୋଚକ ଦୃଶ୍ୟ । ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଭୋଟିଂ ବେଳେ ଅନୁପସ୍ଥିତ ରହିଲେ ସରପଞ୍ଚ ଓ ସମିତିସଭ୍ୟ। ତେନ୍ତଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଲା…

ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ଚାଲିଗଲା ଜୀବନ

ନବରଙ୍ଗପୁର,୩।୬: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ୪ଜଣ ଶ୍ରମିକ ପାଇଖାନା ଟାଙ୍କି…

ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା ବନ ବିଭାଗ

ଝରିଗାଁ,୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ…

ମହିଳାଙ୍କ ବେକରେ ଛୁରୀ ରଖି ଲୁଟିନେଲେ ସୁନା ଅଳଙ୍କାର ସହ ନଗଦ ଟଙ୍କା

ଝରିଗାଁ,୩୦।୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ବେଲଗାଁରେ ଏକ ଲୁଟ୍‌ ହୋଇଛି। ଘରେ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ସ୍ତ୍ରୀଙ୍କ ବେକରେ ଛୁରୀ ଲଗାଇ ଦୁଇ ଭରି ଓଜନର ସୁନା ଅଳଙ୍କାର ସହ…

ଜଙ୍ଗଲରେ ଘର ନିର୍ମାଣକୁ ବାରଣ କରିବାରୁ ଫରେଷ୍ଟଗାର୍ଡଙ୍କୁ ମାଡ଼

ଝରିଗାଁ,୧୬ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ହାତିବାଡ଼ି ଗ୍ରାମର ଜଗନ୍ନାଥ ସାନ୍ତା ବେନିୟମ ଭାବେ ମାଟି ଓ ଇଟା ଦ୍ୱାରା ଘର ନିର୍ମାଣ କରୁଥିଲେ। କୌଣସି ପ୍ରକାରେ ଝରିଗାଁ ବନ ବିଭାଗ ଖବର ପାଇ ଝରିଗାଁ…

ଗ୍ରାମସଭା କାର୍ଯ୍ୟ ତାଲିକାରେ ନ ଥିବାରୁ ଅସନ୍ତୋଷ

ତେନ୍ତୁଳିଖୁଣ୍ଟି, ୫।୫(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟଖସଡ଼ା ପ୍ରସ୍ତୁତି ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ, ବ୍ଲକ୍‌ ଅଧ୍ୟକ୍ଷା…

ଝରିଗାଁରେ ଅଖିମୁଠି ଅନୁକୂଳ କଲେ ବିଧାୟକ

ଝରିଗାଁ,୩୦ା୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ବଡ଼ପାଟଣା ଭିକାରୀ ନାୟକଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ…

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ଗଛ ପଡ଼ି ତାର ଛିଣ୍ଡିଯିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ନନ୍ଦପୁର-ସେମିଳିଗୁଡା ସଂଯୋଗୀ…

ଗର୍ଭବତୀ ନାବାଳିକାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ

ନବରଙ୍ଗପୁର,୨୬ା୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବେ ୩ ମାସର ଗର୍ଭବତୀ। ତାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ। ଜଣେ ଗର୍ଭବତୀ ନାବାଳିକା ଏହି କାର୍ଡ ପାଇବାକୁ ଯୋଗ୍ୟ ନୁହନ୍ତି। ଏହି ଘଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri