ମୟୂରଭଞ୍ଜ

ଝଲସୁଛି ୪ ପୋଖରୀ

ବାରିପଦା,୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ନୂଆ ରୂପରେ ଝଲସୁଛି ବାରିପଦା ସହରର ୪ ପୋଖରୀ। ବହୁ ପୁରାତନ ଚାପଲ ପୋଖରୀ, ବଡ଼ ପୋଖରୀ, ଜୁବୁଲୀ ପୋଖରୀ ଓ ହେମସାଗର ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାରିପାଶର୍‌ବିକ ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମ୍ପନ୍ନ…

ଈଶାଣପୁର ଗାଁକୁ ରାସ୍ତା ବନ୍ଦ

ବୈଶିଙ୍ଗା,୫ା୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ଯୁଗପୁରା ରେଳ ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଈଶାଣପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ରେଲଓ୍ବେ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଫଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଲୋକେ…

ନାବାଳିକାଙ୍କୁ ବଳାତ୍କାର

ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶାମାଖୁଣ୍ଟା ବ୍ଲକ୍‌ ଗୋବିନ୍ଦପୁର ଅଞ୍ଚଳର ବୁଧିରାମ ସିଂ(୨୭)। ଏ ସଂକ୍ରାନ୍ତରେ…

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାଇରଙ୍ଗପୁର,୩ା୯(ମନୋରଞ୍ଜନ ତିରିଆ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ କୁଇଲିସୁତା ଗ୍ରାମର ମଙ୍ଗଲ ଆଲଡ଼ାଙ୍କ ବିଧବା ପତ୍ନୀ ସୀତା ଦେଇଙ୍କ ପେନ୍‌ସନ ପାସବୁକ୍‌ରୁ ଟଙ୍କା ହଡ଼ପ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ବଡ଼ମଣଦା ଗ୍ରାମର ନରେଶଚନ୍ଦ୍ର ସାହୁ।…

୬ ଦିନ ପରେ ବି ମିଳୁନି ପୁଅର ପତ୍ତା: ଥାନାରେ ପହଞ୍ଚିଲେ ମା’

ରାଇରଙ୍ଗପୁର,୩।୯(ମନୋରଞ୍ଜନ ତିରିଆ): ରାଇରଙ୍ଗପୁର ପୌରପାଳିକା ଅଧୀନ କୁଚେଇବୁଢ଼ୀ ଗ୍ରାମର ପ୍ରଫୁଲ୍ଲ ବନଛରଙ୍କ ପୁଅ କ୍ରୁନ୍ଦନ ବନଛର(୨୫) ୬ ଦିନ ହେଲା ନିଖୋଜ ଅଛନ୍ତି। କ୍ରୁନ୍ଦନ ଅଗଷ୍ଟ ୨୮ରେ ଘରୁ ବାହାରି ଯାଇ ଆଉ ଫେରି ନାହାଁନ୍ତି। ପରିବାର ଲୋକେ ଖୋଜାଖୋଜି ପରେ…

ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର/ଯଶୀପୁର,୨ା୯(ମନୋରଞ୍ଜନ ତିରିଆ/ସରୋଜ କୁମାର ମହାନ୍ତ): ମୟୂରଭଞ୍ଜ ଜିଲା ଯଶୀପୁରର ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ କରାଯିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଯଶୀପୁର ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ତରଫରୁ ଯଶୀପୁର ତହସିଲଦାର କ୍ରେସେନ୍‌ସିଆ ତିର୍କୀଙ୍କୁ ଦାବିପତ୍ର…

ସାଳନ୍ଦୀ ନଦୀରେ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଶୁକ୍ରବାର ସନ୍ଧ୍ୟାରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ। ଶନିବାର ସକାଳେ ଅଗ୍ନିଶମ ବିଭାଗ ମହିଳା ଜଣଙ୍କ ମୃତଦେହ ଉଦ୍ଧାର…

ଭିଜିଲାନ୍ସ ଜାଲରେ ଆର୍‌ଆଇ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ରାଇରଙ୍ଗପୁର (ମନୋରଞ୍ଜନ ତିରିଆ),୨ା୯: ମୟୂରଭଞ୍ଜ ଜିଲା ବାଦାମପାହାଡ ତହସିଲ ଅଧୀନ ଜୟପୁର ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ କେମିକାଲ ବୋଳା ସମସ୍ତ ନୋଟ ଜବତ ହୋଇଛି। ଆର୍‌ଆଇ…

ମୟୂରଭଞ୍ଜ କାଇ ପିମ୍ପୁଡ଼ି ଚଟଣିକୁ ମିଳିବ ଜିଆଇ ଟ୍ୟାଗ୍‌ ମାନ୍ୟତା

ବାରିପଦା,୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର କାଇ ପିମ୍ପୁଡ଼ି ଚଟଣିକୁ ଭୌଗୋଳିକ ପରିଚୟ(ଜିଆଇ ଟ୍ୟାଗ୍‌ ମାନ୍ୟତା) ମିଳିବା ଲାଗି ପଥ ପରିଷ୍କାର ହୋଇଛି। କାଇ ପିମ୍ପୁଡ଼ି ଚଟଣିରେ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ନେଇ ପ୍ରକ୍ରିିୟା…

ମୋରଡ଼ା ନିର୍ବାଚନମଣ୍ଡଳୀ: ବିକାଶ ମଣ୍ଡଳ ହେଲେ ଛାତ୍ର କଂଗ୍ରେସ ସଭାପତି

ମୋରଡ଼ା,୧।୯(ସ୍ମାରକ ମାଜୀ): ମୋରଡ଼ା ନିର୍ବାଚନମଣ୍ଡଳୀର ନୂତନ ଛାତ୍ର କଂଗ୍ରେସ ସଭାପତି ଭାବେ ବିକାଶ ମଣ୍ଡଳ ନିଯୁକ୍ତ ହୋଇଛନ୍ତି l ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ୩୩ଜଣ ନୂତନ ସଭାପତି ନିଯୁକ୍ତି ଘୋଷଣା କରିଥିବା ବେଳେ ମୋରଡା, ରାସଗୋବିନ୍ଦପୁର ଶୁଳିଆପଦା ବ୍ଲକକୁ ନେଇ…

ବ୍ଲକ କାର୍ଯ୍ୟାଳୟ ଆଗରେ ଭଞ୍ଜସେନାର ଧାରଣା

ମୋରଡା,୧।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଭଞ୍ଜସେନା ପକ୍ଷରୁ ଧାରଣା ଦିଆଯିବ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନାଙ୍କ ଆହ୍ବାନ କ୍ରମେ ତଥା ଜିଲା କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୀବ ରାଉତଙ୍କ ନେତୃତ୍ୱରେ…

ବସ୍‌କୁ କରିଥିଲେ ଅପେକ୍ଷା: ଦୁର୍ଘଟଣାରେ ଚାଲିଗଲା ଜୀବନ

ରାଇରଙ୍ଗପୁର,୩୧।୮(ମାନସ ମହାନ୍ତି ): ମୟୁରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଖଡମବେଡା ପଞ୍ଚାୟତ ଦେଉପଟା ଗ୍ରାମ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଗାଡ଼ି ଧକ୍କାରେ ଜୈନକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଇରଙ୍ଗପୁର ଗ୍ରାମ ଅଞ୍ଚଳ ଥାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri