ନବରଙ୍ଗପୁର

ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ

ନବରଙ୍ଗପୁର,୨୧।୪(ବି.ପ୍ର.): ନବରଙ୍ଗପୁରରେ ଡହଡହ ଖରାରେ କାମ କରୁଛନ୍ତି ଶ୍ରମିକ। ଏଠାରେ ସରକାରୀ ନିୟମର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି l ଏପରିକି ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟର ଦୂରରେ ଉଭୟ ସରକାରୀ ଓ ବେସରକାରୀ...

ରାସ୍ତାରେ ପକାଯାଇଛି ମାଟି: ବିପଦରେ ପଥିକ, ଯାତ୍ରୀ

ନବରଙ୍ଗପୁର, ୨୦।୪: (ବି.ପ୍ର.) ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନ ଜଣସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ମଙ୍ଗଲମ ଟିମ୍ବର ଦେଇ ମହିଳା ମହାବିଦ୍ୟାଳୟ, ଭିଜିଲାନ୍ସ ଅଫିସ୍‌ ଛକ ଦେଇ ସର୍କିଟ ହାଉସ ନିକଟ ୨୬ ନମ୍ବର ଜାତୀୟ ରାଜପଥକୁ ଏକ ରାସ୍ତା...

ଶାନ୍ତିପୂର୍ଣ୍ଣ ଭାବେ ନବରଙ୍ଗପୁର ୧୨ ଘଣ୍ଟା ବନ୍ଦ

ନବରଙ୍ଗପୁର/ଝରିଗାଁ/ଚନ୍ଦାହାଣ୍ଡି,୨୦।୪: (ବି.ପ୍ର./ସ୍ବ.ପ୍ର./ଡି.ଏନ୍‌.ଏ.) ସମ୍ବଲପୁର ସାମ୍ପ୍ରଦାୟିକ ଗଣ୍ଡଗୋଳ ଘଟଣା ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା...

୧୪ ଜିଲାରେ ବନ୍ଦ ଶାନ୍ତିପୂର୍ଣ୍ଣ

ସମ୍ବଲପୁର(ବ୍ୟୁରୋ)/ନବରଙ୍ଗପୁର(ବି.ପ୍ର.),୨୦ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗତ ୧୨ ଓ ୧୪ ତାରିଖରେ ସୃଷ୍ଟ ସାମ୍ପ୍ରଦାୟିକ ହିଂସାର ପ୍ରଭାବ ଏବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ବ୍ୟାପିଛି। ଭାଜପା ସମର୍ଥନରେ ବୁଧବାର ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ...

ପାଣି ପାଇଁ ହନ୍ତସନ୍ତ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନିବାସୀ

ତେନ୍ତୁଳିଖୁଣ୍ଟି,୧୬ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗତ କିଛିଦିନ ହେବ କଲୋନି ବାସୀଙ୍କୁ ଇନ୍ଦ୍ରାବତୀ କଲୋନି ମରାମତି ତଥା ପାନୀୟ ଜଳ ଯୋଗାଣ ଉପ ବିଭାଗ ଦ୍ୱାରା...

ବର୍ଷକ ପରେ ରସିଦ ମିଳିଲା

ଉମରକୋଟ,୧୬ା୪(ସ୍ବ.ପ୍ର.): ବନ ବିଭାଗ ଅଧିକାରୀ ଟଙ୍କା ନେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଉମରକୋଟ ବନାଞ୍ଚଳ ସିଂସାରି ବିଟ୍‌ ଅଧିନରେ ଦନ୍ଦୀବେଡା ଗ୍ରାମର ଜଣେ...

ଅଜବ ନୀତିରେ ଚାଲିଛି ଶିକ୍ଷକଙ୍କ ବଦଳି, ଡେପୁଟେଶନ

ନବରଙ୍ଗପୁର,୧୬ା୪(ବି.ପ୍ର.): ନବରଙ୍ଗପୁର ଶିକ୍ଷା ବିଭାଗ ଏବେ ଅଜବ ନୀତିରେ ପରିଚାଳନା ହେଉଛି । କିଏ କେଉଁ ଭଳି କାର୍ଯ୍ୟ କରୁଛି ତାହା ଚିଠିକୁ ଦେଖିଲେ ସମସ୍ତେ ଠିକ ବୁଝିଯିବେ । ଯଦି କୌଣସି ସରକାରୀ ସ୍ତରରେ ଚିଠି ହେଉଛି ତା...

ମିଳୁଛି ରୋଗୀସେବା, ବାହାରୁ କିଣିବାକୁ ପଡ଼ୁଛି ଔଷଧ

ତେନ୍ତୁଳିଖୁଣ୍ଟି,୧୩।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ଉପରେ ସଦର ବ୍ଲକର ୪, ନନ୍ଦାହାଣ୍ଡି ବ୍ଲକର ୨, କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକର ୫ ଓ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ୨ ପଞ୍ଚାୟତବାସୀ ନିର୍ଭର...

ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ପୁଣି ଭାଙ୍ଗିଲେ ଦୁର୍ବୃତ୍ତ

ଝରିଗାଁ, ୧୩।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ବିବାଦୀୟ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟକୁ ପୁଣି ଥରେ କେହି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଏ ନେଇ ପିଇଓ ଛବିଲାଲ ସାହୁ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଝରିଗାଁ ପୋଲିସ କେସ୍‌ ନଂ. ୮୪/୨୩ରେ...

ବଜ୍ରପାତରେ ୫ ବର୍ଷରେ ୫୬ ମୃତ

ନବରଙ୍ଗପୁର,୧୧।୪(ବି.ପ୍ର.)ନବରଙ୍ଗପୁର ଜିଲାରେ ୨୦୧୯ରୁ ୨୦୨୩ ମଧ୍ୟରେ ବଜ୍ରପାତରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି ବୋଲି ଜିଲାପାଳ କମଳ ଲୋଚନ ମିଶ୍ର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।...

ରୋଗ କରିଛି ଗାଁରୁ ବାସନ୍ଦ

ଝରିଗାଁ,୧୦ା୪(ସ୍ବ.ପ୍ର.): ସଚେତନତା ପରେ ମଧ୍ୟ ଅନ୍ଧବିଶ୍ୱାସ ପିଛା ଛାଡ଼ୁନି । କୁଷ୍ଠ ରୋଗ ଯୋଗୁ ଦୀର୍ଘ ୬ ବର୍ଷ ଧରି ଗାଁରୁ ବାସନ୍ଦ ହୋଇ ଜଙ୍ଗଲ ପାହାଡ଼ଘେରା ଖୋଲା ଆକାଶ ତଳେ ଫଟା ପଲିଥିନ ମଞ୍ଚାରେ ଆଶ୍ରୟ ନେଉଛନ୍ତି ଝରିଗାଁ...

ଅଧା ଅଧୁରା, ନିମ୍ନମାନର କାମକୁ ନେଇ ଅସନ୍ତୋଷ

ଉମରକୋଟ,୯।୪(ସ୍ବ.ପ୍ର.): ସରକାର ଲୋକଙ୍କ ମୌଳିକ ଅଧିକାର ପୂରଣ ପାଇଁ ଅହରହ ଚେଷ୍ଟା କରୁଛନ୍ତି। କିନ୍ତୁ ନବରଙ୍ଗପୁର ଜିଲା ଉମରକୋଟଠାରେ ପୂର୍ତ୍ତ ବିଭାଗ କାମ ଅଧାପନ୍ତରିଆ ହୋଇପଡ଼ିଛି। ଅଧିକାରୀମାନେ ଠିକାଦାରଙ୍କ ସହ ସଲାସୁତୁରା ହୋଇ ଠିକ୍‌ଭାବେ କାମ କରାଯାଉ ନ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri