ମାଲକାନଗିରି ବିମାନବନ୍ଦର କାର୍ଯ୍ୟ ଆରମ୍ଭ
ମାଲକାନଗିରି,୩୦।୧୦:(ଡି.ଏନ୍.ଏ): ମାଲକାନଗିରି ଜିଲାରେ ଅନେକ ବର୍ଷ ପରେ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ବର୍ତ୍ତମାନ ୩୭ ଲକ୍ଷ ୪୪ ହଜାର ୩୦୭ ଟଙ୍କା ବ୍ୟୟରେ ବିମାନବନ୍ଦର…
ଛାତ୍ରୀବାସରେ ଦୀପାବଳି ପାଳନ କରି ମଧ୍ୟାହ୍ନଭୋଜନ ଖାଇଲେ ଜିଲାପାଳ
ମାଲକାନଗିରି,୨୮।୧୦(ଡି.ଏନ୍.ଏ.): ଦୀପାବଳିରେ ରାଜ୍ୟର ବିଭିନ୍ନ ଅନାଥାଶ୍ରମ, ଛାତ୍ରାବାସରେ ମନ୍ତ୍ରୀ, ଜିଲାପାଳମାନେ ଦୀପାବଳି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରଓ୍ବାଲ ସଦର ମହକୁମା ସପ୍ତଧାରା ଛାତ୍ରୀ ନିବାସରେ ଦୀପାବଳି ପାଳନ କରିଥିଲେ। ଜିଲା…
ବାଲିମେଳା ଡ୍ୟାମ୍ର ୨ ଗେଟ୍ ଖୋଲିଲା
ଚିତ୍ରକୋଣ୍ଡା,୨୭ା୧୦(ଡି.ଏନ୍.ଏ.): ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ୍ରେ ଜଳସ୍ତର ୧୫୧୬ ଫୁଟ ରହିବା ପରେ ରବିବାର ସକାଳ ୮ଟା ୪୦ରେ ସ୍ଲୁଇସ୍ ଗେଟ୍କୁ ଛାଡ଼ି ୨ଟି ଗେଟ୍ ଖୋଲାଯାଇଛି। ଏଥିରେ ବର୍ତ୍ତମାନ ପ୍ରତି ସେକେଣ୍ଡ ପିଛା ୮୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଗତ ଏକ…
ମଧ୍ୟାହ୍ନଭୋଜନ ଚାଉଳ
ମାଲକାନଗିରି ଜିଲାରେ ଅନେକ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡୁଛନ୍ତି। ଅଧିକାଂଶ ଛାତ୍ରୀଛାତ୍ର ସ୍କୁଲକୁ ଆସୁନାହାନ୍ତି । ଏହି ଛାତ୍ରୀଛାତ୍ରଙ୍କ ପାଇଁ ସରକାର ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଥିଲେ ମଧ୍ୟ ସେ ବାବଦ ଚାଉଳ ହରିଲୁଟ ହେଉଛି। ଚାଉଳ ଯୋଗାଣ ଲାଗି ସରକାର ୫୦…
ମାଲକାନଗିରି ସୀମାନ୍ତରେ ମାଓବାଦୀ ହିଂସା: ଯୁବକଙ୍କୁ ୩ ରାଉଣ୍ଡ ଗୁଳି
ମାଲକାନଗିରି,୨୩।୧୦(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି । ବିଚ୍ଛିନ୍ନାଞ୍ଚଳ ନିକଟ ଆନ୍ଧ୍ରପ୍ରଦେଶ ବିଶାଖା ଜିଲାର ଗୁଡ଼େମ ଥାନା ଅନ୍ତର୍ଗତ କୁମକୁମପୋଡ଼ି ଗ୍ରାମର ଲମ୍ବାୟା ପିଲାଲୁ ନାମକ ଜଣେ ଯୁବକଙ୍କୁ ମାଓବାଦୀମାନେ ୩ ରାଉଣ୍ଡ ଗୁଳି କରି…
ବଞ୍ଚିବା ପାଇଁ ସଂଘର୍ଷ : ପେଟ ଲାଗି ୮୦ ବର୍ଷର ବୃଦ୍ଧ ସଂଗ୍ରହ କରୁଛନ୍ତି ବର୍ଜ୍ୟବସ୍ତୁ
ମାଲକାନଗିରି,୨୩।୧୦(ଡି.ଏନ୍.ଏ.): ପରିଣତ ବୟସରେ ମାତାପିତା ଭଲରେ ଗଣ୍ଡେ ଖାଇବା, ରହିବା ପାଇଁ ପରିବାରରେ ପୁଅ ବୋହୂ, ନାତି ନାତୁଣୀଙ୍କ ହାତକୁ ଚାହିଁଥାନ୍ତି। କିନ୍ତୁ ଜଣେ ୮୦ ବର୍ଷର ବୃଦ୍ଧ ନିଜେ ବଞ୍ଚିବା ପାଇଁ କିପରି ସଂଘର୍ଷ କରି ପରିବାରର ଭରଣପୋଷଣ କରୁଛନ୍ତି…
ମାଲକାନଗିରିରେ ୪ ପୋଲ, ମୋଟୁ ଆପ୍ରୋଚ ରାସ୍ତା ନିର୍ମାଣ: ଗଡ଼କରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ଏମ୍ପି
ମାଲକାନଗିରି, ୨୨।୧୦(ଡି.ଏନ୍.ଏ.)- ନବରଙ୍ଗପୁର ଏମ୍ପି ରମେଶ ଚନ୍ଦ୍ର ମାଝି ମାଲକାନଗିରି ଜିଲାର ମାଲକାନଗିରି-କାଲିମେଳା ଜାତୀୟ ରାଜପଥରେ ୪ ଟି ଉଚ୍ଚ ସମ୍ପନ୍ନ ପୋଲ ଓ ମୋଟୁସ୍ଥିତ ସିଲେରୁ ନଦୀରେ ନିର୍ମିତ ପୋଲିକୁ ସଂଯୋଗ ପାଇଁ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର…
ମାଲକାନଗିରି ଜିଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ : ଓଡ଼ିଶାର ଲୋକଙ୍କୁ କଥା ହେବାକୁ ଯିବାକୁ ପଡ଼ୁଛି ଆନ୍ଧ୍ର
ମାଲକାନଗିରି,୨୦।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ବିଏସଏନଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଜିଲା ସଦର ମହକୁମାରେ ଗତ ୨୦ ଦିନ ଧରି ୩ଜି ସେବା ନ ଥିବାରୁ ବାରମ୍ବାର କଲ ଡ୍ରପ ହେବା ସହ କିଛି ଶୁଣାଯାଉନାହିଁ ା ନେଟ ସେବା…
ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଚିକିତ୍ସା ଦାୟିତ୍ୱ ନେଲା ପ୍ରଶାସନ
ମାଲକାନଗିରି,୧୯।୧୦(ଡି.ଏନ୍.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ଗ୍ରାମର ଜଣେ ଗରିବ ଆଦିବାସୀ ଝିଅ ଚମ୍ପା କାଲାକୁରା ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ପତ୍ର ଲେଖିବା ପରେ ଜିଲା ପ୍ରଶାସନ ତାଙ୍କର ଚିକିତ୍ସା ଦାୟିତ୍ୱ ନେଇଛି।…
ବାର୍ଷିକ ପରୀକ୍ଷାକୁ ଆଉ ୪ମାସ ବାକି: ଏଯାଏ ପୁସ୍ତକ ଯୋଗାଇ ପାରିଲେନି ସରକାର
ମାଲକାନଗିରି,୧୯।୧୦ (ଡି.ଏନ୍.ଏ.)- ଚଳିତବର୍ଷ ମାଲକାନଗିରି ଜିଲାର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ନୈରାଶ୍ୟଜନକ ଥିବାରୁ ସରକାର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ବାର୍ଷିକ ଇନକ୍ରିମେଣ୍ଟ ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍…
ବ୍ୟବସାୟୀଙ୍କ ଯୋଗୁ ବନ୍ଦ ହୋଇପାରୁନି ପଲିଥିନ୍
ମାଲକାନଗିରି,୧୯।୧୦ (ଡି.ଏନ୍.ଏ.)- ଅକ୍ଟୋବର ୨ରୁ ସାରା ରାଜ୍ୟରେ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର କରାଯାଇଛି। ମାଲକାନଗିରି ପୌର ପରିଷଦ, ଜିଲା ପ୍ରଶାସନ, ବନବିଭାଗ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲିଥିନ୍ ବର୍ଜନ ନେଇ ସହରରେ…
ଅଧ୍ୟାପକ ପଦବୀ ପୂରଣ ଦାବିରେ ଧାରଣା : ପ୍ରତିଶ୍ରୁତି ପରେ ଓହରିଲେ ଛାତ୍ରୀଛାତ୍ର
କୋରୁକୋଣ୍ଡା,୧୭।୧୦: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଗୁରୁବାର ଧାରଣାରେ ବସିଥିଲେ। କଲେଜରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ହେତୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏନେଇ ବାରମ୍ବାର ମହାବିଦ୍ୟାଳୟ ଅଧ୍ୟକ୍ଷ ଏମ୍ ବୈରାଗୀ ସୁବୁଦ୍ଧିଙ୍କ ଦୃଷ୍ଟି…
Archives


