ମୟୂରଭଞ୍ଜ

ନାଗ ଓଗାଳିଲା କୁକୁଡ଼ା ଅଣ୍ଡା

ଉଦଳା,୧୮ା୭(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ରାଇଦାଣ୍ଡିଆ ଗ୍ରାମର ଧରଣୀ ମଲ୍ଲିକଙ୍କ କୁକୁଡ଼ା ଭାଡ଼ିରେ ପଶିଥିବା ନାଗ ସାପ ଉଦ୍ଧାର ହୋଇଛି। ସ୍ନେକ ଲାଇଫ୍‌ ଲାଇନ ସଦସ୍ୟ ଅଭିନନ୍ଦନ ଦଣ୍ଡପାଟ ଉଦ୍ଧାର କରିବା ପରେ ଏହି ସାପ…

ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ରାଜ୍ୟ ସରକାର ୫-ଟି ଜରିଆରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଉନ୍ନତୀକରଣ କରୁଛନ୍ତି। ଶିକ୍ଷା ପ୍ରତି ପିଲାଙ୍କୁ ଆକର୍ଷିତ କରିବା ଓ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ମୟୂରଭଞ୍ଜ ଜିଲା ଶୁଳିଆପଦା…

ସାପକାମୁଡ଼ାରେ ୨ ଜୀବନ ଗଲା

ରାଇରଙ୍ଗପୁର,୧୫ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ପୋଲିସ ସର୍କଲ ଅଧୀନସ୍ଥ ଯାମଦା ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ସମେତ ଦୁଇଟି ଥାନା ଅଞ୍ଚଳରେ ଶନିବାର ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ପୃଥକ୍‌ ଭାବେ ଦୁଇଟି ଅପମୃତ୍ୟୁ ମାମଲା…

ସ୍କୁଟିକୁ ଧକ୍କା ଦେଲା କାର: ଅଧ୍ୟାପକ ଗୁରୁତର

ବଡ଼ସାହି,୧୪।୭(ସମ୍ବିତ କୁମାର ରାଉତ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ନାଉପାଳ ଛକ ନିକଟରେ ଏକ କାର୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି। ସେ ହେଲେ ଖୁଣ୍ଟା ଥାନା ଅଧୀନ ପଟୁଆ ଗ୍ରାମର ପାର୍ଥସାରଥୀ ମହାପାତ୍ର। ସେ ଡୁକୁରାସ୍ଥିତ…

ଚେକଡ୍ୟାମ୍‌ରୁ ମିଳିଲା ବୃଦ୍ଧାଙ୍କ ମୃତଦେହ

ରାଇରଙ୍ଗପୁର,୧୪।୭ (ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ମୟୂରଦର ପଞ୍ଚାୟତ କେଶରଗଡ଼ିଆ ଗ୍ରାମସ୍ଥିତ ଚେକଡ୍ୟାମ୍‌ରେ ଭାସୁଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଗୁରୁବାର ରାତିରେ ପୋଲିସ ଜବତ କରିଛି। ମୃତ ବୃଦ୍ଧା କେଶରଗଡ଼ିଆ ଗ୍ରାମର ଉର୍ମିଳା ପାତ୍ର (୮୦)। ପୋଲିସ…

ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ମୋରଡ଼ା,୧୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବରେ ଧନଜୀବନ ହାନି ଘଟୁଥିବା ବେଳେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ବେଢାଝାଲ ଗ୍ରାମର ଅଧର କୁମାର…

ଜମି ଫାଟି ଆଁ, ଚାଷ କାର୍ଯ୍ୟ ପଛୁଆ

ଗୋପବନ୍ଧୁ ନଗର,୧୪।୭(ଶାନ୍ତନୁ କୁମାର ମଢୁଆଳ): ଜୁନ ସରି ଜୁଲାଇ ଅଧା ହେଲାଣି। ଅର୍ଥାତା ଆଷାଢ଼ ସରି ଶ୍ରାବଣ ଚାଲିଥିବା ବେଳେ ଆବଶ୍ୟକ ବର୍ଷା ହୋଇନାହିଁ। ପ୍ରତିବର୍ଷ ପହିଲି ଆଷାଢ଼ ବର୍ଷାରେ ଚାଷୀ ତଳିପକା କାର୍ଯ୍ୟ ଆରମ୍ଭ କରିଥାଏ। ଜୁଲାଇ ପ୍ରଥମ ସପ୍ତାହ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଶ୍ରମିକଙ୍କ ଜୀବନ

ରାଇରଙ୍ଗପୁର, ୧୪।୭, ( ମାନସ ମହାନ୍ତି): ମୟୁରଭଞ୍ଜ ଜିଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମରେ ଥିବା ଏକ ଅସ୍ଥାୟୀ ଶ୍ରମିକ କ୍ୟାମ୍ପରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଯଶିପୁର ଥାନା ଅନ୍ତର୍ଗତ ଭଞ୍ଜକିଆ…

ଶୁଳିଆପଦା ବ୍ଲକରେ ମହାଦୁର୍ନୀତି ପ୍ରସଙ୍ଗ: କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମୋରଡ଼ା,୧୩ା୭(ସ୍ମାରକ ମାଜୀ): ଗୁରୁବାର ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋରଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ…

ଜୁଇରୁ ଦରପୋଡ଼ା ମାଂସ ଖାଇଗଲେ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବଡ଼ସାହି(ସମ୍ବିତ କୁମାର ରାଉତ/ଦୀପକ ବୁଗୁଡ଼େଇ),୧୩।୭ଯୁବତୀଙ୍କ ଶବ ଦାହ ପାଇଁ ଯାଇଥିତ୍ତ୍ବା ଦୁଇ ବ୍ୟକ୍ତି ଜୁଇରୁ ଦରପୋଡ଼ା ମାଂସ ଆଣି ଖାଇଛନ୍ତି। ସେମାନଙ୍କ ରାକ୍ଷସ ପ୍ରବୃତ୍ତିକୁ ନେଇ ଗଁାରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ…

ନଡ଼ିଆ ଷଢ଼େଇରେ ଡାକୋଟା ବିମାନ

ଉଦଳା,୧୩।୭(ସନ୍ତୋଷ କୁମାର ବାଛିନୀ)ନଡ଼ିଆ ଷଢ଼େଇରେ ତିଆରି ହୋଇଛି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ ଭଳି ଏକ ପ୍ରତିକୃତି। ଏହାକୁ ଯିଏ ତିଆରି କରିଛନ୍ତି ତାଙ୍କ ନଁା ମଧ୍ୟ ବିଜୁ। ବିଜୁ ଭାଇ ନାମରେ ପରିଚିତ ଶିଳ୍ପୀ ବିଜୟ କମିଳା ହେଉଛନ୍ତି…

ଟ୍ରେଲର-ବାଇକ୍‌ ଧକ୍କା, ଜଣଙ୍କ ଜୀବନ ଗଲା

ରାଇରଙ୍ଗପୁର,୧୨ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅନ୍ତର୍ଗତ ହଳଦା ନିକଟସ୍ଥ ପେଟ୍ରୋଲ ପମ୍ପ୍‌ ପାର୍ଶ୍ୱ ୨୨୦ ନଂ ଜାତୀୟ ରାଜପଥ ରାସ୍ତାରେ ଆଜି (ବୁଧବାର) ଏକ ଟ୍ରେଲର ନଂ (୦୧ଏଲ୍‌ ଏଚ-୮୩୩୦) ସେ ବାଇକ୍‌ ନଂ/ଜେ -ଏଚ୍‌-୦୫କେ-୭୪୭୩ ଧକ୍କା ଦେବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri