ମୟୂରଭଞ୍ଜ

ଆନ୍ଦୋଳନକୁ ଓହ୍ଲାଇଲେ ମନ୍ଦିର ସେବାୟତ

ବାରିପଦା ଅଫିସ,୯।୨: ୬୫୦ବର୍ଷର ଐତିହ ବହନ କରୁଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ହରିହର ପୀଠ ମାଣତ୍ରୀ ବିଜେ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ସେବାୟତ ଗଣ ଗୁରୁବାର ମନ୍ଦିର ପ୍ରବେଶ ଦ୍ବାରରେ ତାଲା ପକାଇ ଧାରଣାରେ ବସିଛନ୍ତି। ଦୀର୍ଘ ଦୁଇବର୍ଷ ଧରି…

ଶିମିଳିପାଳ ସୁରକ୍ଷା ଦାବି

ବାରିପଦା ଅଫିସ,୯।୨: ଶିମିଳିପାଳ ବଞ୍ଚାଅ ଅଭିଯାନ ଦାବିରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗୁରୁବାର ସକାଳ ୮ଟାରୁ ଭଞ୍ଜସେନା ପକ୍ଷରୁ ମୟୁରଭଞ୍ଜ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ଓ ୪୯ନଂ ଏବଂ ରାଜ୍ୟ ରାଜପଥ ଉଦଳା-ବାରିପଦା, କରଞ୍ଜିଆ -ଠାକୁରମୁଣ୍ଡା…

ଶ୍ରୀହୀନ ହେବାକୁ ବସିଛି ଶ୍ରୀରାମଚନ୍ଦ୍ର ପାଠାଗାର

ବାରିପଦା ଅଫିସ,୭ା୨: ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ଶ୍ରୀରାମଚନ୍ଦ୍ର ପାଠଗାର ଶ୍ରୀହୀନ ହେବାକୁ ବସିଛି। ୨ବର୍ଷ ପୂର୍ବେ ରାଜ୍ୟ ସରକାର ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ। ସମଗ୍ର ଦେଶରେ ଏହି ପାଠାଗାର ଏକ ଉଦାହରଣ ପାଲଟିବ…

ଡମ୍ପର ଧକ୍କାରେ ୨ ଯୁବକଙ୍କ ଜୀବନଗଲା

ସାରସକଣା,୬ା୨(ଡି.ଏନ.ଏ.): ଝାଡ଼ଖଣ୍ଡ ବହଡ଼ାଗୋଡ଼ା ବ୍ଲକ ବଡ଼ଶୋଳ ଥାନା ଅନ୍ତର୍ଗତ ଦାରିଶୋଳ ଫରେଷ୍ଟ ଚେକ୍‌ ଗେଟ୍‌ ନିକଟରେ ଡମ୍ପର ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାନଚାଟରା ଗ୍ରାମର ସତ୍ୟ ନାରାୟଣ ରାଣା ଏବଂ…

ଚାକିରି କରାଇଦେବା ନାଁରେ ଠକେଇ, ମହିଳାଙ୍କ ସହ ମେଡିକାଲ କର୍ମଚାରୀ ଗିରଫ

ବାରିପଦା ଅଫିସ, ୩।୨- ଚାକିରି କରାଇଦେବା ଆଳରେ ଜଣେ ମହିଳାଙ୍କ ନିକଟରୁ ୨ଲକ୍ଷ ୧୮ହଜାର ଟଙ୍କା ଠକେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବାରିପଦା ଟାଉନ ଥାନା ପୋଲିସ ଗୁରୁବାର ଜଣେ ମହିଳାଙ୍କ ସହ ଜଣେ ମେଡିକାଲ କର୍ମଚାରୀଙ୍କୁ ଗିରଫ…

ହାଇଓ୍ବା-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ: ୧୫ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ବାରିପଦା ଅଫିସ,୩ା୨: ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍‌ ଷ୍ଟେଶନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇଓ୍ବା ସହ ‘କଲ୍ୟାଣୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ…

ରାସ୍ତା ଅବରୋଧ କଲେ ଛାତ୍ରୀ,ଅଭିଭାବକ

ବାରିପଦା ଅଫିସ,୩୧ା୧: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ପାଇକବସା କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଛାତ୍ରୀଙ୍କ ସମେତ ଶତାଧିକ ଅଭିଭାବକ ବାରିପଦା-ଉଦଳା ରାଜ୍ୟରାଜପଥର କରଞ୍ଜିଆଠାରେ ସୋମବାର ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ତେବାସୀମାନଙ୍କୁ…

ଓଢ଼ଣୀ ଲଗାଇ ଜୀବନ ହାରିଲେ ଯୁବତୀ: କାରଣ ଖୋଜୁଛି ପୋଲିସ

ରାଇରଙ୍ଗପୁର,୩୦।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ବହଳଦା ବଜାର ଅଞ୍ଚଳରେ ରବିବାର ରାତିରେ ଜଣେ ଯୁବତୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ନୌନା ସାହୁ(୨୦)। ମିଳିଥିବା ସୂଚନା ମୁତାବକ, ନୌନା ଘରେ ବେକରେ ଓଢ଼ଣି…

ଶିମିଳିପାଳ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲା ଭଞ୍ଜସେନା

ବାରିପଦା ଅଫିସ,୩୦ା୧:ପ୍ରକୃତିର ଅପରୂପ ସବୁଜିମାଭରା ଶିମିଳିପାଳ ଅଭୟାରଣ୍ୟ ଏବେ ସଙ୍କଟରେ। ଅସୁରକ୍ଷିତ ବନ୍ୟପ୍ରାଣୀ ଓ ବୃକ୍ଷଲତାର ସୁରକ୍ଷା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହସ୍ତକ୍ଷେପ କରିବାକୁ ଭଞ୍ଜସେନା ପକ୍ଷରୁ ବିକଳ୍ପ ପ୍ରୟାସ ଆରମ୍ଭ ହୋଇଛି। ଶିମିଳିପାଳ ବଞ୍ଚାଅ ପ୍ଲାକାର୍ଡ ଧରି ଭିଡିଓ…

ଦୁଇ ହାତୀ ଦାନ୍ତ ଜବତ, ୪ଗିରଫ

ବାରିପଦା ଅଫିସ,୨୯ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତର ଡିଭିଜନ୍‌ ତାଳବନ୍ଦ ରେଞ୍ଜରୁ ଗଳିତ ଦନ୍ତାହାତୀର ଦୁଇ ଦାନ୍ତକୁ ପୋଲିସ ଓ ବନବିଭାଗ ମିଳିତ ଭାବେ ଜବତ କରିଛି । ଏ ସଂକ୍ରାନ୍ତରେ ୱାଇଲ୍ଡ ଲାଇଫ ଆକଟ ଅନୁଯାୟୀ…

ପୋଲିସ ନିର୍ଯାତନା ଯୋଗୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସର ନିର୍ଯାତନା ସହି ନ ପାରି ଜଣେ ଯୁବକ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ନ୍ୟାୟ ପାଇଁ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ…

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ ସୁମିତା ଜେନା ଏହାର ବିଚାର କରି ଦୋଷୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri