ମୟୂରଭଞ୍ଜ

ଗରିବଙ୍କ ସାଥୀ ଅମୀର, ରକ୍ତ ଦେଇ ବଞ୍ଚାଉଛନ୍ତି ଜୀବନ

ମୋରଡ଼ା,୮ା୯: ରକ୍ତଦାନ କରି ଜୀବନ ବଞ୍ଚାଅ। ଏହି ବାର୍ତ୍ତାକୁ ନେଇ ଆଗେଇ ଚାଲିଛନ୍ତି ସେ। ଗରିବ, ନିଃସହାୟଙ୍କ ସମେତ ଆବଶ୍ୟକ ସମୟରେ ରୋଗୀଙ୍କୁ ରକ୍ତଦାନ କରି କେବଳ ନିଜ ଅଞ୍ଚଳ ନୁହେଁ ସମଗ୍ର ଜିଲାରେ ବେଶ୍‌ ଜଣାଶୁଣା। ଏହିଭଳି ଭାବେ ଗରିବଙ୍କ…

୪୦ କିମି ଚାଲିଚାଲି ଜିଲାପାଳଙ୍କୁ ଭେଟିବାକୁ ବାହାରିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୬।୯: ଚାଲି ଚାଲି ୪୦ କିମି ଦୂର ଜିଲାପାଳଙ୍କୁ ଭେଟିବାକୁ ବାହାରିଛନ୍ତି ଛାତ୍ରୀଛାତ୍ର। ଏଭଳି ଏକ ଘଟଣା ଘଟିଛି ୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ। ଶିକ୍ଷକ ନ ଥିବାରୁ ପାଠପଢ଼ା…

ଅଙ୍ଗନୱାଡି କର୍ମୀଙ୍କୁ ସିଡିପିଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ: ଥାନାରେ ମାମଲା ରୁଜୁ

ସାରସକଣା,୫।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ କଳାପାଣି ଅଙ୍ଗନବାଡି କର୍ମୀଙ୍କୁ ସାରସକଣା ବ୍ଳକ ସିଡିପିଓ ମାନସିକ ଚାପ ଓ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ପୁଅ ଅଶୋକ କୁମାର ସିଂ ଝାରପୋଖରିଆ ଥାନାରେ ଏନେଇ ଏକ ମାମଲା ରୁଜୁ…

ମୟୂରଭଞ୍ଜରେ ୧୦୦୦ ଫୁଟର ଜଳପ୍ରପାତ

ବାରିପଦା ଅଫିସ,୫।୯:ମୟୂରଭଞ୍ଜ ପର୍ଯ୍ୟଟନର ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ଜାରି ରଖିଥିବା ‘ମୟୂରଭଞ୍ଜ ମିରର ଟିମ୍‌’ ପକ୍ଷରୁ ୧୦୦୦ ଫୁଟର ଜଳପ୍ରପାତ ଠାବ କରାଯାଇଛି। ଏହି ଜଳପ୍ରପାତ ବାଙ୍ଗିରିପୋଷି ନିକଟସ୍ଥ କୁଣ୍ଡଳବଣି ଜଙ୍ଗଲ ମଧ୍ୟରେ…

ପୁଣି ବନ୍ଧା ହେଲେ ନିଶା ନିବାରଣ କେନ୍ଦ୍ର ମାଲିକ

ବାରିପଦା ଅଫିସ,୫ା୯:ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ଅବନୀ ପତିଙ୍କୁ ଟାଉନ ପୋଲିସ ପୁଣି ଥରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଜିଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ପୂର୍ବଭଳି ଉକ୍ତ କେନ୍ଦ୍ର ଖୋଲିବାରୁ ତାଙ୍କୁ…

ସାପକାମୁଡ଼ା ମୃତ୍ୟୁ ମୟୂରଭଞ୍ଜରେ ସର୍ବାଧିକ

ବାରିପଦା ଅଫିସ,୪।୯: ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ବିଷଧର ସାପଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି ା ପ୍ରତିଦିନ ସାପ ଉଦ୍ଧାର ହେବା ଓ ସାପକାମୁଡ଼ା ନିତିଦିନିଆ ଘଟଣା ପାଲଟିଛି। ସଚେତନତା ଅଭାବରୁ ସାପକାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ…

କେନାଲ ପାଣି ଅଭାବରୁ ଫାଟିଲା ଚାଷ ଜମି

କୁଳିଅଣା,୩ା୯(ସ୍ବ.ପ୍ର.): କେନାଲ ପାଣି ନ ମାଡ଼ିବା ଓ ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅଧୀନ ପଳାଶବଣୀ ଗ୍ରାମରେ ଥିବା ଚାଷ ଜମି ଫାଟି ଅଁା କଲାଣି। ଅଗଷ୍ଟ ମାସ ସୁଦ୍ଧା ଚାଷୀମାନେ ଯେନତେନ ପ୍ରକାରରେ ତଳି…

୯ବର୍ଷ ପରେ ଧରାପଡ଼ିଲେ ଅଭିଯୁକ୍ତ

ବୈଶିଙ୍ଗା,୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତର ପତଡ଼ା ଗ୍ରାମରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଚୁଇଁ ଓରଫ ଫକୀର ଖଁାଙ୍କୁ ୯ ବର୍ଷ ପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ସୂଚନା…

ଯୁବବର୍ଗଙ୍କ ପ୍ରେରଣା ଶୁଭାଶିଷ

ମୋରଡ଼ା,୨ା୯(ଡି.ଏନ.ଏ.): ପେସାରେ ଇଞ୍ଜିିନିୟର। ତଥାପି ସଫଳ ଚାଷୀ ଭାବେ ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଶାର ସବୁଠୁ ବଡ଼ ଡ୍ରାଗନ ଫ୍ରୁଟ ଫାର୍ମ କରିଛନ୍ତି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ମାଈଗାଁର ଶୁଭାଶିଷ…

୨ ଲିଜ୍‌ଧାରୀଙ୍କୁ ୩୬ କୋଟିରୁ ଊର୍ଦ୍ଧ୍ୱ କ୍ଷତିଭରଣା ନିର୍ଦ୍ଦେଶ

ବାରିପଦା ଅଫିସ,୨ା୯:ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀର ଆରପଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଏବଂ ପରିବହନକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଇଷ୍ଟର୍ନ ବେଞ୍ଚ କୋଲକତାରେ ହୋଇଥିବା ୩ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଆସନ୍ତା…

ଗାଡ଼ି ସହ ଲକ୍ଷାଧିକ ଟଙ୍କାର କାଠ ଜବତ: ଜଣେ ଗିରଫ

ଠାକୁରମୁଣ୍ଡା,୩୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ ବନ କର୍ମଚାରୀ ସୋମବାର ରାତିରେ ଚୋରା କାଠ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛନ୍ତି। ସେଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳ କାଠଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ଜଣେ…

କାଚ ଗୁଲିରେ ଗଣେଶ

ବାରିପଦା ଅଫିସ,୨୯ା୮: ବାରିପଦା ସହରର ତୁଳସୀଚଉରାର ଫ୍ରେଣ୍ଡସ ୟୁନିଅନ କ୍ଲବଠାରେ ପୂଜା ପାଇବେ ୧୩ ଫୁଟ ଉଚ୍ଚର ଗଜାନନ। ୫୫ହଜାର କାଚ ଗୁଲିିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। କ୍ଲବର ସଦସ୍ୟମାନେ ଚଳିତ ବର୍ଷ ଧୂମଧାମରେ ପୂଜା ପାଳନ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri