ମୟୂରଭଞ୍ଜ

ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ମହିଳା

ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅଧୀନ ଇଟାମୁଣ୍ଡିଆ ଗ୍ରାମ ବନଦୁର୍ଗା ଉଚ୍ଚ ବିଦ୍ୟାଳୟର ସଫେଇ କର୍ମଚାରୀ (ସୁଇପର) ପଦବୀରେ ନିଯୁକ୍ତିକୁ ନେଇ ଶନିବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚଞ୍ଚକତା ପୂର୍ବକ ଦାୟିତ୍ୱ ପ୍ରଦାନ କରାଯାଇଥିବା ପ୍ରତିବାଦରେ ଉତ୍ତ୍ୟକ୍ତ ମହିଳାମାନେ ବିଦ୍ୟାଳୟରେ…

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାକ୍‌ ଟିମ୍‌

ବାରିପଦା ଅଫିସ,୨୮ା୩: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ବୌଦ୍ଧିକ ପରିବେଶର ମୂଲ୍ୟାଙ୍କନ ଏବଂ ସ୍ବୀକୃତି ନିମନ୍ତେ ନାକ୍‌ର ଏକ ୫ ଜଣିଆ ଟିମ୍‌ ବିଶ୍ୱବିଦ୍ୟାଳୟକୁ ଆସିଛନ୍ତ। ଏହି ଟିମ୍‌ରେ ଆଗ୍ରାର ଡ.ବି.ଆର୍‌.ଆମ୍ବେଦକର ବିଶ୍ୱବିଦ୍ୟାଳୟର ପୂର୍ବତନ…

୭ କୋଟି ଦାଖଲ ନ ହେଲେ ମାମଲା ଖାରଜ

ବାରିପଦା ଅଫିସ,୨୬।୩: ମୟୂରଭଞ୍ଜ ଜିଲାରେ ବେଆଇନ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନ ଘଟଣାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବା ୨ ଲିଜ୍‌ଧାରୀଙ୍କୁ ଝଟ୍‌କା ଲାଗିଛି। ୬ ସପ୍ତାହ ମଧ୍ୟରେ ଉଭୟଙ୍କୁ ୭କୋଟି…

କନିଆ ଦେଖିବାକୁ ଯାଇ ଘରକୁ ଫେରିଲେନି ଯୁବକ

ବାରିପଦା ଅଫିସ,୨୬ା୩: କନିଆ ଦେଖିବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଯଶିପୁର ଜୁଳପୋଶି ଗ୍ରାମରେ। ମୃତକ ଜଣକ ହେଲେ ବାଦାମପାହାଡ଼ ଥାନା ମଝିଗାଁ ଗ୍ରାମର ମାନସ ମହାନ୍ତି। ଏ ସଂକ୍ରାନ୍ତରେ…

୫ ଗ୍ରାମବାସୀଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା ଅଫିସ,୨୫ା୩: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ହଳଦୀବଣି ସେକ୍ସନ ଜଡ଼ିପାଳ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବେଆଇନ ଗଛ କଟାଯିବା ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ଘଟଣାରେ ୫ଜଣ ଗ୍ରାମବାସୀଙ୍କୁ ବାରିପଦା ବନ ବିଭାଗ ଶୁକ୍ରବାର…

ଯକ୍ଷ୍ମା ନିୟନ୍ତ୍ରଣରେ ମୟୂରଭଞ୍ଜ ରାଜ୍ୟରେ ଶ୍ରେଷ୍ଠ

ବାରିପଦା ଅଫିସ,୨୫ା୩: ବିଶ୍ବ ଯକ୍ଷ୍ମା ଦିବସରେ ମୟୂରଭଞ୍ଜ ଜିଲାକୁ ଶ୍ରେଷ୍ଠ ଯକ୍ଷ୍ମା ରୋଗ ମୁକ୍ତ ଜିଲା ଭାବେ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରୂପଭାନୁ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାସ୍ତା ନିର୍ମାଣ କାର୍ଯ୍ୟରେ ଗଛ କାଟିବା ଘଟଣା : ୫ ଗ୍ରାମବାସୀଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା ଅଫିସ,୨୪ା୩: ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ହଳଦୀବଣି ସେକ୍ସନ ଜଡ଼ିପାଳ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବେଆଇନ ଗଛ କଟାଯିବା ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ଘଟଣାରେ ୫ଜଣ ଗ୍ରାମବାସୀଙ୍କୁ ବାରିପଦା ବନ ବିଭାଗ ଶୁକ୍ରବାର…

ଶିମିଳିପାଳରୁ ଶିକାରୀ ଗିରଫ

ବାରିପଦା ଅଫିସ,୨୪ା୩: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଞ୍ଜ ଅନ୍ତର୍ଗତ ପିଠାବଟା-୧ ବିଟ ଅଞ୍ଚଳରୁ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଗୋବିନ୍ଦଚନ୍ଦ୍ରପୁର ଗ୍ରାମର ଲକ୍ଷ୍ମଣ ସିଂ। ସୂଚନା ଅନୁଯାୟୀ, ବନ ବିଭାଗ ପକ୍ଷରୁ ଗୁରୁବାର ବିଳମ୍ବିତ…

ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ ରୋଗୀ ସେବାରେ ନିଜକୁ ସମର୍ପଣ କରିଛନ୍ତି। ଯକ୍ଷ୍ମାକୁ ଜିଣିପାରିଥିବାରୁ ଲୋକେ ତାଙ୍କୁ ଯକ୍ଷ୍ମା ଚାମ୍ପିୟନ…

ସଙ୍ଗୀତଜ୍ଞ ମିହିର ଦାସଙ୍କ ପରଲୋକ

ବାରିପଦା ଅଫିସ,୨୪ା୩: ବିଶିଷ୍ଟ ସଂଗୀତଜ୍ଞ ମିହିର ଦାସ(୭୦)ଙ୍କର ଗୁରୁବାର ମୟୂରଭଞ୍ଜ ଜିଲା ବାରିପଦାର ପୁରୁଣା ହାଟସାହିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଏକଧାରାରେ ସୁନାମଧନ୍ୟ ସଂଗୀତଜ୍ଞ, ସଂଯୋଜକ ଭାବେ ପରିଚିତ ଥିଲେ। ଆକାଶବାଣୀ ସହିତ ମଧ୍ୟ ଜଡିତ ଥିଲେ। ପ୍ରାୟ ୩୦ବର୍ଷ…

ଭଉଣୀଙ୍କୁ ପିଟିପିଟି ମାରିଦେଲେ ଭାଇ-ଭାଉଜ

ବାରିପଦା ଅଫିସ,୨୨।୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତ ବେଗୁନିଆବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ଭଉଣୀଙ୍କୁ ପିଟିପିଟି ମାରି ଦେଇଛନ୍ତି ଭାଇ ଓ ଭାଉଜ । ଖବରପାଇ ବାଙ୍ଗିରିପୋଷି…

୩ ଶିକ୍ଷକ ନିଲମ୍ବିତ

ବାରିପଦା ଅଫିସ,୨୨।୩: ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ତ୍ରୁଟି କାରଣରୁ ମୟୂରଭଞ୍ଜ ଜିଲାର ୩ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ପରୀକ୍ଷା ଚାଲୁଥିବା ସମୟରେ ଜିଲା ସହକାରୀ ଶିକ୍ଷା ଅଧିକାରୀ ଅଚାନକ ବାରମାଇଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri