ବାପ ମା’ ଛେଉଣ୍ଡ ଛାତ୍ରଙ୍କୁ ଗ୍ରହଣ ସହ ଶିକ୍ଷା ପାଇଁ ପ୍ରତିଶ୍ରୁତି
ମାଲକାନଗିରି, ୨୭।୯(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ରୋଟାରି କ୍ଲବ ତରଫରୁ ମଙ୍ଗଳବାର ଏକ ବାପ ମା ଚେଉଣ୍ଡ ଛାତ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ସମସ୍ତ ଦାୟିତ୍ୱ ନେବା ସହ ଭୁବନେଶ୍ୱର ସ୍ଥିତ କିସ୍ରେ ପାଠ ପଢାଇବା ପାଇଁ…
ଆସନ୍ତା ୨ରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ମାଲକାନଗିରି,୨୬ା୯(ଦୁର୍ଯ୍ୟୋଧନ ପାତ୍ର)l: ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନରେ ମାଲକାନଗିରି ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୋମବାର ଭୁବନେଶ୍ୱରରୁ ମାଲକାନଗିରି ଜିଲାକୁ ପ୍ରଥମେ ଲକ୍ଷ୍ମୀ ଯୋଜନାରେ ବସ୍ ଯାଇ ପହଞ୍ଚିଛି। ମାଲକାନଗିରି ଜିଲାରେ ମୋଟ ୩୬ଟି ବସ୍ ଏହି…
ସରକାରୀ ସହାୟତା, ଶିକ୍ଷା ବ୍ୟବସ୍ଥା ନୀତିନିୟମ ଜଣାଉଛି କାର୍ଯ୍ୟକ୍ରମ
ଚିତ୍ରକୋଣ୍ଡା, ୨୪।୯(୨୩ା୯): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ା ପଞ୍ଚାୟତର ବଡ଼ପଡ଼ା ସରକାରୀ ଆଦିବାସୀ ହରିଜନ ଉନ୍ନୟନ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ବାଇଁଙ୍କ ତତ୍ୱାବଧାନରେ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୪।୯ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍ମା ଜିଲା ପୋଲିସ ନିକଟରେ ଶନିବାର ୨ଜଣ ଜନମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ତାତି ଜଗା ଓ ଦୁଧି ମୁକା। ଏହି ୨ଜଣ କିସ୍ତାରାମ ଥାନା ଅଞ୍ଚଳ ନିବାସୀ…
ଦୁଇ ମହିଳା ମାଓବାଦୀ ନିହତ
ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତେଓ୍ବାଡା ଜିଲା ଅରନପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସୂଚନାନୁଯାୟୀ, ଦର୍ଭା ଡିଭିଜନର ମାଓବାଦୀମାନେ ଜଙ୍ଗଲରେ ଉପସ୍ଥିତ ଥିବା ସୂଚନା…
ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ମାଓବାଦୀ ନିହତ
ମାଲକାନଗିରି,୨୦।୯(ଦୁର୍ଯ୍ୟଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତଓ୍ବୋଡା ଜିଲା ଅରନପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଦର୍ଭା ଡିଭିଜନର ମାଓବାଦୀମାନେ ଜଙ୍ଗଲରେ ଉପସ୍ଥିତ…
ସୀମାନ୍ତରେ ଆଇଡି ବିସ୍ଫୋରଣ, ଜଣେ ଯବାନ ଆହତ
ମାଲକାନଗିରି,୨୦।୯(ଦୁର୍ଯ୍ୟଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବେଡା ଜିଲା ଅରନପୁର ଥାନା ଅଞ୍ଚଳରେ ଯବାନମାନେ ଶର୍ଚ୍ଚ ଅପରେଶନ କରୁଥିବା ସମୟରେ ଆଇଡି ବିସ୍ଫୋରଣ ହୋଇ ଜଣେ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ ଅରନପୁର ଥାନା ଅଞ୍ଚଳରେ ୨୩୧ ବଟାଲିୟନ…
ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଧରିଲା ପୋଲିସ
ଚିତ୍ରକୋଣ୍ଡା,୧୭।୯: ଫିଲ୍ମ ଷ୍ଟାଇଲରେ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ। ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଆନ୍ଧ୍ର-ଓଡ଼ିଶା ସୀମାରେ ଓଡ଼ିଶା ପୋଲିସ ପାଟ୍ରୋଲିଂ କରୁଥିଲା। ସେତିକିବେଳେ ଏକ ପିକ୍ଅପ୍…
ପିଇଓଙ୍କ କ୍ୱାର୍ଟର୍ସ ପାଲଟିଛି କ୍ୱାକ୍ଙ୍କ ଅସ୍ଥାୟୀ କ୍ଲିନିକ୍
ଏମ୍ଭି ୭୯, ୧୭ା୯(ଭିକି ବାରିକ)ମାଲକାନଗିରି ଜିଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଣ୍ଡବାଈ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଗୃହରେ ଜଣେ କ୍ବାକ୍ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ଦେଖିବାକୁ ମିଳିଛି। ଏହି କୋଠା ବାହାରେ ଲଗାଯାଇଥିବା…
ମାଝୀଗୁଡା ଗ୍ରାନାଇଟ ଖଣିକୁ ବିରୋଧ
ମାଲକାନଗିରି,୧୬ା୯(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୨୧ରୁ ମାଓବାଦୀ ସଙ୍ଗଠନ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ। ଏନେଇ ଆନ୍ଧ୍ର ଓଡିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ସମ୍ପାଦକ ଗଣେଶ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସେ ମାଓବାଦୀ ସଙ୍ଗଠନର ୧୯ତମ ପ୍ରତିଷ୍ଠା ଦିବସ…
ଜଣେ ମାଓବାଦୀ ଗିରଫ, ୬ ଜଣଙ୍କ ଆତ୍ମସମର୍ପଣ
ମାଲକାନଗିରି,୧୪ା୯(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲା କୋଣ୍ଟା ଅଞ୍ଚଳରେ ପୋଲିସ ଓ ସିଆର୍ପିଏଫ୍ର ୨୧୯ ବାଟାଲିୟନର ଯବାନ କୋମ୍ବିଂ ଅପରେଶନ କରୁଥିବାବେଳେ ମାଡକମ ବୁଦରା ନାମକ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ୧୦ଟି ଜିଲୋଟିନ ଷ୍ଟିକ୍,…
ଛେଳି ଚୋରି କରି ୩ ଗିରଫ
ଚିତ୍ରକୋଣ୍ଡା,୯ା୯(କ୍ଷୀରୋଦ ବେହେରା): ଛେଳି ଚୋରି କରି ତିନି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତିନି ଜଣ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଆର୍ଏସ୍ସି-୩ ନମ୍ବର ଗ୍ରାମର ସୁକୁ ଜାନିଙ୍କର ଛେଳି…
Archives


