ନବରଙ୍ଗପୁର

ପର୍ଯ୍ୟଟନ କ୍ଷେତ୍ରରେ ନବରଙ୍ଗପୁରକୁ ଉପେକ୍ଷା: ଜିଲାର ପର୍ଯ୍ୟଟନସ୍ଥଳୀକୁ ମିଳୁନି ଇକୋ ଟୁରିଜମ୍‌ ମାନ୍ୟତା

ନବରଙ୍ଗପୁର, ୨।୧୧ (ସଦାଶିବ ପ୍ରହରାଜ): ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରା ନବରଙ୍ଗପୁର ଜିଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭିତ୍ତିଭୂମିର ଅଭାବ ନାହିଁ। କିନ୍ତୁ ଯେଉଁ ହାରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା କଥା ସେହି ଅନୁଯାୟୀ ବିକାଶ ହୋଇପାରୁ ନାହିଁ। ଆଦିବାସୀ…

ଜିଲାପାଳଙ୍କ କାର୍ଯ୍ୟାଳୟ ଗ୍ରୀଲ ତାଲା ଭାଙ୍ଗି ଚୋରି

ନବରଙ୍ଗପୁର,୩୧ା୧୦(ସଦାଶିବ ପ୍ରହରାଜ): ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶି ଚୋରି କରିବାକୁ ମଧ୍ୟ ଭୟ କଲେନି ଚୋର। ଜିଲାପାଳଙ୍କ କାର୍ଯ୍ୟାଳୟ ସୁରକ୍ଷା ବଳୟରେ ଥିଲେ ମଧ୍ୟ ଏହା ଚୋରଙ୍କ ପାଇଁ କିଛି ଫରକ ପଡିନି। ସେମାନେ ତାଲା ଭାଙ୍ଗି ନିର୍ଭୟରେ ଚୋରି କରିଛନ୍ତି। ଏହି…

ସର୍ଭେରେ ସୀମିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପୋଲ ନିର୍ମାଣ

ନବରଙ୍ଗପୁର,୨୯।୧୦(ସଦାଶିବ ପ୍ରହରାଜ)ନବରଙ୍ଗପୁର ଓ ରାୟଗଡ଼ା ଜିଲା ସହ ଗମନାଗମନର ସୁଗମ କରିବା ପାଇଁ ରାଜ୍ୟ ସରକାର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ସେତୁ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ଘୋଷଣାକୁ ୩ ବର୍ଷ ବିତିଗଲାଣି। ଏ ପର୍ଯ୍ୟନ୍ତ ସେତୁ କାମ ସର୍ଭେ…

କେଉଁ ଦିନ ପାଳନ ହୁଏ ଆଦିବାସୀ ଦଶହରା, କ’ଣ ରହିଛି ପରମ୍ପରା

ଡାବୁଗାଁ,୨୭।୧୦(ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି, କୁର୍ଚି ଓ ଶିରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସମସ୍ତ ଲାଠି, କୁର୍ଚି ଡାବୁଗାଁ ମା’ ଠାକୁରାଣୀ…

ମିଳିଲାନି ମହାପ୍ରୟାଣ ଗାଡି: ମୃତଦେହକୁ ବୋହି ୮କିଲୋମିଟର ଚାଲିଲେ ପରିବାର ଲୋକେ

ଚନ୍ଦାହାଣ୍ଡି,୨୪।୧୦ (ଦିଲୀପ ଦାସ )ଦୀର୍ଘ ୮ କିଲୋମିଟର ମୃତଦେହକୁ କାନ୍ଧରେ ବୋହି ନେଲେ ପରିବାର ଲୋକେ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ । ମଙ୍ଗଳବାର ସକାଳେ ସରଧାପୁର ଗାଁର ଅର୍ଜୁନ…

ମ୍ୟୁନିସିପାଲିଟି ପରିସରରେ ଥିବା ଲୁ’ରେ ତାଲା

ନବରଙ୍ଗପୁର,୨୨।୧୦(ସଦାଶିବ ପ୍ରହରାଜ)ପୌରସଂସ୍ଥା ପକ୍ଷରୁ ସହରରେ ୮ଟି ଲୁ ନିର୍ମାଣ କରାଯାଇଛି। ତେବେ କୌଣସି ଗୋଟିଏ ଲୁ ୨ ବର୍ଷ ହେବ ଖୋଲାଯାଇ ପାରିଲା ନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ସହରରେ ରାସ୍ତାକଡ଼ ଓ ବିଭିନ୍ନ କାର୍ଯ୍ୟାଳୟରେ ୮ ଟି ଲୁ…

ରାସ୍ତାରୁ ପାଇଥିଲେ ଦାମୀ ମୋବାଇଲ ଶେଷରେ…

ଉମରକୋଟ, ୨୧।୧୦(ସନ୍ତୋଷ ଶତପଥୀ): ଏବେ ମଧ୍ୟ ମଣିଷ ପାଖରେ ମାନବିକତା ଲୋପ ପାଇନାହିଁ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ଥାନାର ହୋମଗାର୍ଡ ଯୁଗସାଇ ଭତ୍ରା। ଯୁଗସାଇ ଡ୍ୟୁଟି କରିବାବେଳେ ଏକ ମୋବାଇଲ ପାଇ ତାହାକୁ ଫେରାଇ ଦେଇଛନ୍ତି।…

୮ ଶ୍ରେଣୀର ପିଲାଙ୍କୁ ପଢ଼ାଉଛନ୍ତି ୩ ଶିକ୍ଷକ

ତେନ୍ତୁଳିଖୁଣ୍ଟି, ୧୫।୧୦(ଚିଦାନନ୍ଦ ସାହୁ)ଛାତ୍ରୀଛାତ୍ରଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। କିନ୍ତୁ ସ୍କୁଲରେ ଶୈକ୍ଷିକ ବାତାବରଣ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି…

ଧାନଚାଷରେ ଗୁଣ୍ଡିପୋକ, ଚିନ୍ତାରେ ଚାଷୀ

ଉମରକୋଟ,୧୩।୧୦(ସନ୍ତୋଷ ଶତପଥୀ): ପ୍ରଥମେ ସ୍ବଳ୍ପ ବର୍ଷା ଯୋଗୁ ଧାନ ଗଛ ଯେଉଁ ଭାବେ ବଢ଼ିବା କଥା ତାହା ହୋଇପାରିଲା ନାହିଁ। ଧାନ ଅମଳ କମିବା ଆଶଙ୍କା ଥିବାବେଳେ ବର୍ତ୍ତମାନ ବିପିଏଚ୍‌ ଗୁଣ୍ଡିପୋକ ଧାନ ଫସଲରେ ଲାଗିଲାଣି। ଏଥିଯୋଗୁ ଉମରକୋଟ ପୌରାଞ୍ଚଳ ୧ନମ୍ବର…

ସୁଧୁରିପାରୁନି ଜଳବନ୍ଦୀ ଅଞ୍ଚଳବାସୀଙ୍କ ସ୍ଥିତି

ତେନ୍ତୁଳିଖୁଣ୍ଟି, ୯।୧୦(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଜଳବନ୍ଦୀ ଅଞ୍ଚଳକୁ ବାରମ୍ବାର ସଚିବ ପାହ୍ୟା ଅଧିକାରୀ, ଜିଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ, ଜିଲା ପ୍ରଶାସନ, ବ୍ଲକ ପ୍ରଶାସନ ଯନ୍ତ୍ରଚାଳିତ ବୋଟ ଯୋଗେ ଗସ୍ତ କରୁଛନ୍ତି। ଦୀର୍ଘ ବର୍ଷ ଧରି…

ଘରୋଇ ବସ୍‌ ଧର୍ମଘଟରେ ହନ୍ତସନ୍ତ ହେଲେ ଯାତ୍ରୀ 

ଉମରକୋଟ, ୨।୧୦ (ସନ୍ତୋଷ ଶତପଥୀ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ଓ ଅବିଭକ୍ତ କୋରାପୁଟ ଘରୋଇ ବସ୍‌ ମାଲିକ ସଂଘର ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଉମରକୋଟ ବସ୍‌ ମାଲିକ…

ଆଶୀର୍ବାଦ କଲ୍ୟାଣ ମଣ୍ଡପ ପରିସରରେ କୁଢ଼ କୁଢ଼ ଆବର୍ଜନା

ନବରଙ୍ଗପୁର,୨୮।୯(ସଦାଶିବ ପ୍ରହରାଜ): ମଶାମାଛିଙ୍କ ଦାଉରୁ କିଭଳି ଦୂରେଇ ରହିବା ଓ ପରିବେଶ ସଫାସୁତୁରା ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ଆବର୍ଜନା ଜମି ରହିଲେ ଡେଙ୍ଗୁ, ମ୍ୟାଲେରିଆ ଆଦି ବ୍ୟାପିବ ବୋଲି କୁହାଯାଉଛି। ନାଳ, ଆବର୍ଜନା ସଫା କରିବା ପୌରସଂସ୍ଥାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri