ମୟୂରଭଞ୍ଜ

ହୋ ଭାଷାକୁ ସରକାରୀ ମାନ୍ୟତା ଦାବି

ବାରିପଦା ଅଫିସ,୧୮ା୧୧: ଓଡ଼ିଶାରେ ହୋ ଭାଷାକୁ ସରକାରୀ ମାନ୍ୟତା ଦାବିରେ ଡ଼ିସେମ୍ବର ୧୬ରୁ ଏକ ବାଇକ୍‌ ରାଲି ଓ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ୭ଦିନ ବ୍ୟାପି ରାଲିରେ ଜିଲା ଓ ଉପଖଣ୍ଡସ୍ତରରେ ଦାବିପତ୍ର ପ୍ରଦାନ ପରେ ରାଲି ଭୁବନେଶ୍ୱରରେ...

ନବୀନ ନିବାସ ଅଭିମୁଖେ ଅଲଚିକି ଶିକ୍ଷକଙ୍କ ପଦଯାତ୍ରା

ବାରିପଦା ଅଫିସ,୧୬।୧୧: ମୟୂରଭଞ୍ଜ ଜିଲାରେ ୧୫ ବର୍ଷ ଧରି ଦିନକୁ ଶହେ ଟଙ୍କା ମଜୁରି ପାଉଥିବା ଠିକା ନିଯୁକ୍ତି ଶିକ୍ଷକଙ୍କୁ ନିୟମିତ ଦାବି ନେଇ ୩୪ ଦିନ ଧାରଣାରେ ବସିବା ପରେ ବି ସରକାର କିମ୍ବା ପ୍ରଶାସନ କେହି ବୁଝିଲେନି।...

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ବି ଚଢ଼ାଉ : ମିଳିଲା ଲକ୍ଷାଧିକ ଟଙ୍କା

ବାରିପଦା ଅଫିସ,୧୫।୧୧: ମୟୂରଭଞ୍ଜ ଜିଲା ଉଦଳା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ମଙ୍ଗଳବାର ଚଢ଼ାଉ ଜାରି ରହିଛି । ଯାଞ୍ଚବେଳେ ସରକାରୀ ବାସଭବନରୁ ୧ଲକ୍ଷ ୯୮ ହଜାର ଟଙ୍କା ସହ ବହୁ...

ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତେଜନା

ବାରିପଦା ଅଫିସ,୧୪ା୧୧- ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ସତ୍ୟସାଇ ଛକ ନିକଟ ଭଞ୍ଜେଶ୍ୱର ମହାଦେବ ମନ୍ଦିର ସମ୍ମୁଖରେ ରବିବାର ରାତିରେ ଦୁଇ ବାଇକ୍‌ ମୁହାଁମୁହିଁ ହେବା ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତ। ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା...

ଭୟଙ୍କର ଶବ୍ଦରେ କମ୍ପିଲା ୩ ବ୍ଲକ

ବଡ଼ସାହି,୧୪ା୧୧: ମୟୂରଭଞ୍ଜ ଜିଲା ବଡ଼ସାହି , ଖୁଣ୍ଟା ଓ ବେତନଟୀ ଅଞ୍ଚଳରେ ସୋମବାର ଅପରାହ୍ନ ୩ଟା ବେଳେ ଭୟଙ୍କର ଶବ୍ଦ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏହି ଶବ୍ଦ ଯୋଗୁ ଘରଗୁଡ଼ିକ ଥରି ଉଠିଥିଲା। ଲୋକେ ଆତଙ୍କିତ ଅବସ୍ଥାରେ...

ଚାକିରି କରାଇଦେବା ନାଁରେ ଠକେଇ: ଉଠାଇ ନେଇ ପରେ ଛାଡ଼ି ଦେଲା ପୋଲିସ

ସାରସକଣା,୧୪ା୧୧(ଡି.ଏନ.ଏ.): ବିଦ୍ୟୁତ୍‌ ବିଭାଗରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ନେଇ ପରେ ଛାଡ଼ିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ଝାରପୋଖରିଆ ଅଞ୍ଚଳର ଉକ୍ତ ବ୍ୟକ୍ତି ଜଣକ ଏକ...

ସ୍ତ୍ରୀଙ୍କୁ ଦେଇଆସୁଥିଲେ ନିର୍ଯାତନା: ୫ବର୍ଷ ଜେଲ

ବାରିପଦା ଅଫିସ,୧୪ା୧୧: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ମୁଖ୍ୟ ବିଚାର ବିଭାଗୀୟ କୋର୍ଟରେ ସୋମବାର ଏକ ମରଣାନ୍ତକ ଆକ୍ରମଣ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ବାସୁଦେବ ଆଚାର୍ଯ୍ୟ ଏହାର ବିଚାର କରି ସ୍ତ୍ରୀ ଆକ୍ରମଣକାରୀ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ...

ଛାତ୍ରଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଯାଉଛି

ମୋରଡ଼ା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରମାନଙ୍କୁ ଜଣେ ବ୍ୟକ୍ତି ନିଜ କାର୍ଯ୍ୟରେ ଲଗାଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ପରିସରରେ ଚାଷ କାର୍ଯ୍ୟ ଓ ଘର ପାଇଁ ପାଣି ଆଣିବା କାର୍ଯ୍ୟରେ...

୨ ବଖରା ସହ ପୋଡ଼ିଗଲେ ମା’

ଖୁଣ୍ଟା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ବଣକାଟୀ ଗ୍ରାମର ମଙ୍ଗଲ ହେମ୍ବ୍ରମଙ୍କ ଘରେ  ଅପରାହ୍ନରେ ନିଆଁ ଲାଗି ୨ବଖରା ପୋଡ଼ି ଯାଇଛି। ଏହି ଅଗ୍ନିକାଣ୍ଡରେ ମଙ୍ଗଲଙ୍କ ମା’ ଯବା(୬୫) ପୋଡ଼ିଯାଇ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ କର୍ମଚାରୀ...

ଗାଈ ସହ ପିକ୍‌ଅପ୍‌ ଭ୍ୟାନ ଲୁଟ୍‌ ଘଟଣା: ଧରାପଡ଼ିଲେ ଫେରାର ଅଭିଯୁକ୍ତ

ବୈଶିଙ୍ଗା,୧୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମାଠାରେ ମୂଲ୍ୟବାନ ଗାଈ ସହ ପିକ୍‌ଅପ୍‌ ଭ୍ୟାନ ଲୁଟ ଘଟଣାରେ ସମ୍ପୃୃକ୍ତ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ସେ ହେଲେ ଗୋବିନ୍ଦରାୟପୁର ଗ୍ରାମର ନୁର୍‌ ହୁସେନ...

୧୦୨ ମଣ୍ଡିରେ ଧାନ ବିକିବେ ୬୪, ୩୨୬ ଚାଷୀ

ବାରିପଦା ଅଫିସ,୧୧ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ୨୦ରୁ ଚାଷୀଙ୍କଠାରୁ ଖରିଫ ଧାନ କ୍ରୟ ଆରମ୍ଭ ହେବ। ଏଥି ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟିର...

ଜୀବନ ବଞ୍ଚାଇଛି ଝରଣା ପାଣି

ବାରିପଦା ଅଫିସ,୯।୧୧:  ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଭାଲକି ପଞ୍ଚାୟତର ଆମ୍ବଡାଳୀ ମହାଲୀ ସାହି ଓ ନୂଆସାହି ଗ୍ରାମବାସୀ ଜଳ କଷ୍ଟ ଭୋଗୁଛନ୍ତି ା ଦୀର୍ଘ ଦୁଇ କି.ମି. ଦୂର ବିଲ ଝରଣାରୁ ମହିଳାମାନେ ପାଣି ସଂଗ୍ରହ କରୁଛନ୍ତି। ପ୍ରତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri