ମାଲକାନଗିରି

ମାଲକାନଗିରିରେ ଅନେକ କୋଲ୍‌କାତା ଫେରନ୍ତା: ବିଭିନ୍ନ ସ୍ଥାନରେ ଚଢ଼ାଉ

ମାଲକାନଗିରି,୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ କୋଲ୍‌କାତା ଫେରନ୍ତାଙ୍କୁ ନେଇ ଏବେ ଜିଲାବାସୀଙ୍କୁ ଭୟ ଘାରିଛି। ସେଠାରୁ ଆସିଥିବା ଅନେକ ଲୋକ ଏବେ ମାଲକାନଗିରିରେ ଲୁଚି ରହିଥିବା ଜିଲା ପ୍ରଶାସନ ଖବର ପାଇଛି। ୪୨...

ଲକ୍‌ଡାଉନରେ ନିଶାଦ୍ରବ୍ୟ ବିକ୍ରି: ସିଲ୍‌ ହେଲା ଦୋକାନ

ମାଲକାନଗିର,୧ା୫(ଡି.ଏନ୍‌.ଏ):ଲକ୍‌ଡାଉନ ସମୟରେ ପାନ, ତମାଖୁ ଓ ମଦ ବିକ୍ରି ବନ୍ଦ ରହିଛି। ସେହିପରି ଗୁଟ୍‌ଖା ପ୍ରସ୍ତୁତି ଓ ବିକ୍ରିକୁ ସରକାର ପୂର୍ବରୁ ନିଷେଧ ଘୋଷଣା କରିଛନ୍ତି। ତଥାପି ନିୟମ ଉଲ୍ଲଂଘନ କରୁଛନ୍ତି ବ୍ୟବସାୟୀ। କଟକଣା ବଳବତ୍ତର ରହିଥିଲେ ମଧ୍ୟ ଶୁକ୍ରବାର...

ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା ଦେଲେ ୨ ଏସ୍‌ଏଚ୍‌ଜି

ମାଲକାନଗିରି,୧ା୫(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ର ‘ଜନନୀ’ ଓ ‘ସାଇବାବା’ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୬ ହଜାର ସହାୟତା ଦେଇଛନ୍ତି। ମଣ୍ଡଳ ପରିଦର୍ଶିକା ଶାନ୍ତି କରସୁଧା ପଟ୍ଟନାୟକ ଓ ଅଙ୍ଗନଓ୍ବାଡ଼ି କର୍ମୀ ସୁନାମଣୀ କାଡାଙ୍କ...

ରନ୍ଧନ ଗ୍ୟାସ୍‌ ଗୋଦାମ୍‌ରେ ସିଲିଣ୍ଡର ଲିକ୍‌

ପଡ଼ିଆ,୩୦ା୪: ଗ୍ୟାସ୍‌ ସିଲିଣ୍ଡର୍‌ ଲିକ୍‌ ଯୋଗୁ ମାଲକାନଗିରି ଜିଲା ପଡ଼ିଆସ୍ଥିତ ଇଣ୍ଡେନ୍‌ ଗ୍ୟାସ୍‌ ବିତରଣ କେନ୍ଦ୍ରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣାରୁ ପ୍ରକାଶ ଯେ, ପୂର୍ବାହ୍ନରେ ଗ୍ରାହକ ମାନଙ୍କୁ ଗ୍ୟାସ୍‌ ବଣ୍ଟନ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍‌ ଗୋଦାମ୍‌ରେ...

ମାନିଲେନି କଟକଣା: ମାଲକାନଗିରି ଜିଲାରେ ପଶିଲେ ବାଲେଶ୍ୱର ଯୁବକ

କୋରୁକୋଣ୍ଡା,୩୦ା୪(ଡି.ଏନ.ଏ.)- ସାରା ଦେଶରେ ଲକ୍‌ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ାକଡ଼ି କରି ଯାଞ୍ଚ କରାଯାଉଛି। ତଥାପି ଲେକେ ବିନା ପାସ୍‌ରେ ଗୋଟିଏ ଜିଲାରୁ ଅନ୍ୟ ଜିଲାରେ ପ୍ରବେଶ କରୁଛନ୍ତି। ବୁଧବାର...

ରାଶନ ନେବା ସମୟରେ ରହୁନି ସାମାଜିକ ଦୂରତା

କୋରୁକୋଣ୍ଡା,୩୦ା୪(ଡି.ଏନ.ଏ): କରୋନାକୁ ଏବେ ସାରା ବିଶ୍ୱ ଚିନ୍ତିତ ରହିଛି। ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ନିୟମ ଜାରି ରହିଛି। ସେଥିରୁ ସାମାଜିକ ଦୂରତର ରକ୍ଷା କରିବା ଅନ୍ୟତମ। ମାଲକାନଗିରି ଜିଲା କୋରୁକୋଣ୍ଡା ଓ ବାଲିମେଳା ସହରାଞ୍ଚଳରେ ଲୋକେ ସାମାଜିକ...

କୋରୁକୋଣ୍ଡାରେ ସରକାରୀ ନିୟମକୁ ଫୁ’: ଛାତ୍ରୀଛାତ୍ର ନିଜେ ବୋହିଲେ ବହିପତ୍ର, ସିଆର୍‌ସିସି କହିଲେ ‘ଆମେ କ’ଣ ଶ୍ରମିକ’

କୋରୁକୋଣ୍ଡା,୨୪।୪(ଡି.ଏନ.ଏ): ସାରା ବିଶ୍ୱରେ କରୋନାର ଭୟାବହତା ଦିନକୁ ଦିନ ବଢିବା ଦେଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଏହି ଛୁଟିରେ ପିଲାମାନଙ୍କୁ ଘରେ ରହି...

ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି, ୨୩ା୪(ଡି.ଏନ୍‌.ଏ): ମାଲକାନଗିିରି ଜିଲାରେ ପୁଣି ଲାଲ୍‌ବାହିନୀ ସକ୍ରିୟ ହୋଇଛି। ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର ନିକଟସ୍ଥ ଦଲଦଲିଠାରେ ମାଓବାଦୀମାନେ ଏକତ୍ରିତ ହୋଇ ଅଘଟଣା ଘଟାଇବା ନେଇ ଯୋଜନା କରୁଥିବା ଖବର ପାଇ ଗତ ୨ ଦିନ...

କୋହଳ ହେଲା କିଛି କଟକଣା

ମାଲକାନଗିରି,୨୦ା୪(ଡି.ଏନ୍‌.ଏ.): କୋରେନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ ଘୋଷଣା କରିଥିବା ବେଳେ ମାଲକାନଗିରି ଜିଲାରେ ସୋମବାରଠାରୁ କିଛି ମାତ୍ରାରେ କଟକଣା କୋହଳ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୪୮ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା।...

ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳ ବିଶୋଧନ

ମାଲକାନଗିରି,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମାର ବିଭିନ୍ନ ସ୍ଥାନକୁ ଶନିବାର ବିଶୋଧନ କରାଯାଇଛି। ସାରା ରାଜ୍ୟରେ କରୋନା ଭୂତାଣୁର ପ୍ରତିରୋଧ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳ...

ଲକ୍‌ଡାଉନ୍‌: ଜୀବିକା ହରାଇଛନ୍ତି ଶତାଧିକ ମହୁଲଫୁଲ ସଂଗ୍ରହକାରୀ

କୋରୁକୋଣ୍ଡା,୯ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ଫଳରେ ସରକାରଙ୍କ ପକ୍ଷରୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ରାଜ୍ୟବାସୀଙ୍କ ଜୀବନଜୀବିକା ଉପରେ ପଡ଼ିଛି। ବିଶେଷକରି ଲକ୍‌ଡାଉନ୍‌ ହେତୁ ମାଲକାନିଗରି ଜିଲାର ମହୁଲ ଫୁଲ...

କୋଭିଡ୍‌-୧୯ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଫେରାର

କୋରୁକୋଣ୍ଡା,୯ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କୋଭିଡ୍‌-୧୯ ଜରୁରୀ ସେବାରେ ନିଯୋଜିତ ଗାଡ଼ିଟି ଗୁରୁବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବର ଓଡି ୦୨ ଜେ ୯୩୭୭ ହୋଇଥିବା ବେଳେ ଏହାକୁ ପୂର୍ଣ୍ଣଧାର ମୁଦୁଲି ନାମକ ଜଣେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri