ମୟୂରଭଞ୍ଜ

ସାପ କାମୁଡ଼ାରେ ଆଖି ବୁଜିଲା ପୁଅ, ମା’ ଗୁରତର

ବାରିପଦା,୨୫।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାପ କାମୁଡାରେ ଶିଶୁ ପୁତ୍ରର ଜୀବନ ଯାଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଶରତ ଥାନା କଟୁରିଆ ଗ୍ରାମରେ । ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର…

ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩ କି.ମି. ଚଲାଇଲେ ଚାଷୀ

କରଞ୍ଜିଆ,୨୫ା୭(କବିତା ମହାନ୍ତ): ମୟୂରଭଞ୍ଜ ଜିଲା ଦୁଧିଆଣୀ ପଞ୍ଚାୟତର ବିଭିନ୍ନ ଗାଁରେ ଚାଷ ଜମିକୁ ଜଳଯୋଗାଣ ଦାବିରେ ଚାଷୀ ହାତୀବାରିସ୍ଥିତ ଦେଓନଦୀ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩ କି.ମି. ଚଲାଇଛନ୍ତି। ନିଅଣ୍ଟିଆ ବର୍ଷା କାରଣରୁ ଚାଷ ପଛେଇ ଯାଇଥିବାରୁ କେନାଲରେ ଜଳ ଯୋଗାଣ…

ଦୋଷୀ ଜେଜେବାପାଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ 

ବାରିପଦା,୨୫।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ସୋମବାର ଏକ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସୁମିତା ଜେନା ମାମଲାର ବିଚାର କରି ଅଭିଯୁକ୍ତ  ଝାରପୋଖରିଆ ଥାନା…

ଶିକାରୀ ଗୁଳିରେ ନିହତ ଡେପୁଟି ରେଞ୍ଜର ମାଥି, ବନରକ୍ଷୀ ବିମଳଙ୍କୁ ମରଣୋତ୍ତର ସମ୍ମାନ

ବାରିପଦା,୨୩ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ନିହତ ହୋଇଥିବା ଡେପୁଟି ରେଞ୍ଜର ମାଥି ହାଁସଦା ଓ ବନରକ୍ଷୀ ବିମଳ କୁମାର ଜେନାଙ୍କୁ ‘ବିଶ୍ୱ ବ୍ୟାଘ୍ର ଦିବସ’ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ।…

୧୫ ଲକ୍ଷର ପୋଲ ଧୋଇଗଲା

ଉଦଳା,୨୨।୭(ସନ୍ତୋଷ କୁମାର ବାଚ୍ଛିନୀ): ୧୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ତିଆରି ହୋଇଥିବା ଅସ୍ଥାୟୀ ପୋଲ ୧୫ ମାସ ବି ଗଲାନି। ନଦୀରେ ଅଳ୍ପ ପାଣି ଆସିବାରୁ ପୋଲ ଧୋଇଗଲା। ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥର କଇଁସାରୀଠାରେ ଥିବା ଜାମୁଘାଟ ଅସ୍ଥାୟୀ ପୋଲ…

ପୋଖରୀରେ ବୁଡ଼ି ଅଙ୍ଗନଓ୍ବାଡି ଶିଶୁ ମୃତ, ଜଣେ ଗୁରୁତର

ଠାକୁରମୁଣ୍ଡା,୨୦ା୭(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେଶଡ଼ିହା ପଞ୍ଚାୟତ ଖେଡ଼ିଆପୋଷି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅଙ୍ଗନଓ୍ବାଡିରୁ ଛୁଟି ହୋଇ ଘରକୁ ଫେରୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…

ଡିସେମ୍ବର ସୁଦ୍ଧା ଶେଷ ହେବ ବସ୍‌ଷ୍ଟାଣ୍ଡ ନିର୍ମାଣ

ବାରିପଦା,୧୯।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ବସ୍‌ଷ୍ଟାଣ୍ଡର ଉନ୍ନତିକରଣ କାର୍ଯ୍ୟକୁ ନେଇ ମଙ୍ଗଳବାର ଜିଲାପାଳଙ୍କ ପ୍ରକୋଷ୍ଠରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯାଇ ଡିସେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।…

ନାଗ ଓଗାଳିଲା କୁକୁଡ଼ା ଅଣ୍ଡା

ଉଦଳା,୧୮ା୭(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ରାଇଦାଣ୍ଡିଆ ଗ୍ରାମର ଧରଣୀ ମଲ୍ଲିକଙ୍କ କୁକୁଡ଼ା ଭାଡ଼ିରେ ପଶିଥିବା ନାଗ ସାପ ଉଦ୍ଧାର ହୋଇଛି। ସ୍ନେକ ଲାଇଫ୍‌ ଲାଇନ ସଦସ୍ୟ ଅଭିନନ୍ଦନ ଦଣ୍ଡପାଟ ଉଦ୍ଧାର କରିବା ପରେ ଏହି ସାପ…

ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ରାଜ୍ୟ ସରକାର ୫-ଟି ଜରିଆରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଉନ୍ନତୀକରଣ କରୁଛନ୍ତି। ଶିକ୍ଷା ପ୍ରତି ପିଲାଙ୍କୁ ଆକର୍ଷିତ କରିବା ଓ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ମୟୂରଭଞ୍ଜ ଜିଲା ଶୁଳିଆପଦା…

ସାପକାମୁଡ଼ାରେ ୨ ଜୀବନ ଗଲା

ରାଇରଙ୍ଗପୁର,୧୫ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ପୋଲିସ ସର୍କଲ ଅଧୀନସ୍ଥ ଯାମଦା ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ସମେତ ଦୁଇଟି ଥାନା ଅଞ୍ଚଳରେ ଶନିବାର ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ପୃଥକ୍‌ ଭାବେ ଦୁଇଟି ଅପମୃତ୍ୟୁ ମାମଲା…

ସ୍କୁଟିକୁ ଧକ୍କା ଦେଲା କାର: ଅଧ୍ୟାପକ ଗୁରୁତର

ବଡ଼ସାହି,୧୪।୭(ସମ୍ବିତ କୁମାର ରାଉତ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ନାଉପାଳ ଛକ ନିକଟରେ ଏକ କାର୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି। ସେ ହେଲେ ଖୁଣ୍ଟା ଥାନା ଅଧୀନ ପଟୁଆ ଗ୍ରାମର ପାର୍ଥସାରଥୀ ମହାପାତ୍ର। ସେ ଡୁକୁରାସ୍ଥିତ…

ଚେକଡ୍ୟାମ୍‌ରୁ ମିଳିଲା ବୃଦ୍ଧାଙ୍କ ମୃତଦେହ

ରାଇରଙ୍ଗପୁର,୧୪।୭ (ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ମୟୂରଦର ପଞ୍ଚାୟତ କେଶରଗଡ଼ିଆ ଗ୍ରାମସ୍ଥିତ ଚେକଡ୍ୟାମ୍‌ରେ ଭାସୁଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଗୁରୁବାର ରାତିରେ ପୋଲିସ ଜବତ କରିଛି। ମୃତ ବୃଦ୍ଧା କେଶରଗଡ଼ିଆ ଗ୍ରାମର ଉର୍ମିଳା ପାତ୍ର (୮୦)। ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri