ମୟୂରଭଞ୍ଜ

ଟ୍ରେଲର-ବାଇକ୍‌ ଧକ୍କା, ଜଣଙ୍କ ଜୀବନ ଗଲା

ରାଇରଙ୍ଗପୁର,୧୨ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅନ୍ତର୍ଗତ ହଳଦା ନିକଟସ୍ଥ ପେଟ୍ରୋଲ ପମ୍ପ୍‌ ପାର୍ଶ୍ୱ ୨୨୦ ନଂ ଜାତୀୟ ରାଜପଥ ରାସ୍ତାରେ ଆଜି (ବୁଧବାର) ଏକ ଟ୍ରେଲର ନଂ (୦୧ଏଲ୍‌ ଏଚ-୮୩୩୦) ସେ ବାଇକ୍‌ ନଂ/ଜେ -ଏଚ୍‌-୦୫କେ-୭୪୭୩ ଧକ୍କା ଦେବାରୁ…

ଜଳସେଚନ ବିଭାଗର ମନମୁଖି କାର୍ଯ୍ୟ ନେଇ ବିକ୍ଷୋଭ

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ମନମୁଖି କାର୍ଯ୍ୟ ଓ ଚରମ ଅବହେଳା ପ୍ରତିବାଦରେ ବୁଧବାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ ଲୋକ କାର୍ଯ୍ୟାଳୟ ସମ୍ମୁଖରେ…

୪ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ନିଖିଳ ଓଡ଼ିଶା ୬୬୨(+୨ ଓ +୩)ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖା ପକ୍ଷରୁ ୪ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସନ୍ତା ୨୦ ତାରିଖ…

ପୋଡ଼ା ହେଉଥିବା ମୃତଦେହର ମାଂସ  ଖାଇଗଲେ ୨ ଜଣ: ଗ୍ରାମରେ ଉତ୍ତେଜନା 

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ମଦ ନିଶାରେ ନିଜ ହିତାହିତ ଜ୍ଞାନ ହରାଇ ରାକ୍ଷସ ପାଲଟି ଯାଇଛି । ପୋଡା ହେଉଥିବା ମୃତଦେହ…

ଛେଳି ଚୋରକୁ ଧରି ବହେ ଛେଚିଲେ ପରେ ଫାଣ୍ଡିରେ ଜିମା ଦେଲେ

ମୋରଡା,୧୧।୧୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ଦିନକୁ ଦିନ ଛେଳି ଚୋରି ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ୨ ଜଣ ଚୋରଙ୍କୁ ଧରି ଗ୍ରାମବାସୀ ପୋଲିସର ଜିମା ଦେଇଛନ୍ତି। ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି…

ଲାଞ୍ଚ ନେଇ ଧରାପଡିଲେ ଅମୀନ

ବାରିପଦା,୧୦।୭,(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେସନ ବଜାରସ୍ଥିତ ସେଟେଲମେଣ୍ଟ ଅଫିସ(ଜମି ବନ୍ଦୋବସ୍ତ କାର୍ଯ୍ୟାଳୟ)ର ଅମୀନ ମାନସ ଦାସ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ତାଙ୍କଠାରୁ ୩ହଜାର ୬ଶହ ରଙ୍ଗ ବୋଳା କେମିକାଲ ନୋଟ…

ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

ରାଇରଙ୍ଗପୁର,୯।୭: ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ଅଁଳାଯୋଡି ରେଳଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଡିଏମ୍‌ୟୁ ଯାତ୍ରୀବାହୀ ଟ୍ରେନ୍‌ ବାଦାମପାହାଡ଼ରୁ ଟାଟାନଗରକୁ ଯାଉଥିଲା। ହେଲେ ଅଁଳାଯୋଡି…

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ: ଯୁବକ ଗିରଫ

ମୋରଡ଼ା, ୮।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ଉଫାଲଗଡିଆ ଗ୍ରାମର ଶ୍ୟାମସୁନ୍ଦର ଟୁଡୁ। ଅସଦାଚରଣ ନେଇ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ…

ବାରିପଦାରେ ନୂଆ କୋର୍ଟ ବିଲ୍ଡିଂର ଶିଳାନ୍ୟାସ

ବାରିପଦା,୮।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ) ବାରିପଦା ମୁର୍ଗାବାଡିଠାରେ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତର ନୂଆ କୋର୍ଟ ବିଲ୍ଡିଂର ଶିଳାନ୍ୟାସ ହୋଇଛି । ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଆନୁଷ୍ଠାନିକ ଭାବେ ଶିଳାନ୍ୟାସ…

ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଅନିୟମିତତା

ବାରିପଦା,୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଳକ ଚାଞ୍ଛିପଦା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ନାଏବ ସରପଞ୍ଚ ଜନନୀ ମଣି ମହାନ୍ତଙ୍କ ନେତୃତ୍ୱରେ ଶ୍ରମିକମାନେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଉଚ୍ଚସ୍ତରୀୟ…

କାର୍‌ ଧକ୍କାରେ ଚାଲିଗଲା ହୋମଗାର୍ଡଙ୍କ ଜୀବନ

ରାଇରଙ୍ଗପୁର,୭ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ନାଉଯୋଡ଼ା ପୋଲ ନିକଟବର୍ତ୍ତୀ ୨୨୦ନଂ. ଜାତୀୟ ରାଜପଥରେ ଗୁରୁବାର ରାତିରେ କାର୍‌ ଧକ୍କାରେ ବିଶୋଇ ଥାନାର ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ଗୁରୁତର ହୋଇଛନ୍ତି।…

କାନ୍ଥପଡ଼ି ନାବାଳକଙ୍କ ଜୀବନ ଗଲା

ମୋରଡ଼ା,୬ା୭(ସ୍ମାରକୀ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଆଣୁଆ ଗ୍ରାମର ପ୍ରଗଣାସାହି ୧୨ ନଂ ଓ୍ବାର୍ଡର ଯମୁନା ମାର୍ଣ୍ଡିଙ୍କ ଘର କାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri