ପଣସ ଖାଇବାକୁ ଆସି ଜଣଙ୍କ ଜୀବନ ନେଲା ହାତୀ
ବିଶୋଇ,୧୭ା୬(ଡି.ଏନ୍.ଏ.): ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ବନାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଦେଓପଟା ବିଟ ଅଧୀନ ଦେଓପଟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ମାଈ ହାତୀ ଉକ୍ତ ଗ୍ରାମକୁ ପଣସ ଖାଇବାକୁ ଆସିଥିବାବେଳେ ଗ୍ରାମର ଜଣେ ବ୍ୟକ୍ତିଙ୍କ…
‘ବିଦ୍ୟୁତ୍ ସଂଯୋଗ ନ ଦେଲେ ରାସ୍ତାରୁ ଉଠିବୁ ନାହିଁ’
ଉଦଳା,୧୭ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ସାଗର ସାହି ଗ୍ରାମର ୨୫ରୁ ଉର୍ଦ୍ଧ୍ୱ ପରିବାର ଶୁକ୍ରବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ କପ୍ତିପଦା ଗୋଲେଇ ଛକ ନିକଟରେ ଥିବା ଉଦଳା ବାଲେଶ୍ୱର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଦୀର୍ଘ ୩ ବର୍ଷ…
ଆଜିଠୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ
ବାରିପଦା ଅଫିସ,୧୬।୬: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୪ ମାସ ଯାଏ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଉତ୍ତର ଶିମିଳିପାଳର ଏସିଏଫ୍ ପ୍ରଦୀପ କୁମାର ଦେ…
ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରତିନିଧି
ବାରିପଦା ଅଫିସ,୧୨।୬ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଏକ ତିନିଜଣିଆ ପ୍ରତିନିଧି ଦଳ ଶନିବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସି ମିଶନ ଜୀବିକା ଓ ମିଶନ ସୁବିଦ୍ୟା ଯୋଜାନର ସମୀକ୍ଷା କରିଛନ୍ତି। ଏଥିରେ ଆଦିବାସୀ ମନ୍ତ୍ରଣାଳୟର ଉପସଚିବ ମନୋଜ କୁମାର…
ଜାତୀୟ ରାଜପଥରେ ଗୃହପାଳିତ ପ୍ରାଣୀଙ୍କ ଅବାଧ ବିଚରଣ
ବାରିପଦା ଅଫିସ, ୧୨।୬ ସଡ଼କ ଦୁର୍ଘଟଣାକୁ ଏଡାଇବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥାର ଅବହେଳା ଓ ବିଳମ୍ବ କାରଣରୁ ପ୍ରତିଦିନ ଦୁର୍ଘଟଣାରେ ଜୀବନହାନି ଘଟୁଛି। ଜାତୀୟ…
ପରିଚୟ ହରାଉଛି ରାଜାବନ୍ଧ
ମୋରଡା,୧୧।୬(ଡି.ଏନ.ଏ) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ଚିତ୍ରଡ଼ା-ଅମର୍ଦା ରାଜ୍ୟ ରାଜପଥ କଡ଼ରେ ଥିବା ରାଜା ରାଜୁଡ଼ା ଅମଳର ରାଜା ବନ୍ଧ ପ୍ରଶାସନିକ ଅବହେଳା ଯୋଗୁ ପରିଚୟ ହରାଇବାକୁ ବସିଛି। ୧୨୫ ଏକରରୁ ଊର୍ଦ୍ଧ୍ୱ ପରିସୀମା ବିଶିଷ୍ଟ ଏହି…
ଶିମିଳିପାଳରୁ ହରିଣ ମାଂସ ଜବତ, ୪ ଗିରଫ
ବାରିପଦା ଅଫିସ,୧୦।୬: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ବନ କର୍ମଚାରୀ ୪ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାସୁଦେବ ନାୟକ, ଚକ୍ରଧର ଗାଗରାଇ, ସୁଦର୍ଶନ ନାୟକ ଏବଂ କେରସେ…
୧୬ରୁ ବନ୍ଦ ରହିବ ଶିମିଳିପାଳ
ବାରିପଦା ଅଫିସ,୧୦।୬: ଆସନ୍ତା ୧୬ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷା ଋତୁ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଖରାପ ହୋଇଯାଏ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା…
ବାଘ ଗଣନା ସାରି ଫେରିବା ବେଳେ ଫରେଷ୍ଟରଙ୍କୁ କଚାଡ଼ିଲା ହାତୀ
ବାରିପଦା ଅଫିସ,୧୦ା୬: ବାଘ ଗଣନା ସାରି ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଛନ୍ତି ଫରେଷ୍ଟର ତରୁଣ କୁମାର ଦାସ। ଏଭଳି ଘଟିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜ ଅଞ୍ଚଳରେ। ଗତ ୬ ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା…
ଜଳିଗଲା ଦଶ ଚକିଆ ହାଇଓ୍ବା
କୁଳିଅଣା,୯।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ଗୁରୁବାର ପୂର୍ବାହ୍ନରେ ଦରଖୋଳି ଛକ ନିକଟରେ ଏକ ଦଶ ଚକିଆ ହାଇୱାରେ କୌଣସି କାରଣରୁ ନିଆଁ ଲାଗିଯାଇଛି। ଫଳରେ ଗାଡିର ସାମ୍ନାପଟ ଅଧାରୁ ଅଧିକ ଜଳିଯାଇଛି। (ଓଡି…
ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ସାରସକଣା,୮ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ସିଣ୍ଡିକେଟ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଲୁଟ୍ ଉଦ୍ଦେଶ୍ୟରେ ଏଟିଏମ୍ ଗ୍ୟାସ କଟର ସାହାଯ୍ୟରେ କାଟି ଟଙ୍କା ବାହାର କରିନେଇଛନ୍ତି। ଘଟଣାସ୍ଥଳରେ ଜିଲା ଆରକ୍ଷୀ ଅଧୀକ୍ଷକ…
ପାଣି ପାଇଁ ରାସ୍ତାରୋକୋ
ଉଦଳା,୮।୬ (ଡି.ଏନ.ଏ.) ପାନୀୟ ଜଳ ପାଇଁ ହୀନସ୍ତା ଭୋଗୁଥିବା ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ବଡ଼ଖମଣ ପଞ୍ଚାୟତ ଅଧୀନ ଅନନ୍ତପୁର ଗ୍ରାମବାସୀ ରାସ୍ତାରୋକୋ କରିଛନ୍ତି। ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କେହି…
Archives


