ମୟୂରଭଞ୍ଜ

ପୋଖରୀରେ ବୁଡ଼ି ଛାତ୍ର ମୃତ

ମୋରଡା,୨୩।୯(ସ୍ମାରକ ମାଜୀ)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ରଙ୍ଗାମାଟିଆ ଗ୍ରାମର ବଳରାମ ସିଂ। ସେ ମୋରଡ଼ା ପଞ୍ଚାୟତ ମାଳିହତାରେ ମାମୁଘରେ ରହୁଥିବା ବେଳେ ସ୍ଥାନୀୟ…

ଗହଣା ଦୋକାନରେ ଜିଏସ୍‌ଟି ଚଢ଼ାଉ

ଉଦଳା,୨୨ା୯(ସନ୍ତୋଷ କୁମାର ବାଚ୍ଛିନୀ): ଟିକସ ଫାଙ୍କି ଅଭିଯୋଗରେ ଉଦଳା ମହେନ୍ଦ୍ର ଜୁଏଲର୍ସରେ ସିଟି ଓ ଜିଏସ୍‌ଟି ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଉଭୟ ବିଭାଗ ମଧ୍ୟାହ୍ନରେ ଜୁଏଲର୍ସରେ ଥିବା ବିଭିନ୍ନ ସୁନାଗହଣାର ଆକଳନ କରିିବା ସହିତ ଦସ୍ତାବିଜ ଯାଞ୍ଚ କରିିଥିଲେ।…

୪୮ବର୍ଷର ସ୍ମୃତି ବଖାଣୁଛି ବନ୍ୟା ଆଶ୍ରୟସ୍ଥଳୀ

ବାରିପଦା,୨୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବୁଢ଼ାବଳଙ୍ଗ ନଦୀର ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ମାଟିରେ ନିର୍ମାଣ ହୋଇଛି ବନ୍ୟା ଆଶ୍ରୟସ୍ଥଳୀ। ମଣିଷଠାରୁ ଆରମ୍ଭ କରି ଗୃହପାଳିତ ପଶୁପକ୍ଷୀ ଏଠାରେ ଆଶ୍ରୟ ନେଇଥାନ୍ତି। କାଳକ୍ରମେ ଏହି ଆଶ୍ରୟସ୍ଥଳୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି…

ଗଣଧାରଣା ପାଇଁ ବିଡିଓଙ୍କୁ ଦାବିପତ୍ର

ମୋରଡ଼ା,୨୧ା୯(ସ୍ମାରକ ମାଜୀ): ଚଳିତ ମାସ ୨୨ ତାରିଖରୁ ବିଧାନସଭା ସମ୍ମୁଖରେ ଏସ୍‌.ଇ.ଏମ୍‌ମାନେ କର ବା ମର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡ଼ିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ ସଂଘ ଡାକରା ଦେଇଛି। କାର୍ଯ୍ୟରତ ନଳକୂପ ମିସ୍ତ୍ରୀ ଓ ପମ୍ପ୍‌ଚାଳକମାନଙ୍କୁ ସର୍ବନିମ୍ନ ମଜୁରି ମାସିକ…

ରାସ୍ତାକଡ଼ରୁ ବୃଦ୍ଧଙ୍କ ମୃତଦେହ ଜବତ

ମୋରଡ଼ା,୨୦ା୯(ସ୍ମାରକୀ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପୁରୁଣାପାଣି-ଗଡ଼ିଗାଁ ରାସ୍ତାର ଟିଆଁସି ନିକଟ ରାସ୍ତାକଡ଼ରେ ବୁଧବାର ଅପରାହ୍ନରେ ଜନୈକ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋରଡ଼ା ଥାନା…

ମୋରଡ଼ାରେ ବନ୍ଦପାଳନର ଆଂଶିକ ପ୍ରଭାବ

ମୋରଡ଼ା,୨୦ା୯(ସ୍ମାରକ ମାଜୀ): କୁଡୁମୀ ସମାଜର ଉନ୍ନତି ତଥା କୁଡୁମୀ ସମାଜକୁ ଆଦିବାସୀ ମାନ୍ୟତା ଦାବି ଏବଂ କୁଡୁମାଲି ଭାଷାକୁ ସାମ୍ବିଧାନିକ ଭାଷା ମାନ୍ୟତା ଦାବି ନେଇ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାରଘଣ୍ଟିଆ ମୟୂରଭଞ୍ଜ ବନ୍ଦ କୁଡୁମୀ ଏକତା…

ବିଜେଡି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷ

ରାଇରଙ୍ଗପୁର,୨୦ା୯: ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଟାଣୁଆ ଆଦିବାସୀ ନେତା ତଥା ତିରିଂ ବ୍ଲକ୍‌ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼୍‌ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ରକୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିକଟକୁ ପଠାଇଛନ୍ତି। ଶ୍ରୀ…

ରିଅଲ୍‌ଟି ଶୋ’ରେ ବୈଶିଙ୍ଗା ଝିଅ ନଂ.୧

ବୈଶିଙ୍ଗା,୧୮ା୯(ରତନ ଦାଶ): ଟିଭି ଚ୍ୟାନେଲ ଜି ସାର୍ଥକରେ ପ୍ରସାରିତ ‘ଦିଦି ନଂ. ୧’ ରିଅଲ୍‌ଟି ଶୋ’ରେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର କୁନି ଝିଅ ଆହାନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସେ ଟାଇଟଲ ଜିତିବା ସହିତ ସୁନା ଚେନ୍‌ ଓ…

କବାଟ ଖୋଲୁ ଖୋଲୁ ଜୀବନ ଗଲା

ବୈଶିଙ୍ଗା(ରତନ ଦାଶ)/ବେତନଟୀ(ଧରଣୀଧର ମହାନ୍ତି),୧୯ା୯: କବାଟ ପାଖରେ ଜଗି ରହିଥିଲା ମୃତ୍ୟୁ। ଘରକୁ ଫେରି କବାଟ ଖୋଲିବା ମାତ୍ରେ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡିଆ ଗ୍ରାମରେ ସୋମବାର ଏଭଳି ଏକ ଅଭାବନୀୟ ଘଟଣା…

କାଗଜରେ ୫ ଫୁଟ୍‌ର ଗଣେଶ ମୂର୍ତ୍ତି

ରାଇରଙ୍ଗପୁର,୧୮ା୯ (ମନୋରଞ୍ଜନ ତିରିଆ): ମଙ୍ଗଳବାର ଶ୍ରୀଗଣେଶ ଚତୁର୍ଥୀ। ବିଭିନ୍ନ କ୍ଲବ୍‌, ସାହି ପକ୍ଷରୁ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି। ସାଧାରଣତଃ ବିଭିନ୍ନ ଶିକ୍ଷାନୁଷ୍ଠାନ ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା ପାଉଥିବା ଗଣେଶଙ୍କ ମୂର୍ତ୍ତି ମାଟି, ନଡ଼ାରେ ନିର୍ମିତ ହୋଇଥାଏ। ଏହାକୁ ପୂଜା ପରେ…

୫୦ ହଜାର ରୁଦ୍ରାକ୍ଷରେ ଗଜାନନ

ବାରିପଦା,୧୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ବାରିପଦା ସହରର ତୁଳସୀଚଉରାରେ ଫ୍ରେଣ୍ଡସ ୟୁନିୟନ କ୍ଲବ୍‌ର ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜା ଧୁମଧାମରେ ପାଳନ କରୁଛନ୍ତି। ଚଳିତବର୍ଷ ୧୫ ଫୁଟର ଗଜାନନ ମୃଣ୍ମୟ ମୂର୍ତ୍ତି ହେଉଥିବା ବେଳେ ଏଥିରେ ୫୦ହଜାର ରୁଦ୍ରାକ୍ଷ ବ୍ୟବହାର…

ସାମୂହିକ ଛୁଟିରେ ରହିବେ ୪୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ମୋରଡ଼ା,୧୪।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ କାର୍ଯ୍ୟରତ ୪ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଶୁକ୍ରବାର ସାମୁହିକ ଛୁଟିରେ ରହିବେ। ଏନେଇ ଏକ ଦାବିପତ୍ର ମୋରଡ଼ା ବିଇଓ ମନମୋହନ ହେମ୍ବ୍ରମଙ୍କୁ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ପ୍ରାଥମିକ ଶିକ୍ଷାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri