ମାଲକାନଗିରି

ମାଲକାନଗିରିରୁ ଇସ୍ରୋ ବୈଜ୍ଞାନିକ

ମାଲକାନଗିରି,୨୭ା୮(ନୃସିଂହ ଚରଣ ମହାନ୍ତି)-ମାଲକାନଗିରି ଜିଲା ପୋଟେରୁର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲ୍‌ଦାର କେରଳ ଥିରୁଭାନନ୍ତପୁରମ୍‌ ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର ମେକାନିଜମ୍‌ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଚନ୍ଦ୍ରୟାନ- ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।…

ଗୋହତ୍ୟା କରି ବନ୍ଧା ହେଲେ ୪ ଅଭିଯୁକ୍ତ

କୋରୁକୋଣ୍ଡା ୨୫।୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ କୋଇଲିପରି ନିକଟ ଜଙ୍ଗଲରେ କେତେକ ବ୍ୟକ୍ତି ଗାଈଙ୍କୁ ହତ୍ୟା କରି ମାଂସ କାଟୁ ଥିବା ସ୍ଥାନୀୟ ଲୋକେ ଦେଖି ଥାନାକୁ ଜଣାଇଥିଲେ। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ଏସ୍‌ଆଇ…

ସରକାରୀ ଜମିରେ ନିର୍ମାଣ ହେଉଛି ଆବାସ

କୋରୁକୋଣ୍ଡା ୨୪ା୮(ଅବିନାଶ ବେହେରା): ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି  ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କିନ୍ତୁ କେତେକ ସ୍ଥାନରେ  ନିୟମ ଉଲ୍ଲଂଘନ କରାଯାଉଥିବା ନଜିର ରହିଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର…

ଏବେ ବି ରହିଛି ବ୍ରିଟିଶ୍‌ ସମୟର ସିମିଳି ଗଛ ଫାଶୀଖୁଣ୍ଟ

ଏମ୍‌ଭି-୭୯, ୨୧ା୮ (ଭିକି ବାରିକ):ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନନ୍ତପାଲ୍ଲୀ ଗ୍ରାମକୁ ପୂର୍ବରୁ ଦଣ୍ଡକାରଣ୍ୟ ଅଞ୍ଚଳ କୁହାଯାଉଥିଲା l ଏହି ଗଁାରେ ହନ୍ତାଳ, ମାଦିରି, ୱାଡେଙ୍ଗୀ ଓ ବେଟି ପରିବାର ବାସ କରୁଥିଲେ। ପରବର୍ତ୍ତୀ ସମୟରେ ସମୟାନୁକ୍ରମେ ବିଭିନ୍ନ ଅଞ୍ଚଳର ଲୋକମାନେ…

ଦୁର୍ଦ୍ଦାନ୍ତ ମାଓବାଦୀ ରାଜା ରେଡ୍ଡିଙ୍କ ମୃତ୍ୟୁ

ମାଲକାନଗିରି,୧୯।୮(ନୃସିଂହ ଚରଣ ମହାନ୍ତି)-ସୀମାନ୍ତ ଓଡ଼ଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ଭୟ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ରାଜା ରେଡ୍ଡିଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଛତିଶଗଡ଼ର ବସ୍ତର ଜଙ୍ଗଲରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ଏକ ଭିଡିଓରୁ ରାଜାଙ୍କ ପରି…

ବ୍ରାଉନସୁଗାର ସହ ଦୁଇଟି କାର୍‌, ଦେଢ଼ ଲକ୍ଷ ଟଙ୍କା ଜବତ, ୫ ଗିରଫ

ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ପୋଲିସ ପକ୍ଷରୁ ବେଆଇନ ଗଞ୍ଜେଇ କାରବାର ଉପରେ ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ଗଞ୍ଜେଇ ସହ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ଏ ସମ୍ବନ୍ଧରେ ଏ.ଏସ୍‌.ପି. ରାହୁଲ ଗୋୟଲ ସୂଚନା…

ନାବାଳକଙ୍କ ସହ ଧରାପଡ଼ିଲେ ୪ ମାଓବାଦୀ 

ମାଲକାନଗିର,୧୭ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତଓ୍ବୋଡା ଜିଲା ପୋଲିସ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ମାଓବାଦୀମାନେ ହେଲେ ବିଜାପୁର ଗ୍ରାମର ସୁବାସ କୁମାର କଡତି, ମନୋଜ…

ଦିବ୍ୟାଙ୍ଗ ଯୁବକଙ୍କୁ ଭତ୍ତା ଲୋଭ ଦେଖାଇ ଅସ୍ତ୍ରୋପଚାର

ମାଥିଲି, ୧୨ା୮(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତର ଆମ୍ବାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅବିବାହିତ ଯୁବକଙ୍କୁ କାଗଜପତ୍ରରେ ବିବାହିତ ଦର୍ଶାଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଛି। ଏହା ଜଣାପଡ଼ିବା ପରେ…

ଓଏଚ୍‌ପିସି କଲୋନିରେ ବିପର୍ଯ୍ୟସ୍ତ ପରିମଳ

ବାଲିମେଳା,୧୧ା୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳାରେ ଥିବା ଓଏଚ୍‌ପିସି ସରକାରୀ କ୍ୱାର୍ଟର୍ସ ଜଳବିଦ୍ୟୁତ୍‌ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି। ଏହି କ୍ୱାର୍ଟର୍ସ ପରିସର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଡ୍ରେନ୍‌ଗୁଡିକରେ ଅଳିଆ ଆବର୍ଜନା…

ସୀମାନ୍ତରୁ ଦୁଇ ଆଇଇଡି ବୋମା ଜବତ

ମାଲକାନଗିରି,୬ା୮(ଦୁର୍ଯୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଯବାନମାନେ ରବିବାର ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି। ବିଜାପୁର ଜିଲା ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ ପାଇଁ କୋବ୍ରା ଯବାନଙ୍କ ପକ୍ଷରୁ…

ସକ୍ରିୟ ହେଉଛି ମାଓବାଦୀ ସଙ୍ଗଠନ, ସୀମାନ୍ତରେ ଲାଲ ବାହିନୀ ମେଳି

ମାଲକାନଗିରି, ୬ା୮(ଦୁର୍ଯ୍ୟୋଧନ ପାତ୍ର)କିଛିଦିନ ଧରି ଦୁର୍ବଳ ହୋଇଥିବା ମାଓବାଦୀ ସଙ୍ଗଠନ ପୁଣି ସକ୍ରିୟ ହେବାରେ ଲାଗିଛି। ହଜାର ହଜାର ଆଦିବାସୀଙ୍କୁ ଏକତ୍ରିତକରି ନିଜର ଅସ୍ତିତ୍ୱ ଜାହିର କରିଛି ଲାଲବାହିନୀା ମାଓବାଦୀ ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନକରି ସଙ୍ଗଠନ ପ୍ରତି…

ମୌଳିକ ସୁବିଧାରୁ ବଞ୍ଚିତ ନୂଆଗାଁ

ବାଲିମେଳା,୩ା୮(ଶିବଦତ୍ତ ସାହୁ): ବିକାଶର ଶବ୍ଦ ବୁଝାଇବା ପାଇଁ ସେମାନଙ୍କର ପଖରେ କେହି ନାହାନ୍ତି। ହେଲେ ସେଠାକାର ଲୋକେ ବୁଝନ୍ତି କେବଳ ସମସ୍ୟାର ଭାଷା। ଅଞ୍ଚଳର ବିକାଶ ନେଇ ଗ୍ରାମବାସୀ ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଆଗରେ ବହୁବାର ନେହୁରା ହୋଇଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri