ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଗଣବଳାତ୍କାର, ହତ୍ୟା ମାମଲା: ଏସ୍ପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ
ଭୁବନେଶ୍ୱର, ୧୨।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ରାଜ୍ୟ ମହିଳା କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ମାଲକାନଗିରି ଏସ୍ପିଙ୍କୁ ରାଜ୍ୟ ମହିଳା…
ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତ ବସ୍ ସେବାରୁ ବଞ୍ଚିତ
ଚିତ୍ରକୋଣ୍ଡା,୧୧।୬(ଡି.ଏନ୍.ଏ): କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍ଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ମାସ ୨୩ଠାରୁ ସମସ୍ତ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଫଳରେ ଲୋକଙ୍କା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗତ କିଛି ଦିନ…
ମାଲକାନଗିରି ଜିଲାକୁ ପୁଣି ଛୁଇଁଲା କରୋନା
କୋରୁକୋଣ୍ଡା, ୯।୬(ଡି.ଏନ.ଏ): ମାଲକାନଗିରି ଜିଲାକୁ ପୁଣି ଛୁଇଁଲା କରୋନା। ଗତ ସୋମବାର ଜିଲା ପ୍ରଶାସନ ସମଗ୍ର ଜିଲାକୁ କରୋନା ମୁକ୍ତ ବୋଲି ଘୋଷଣା କରିଥିବାବେଳେ ମଙ୍ଗଳବାର ପୁଣିଥରେ ଜିଲାରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସରକାର ଏବଂ…
ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ଅଚଳ, ରୋଗୀ ହଇରାଣ
ମାଲକାନଗିରି,୮ା୬ (ଡି.ଏନ୍.ଏ.)-ମାଲକାନଗିରି ଜିଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ୍ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ୭ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟି ଥିବା ବେଳେ ସେଥିରୁ ପୂର୍ବରୁ ୩ଟି ଲିଫ୍ଟ…
ମାଲକାନଗିରି, ନବରଙ୍ଗପୁର ଜିଲା କରୋନା ମୁକ୍ତ: ୨୮ଜିଲାରେ ୯୯୦ ସକ୍ରିୟ ରୋଗୀ
ଭୁବନେଶ୍ୱର,୮।୬(ବ୍ୟୁରୋ)-କରୋନା କବଳରେ ସାରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢ଼ିବାରେ ଲାଗିଛି, ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ମାତ୍ରାରେ ବଢ଼ୁଛି। ତେଣୁ ବିଭିନ୍ନ ଜିଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା…
ଦେଢ଼ମାସ ପରେ ସୋଲାର ପ୍ରକଳ୍ପ ଅଚଳ
କୋରୁକୋଣ୍ଡା,୬ା୬(ଡି.ଏନ.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲି ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ ଜଳ ଯୋଗାଣ ବନ୍ଦ ହେତୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ୨୨ ପରିବାରର ଶତାଧିକ ଲୋକ ବସବାସ କରୁଥିବା ଏହି ଗ୍ରାମରେ ପାନୀୟ ଜଳ…
ଲକ୍ଡାଉନ୍ରେ ବ୍ୟବସାୟ ମାନ୍ଦା: ଋଣଭାର ଶୁଝି ନ ପାରି ବ୍ୟବସାୟୀଙ୍କ ଆତ୍ମହତ୍ୟା ଅଭିଯୋଗ
କୋରୁକୋଣ୍ଡା,୫।୬(ଡି.ଏନ୍.ଏ): କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକ୍ଡାଉନ୍ ଘୋଷଣା କରିଥିଲେ। ମାତ୍ର ଏହା ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପକାଇଛି। ଏଭଳି ପରିସ୍ଥିତିରେ ଋଣଭାର ଶୁଝି ନ ପାରି ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ…
ବେସାହାରା ହୋଇପଡ଼ିଛି ୧୦ ବର୍ଷର ବାଳକ: କମ୍ ଟଙ୍କା ଦିଅ ପଛେ କାମଟେ ଦିଅ
ଚିତ୍ରକୋଣ୍ଡା,୪ା୬(ଡି.ଏନ୍.ଏ.)-ବୟସ ୧୦କି ୧୨ବର୍ଷ ହେବ। ନାଁ ତାଙ୍କର ସୁବାସ। ଯେଉଁ ବୟସରେ ପାଠପଢ଼ି ମାଆବାପାଙ୍କ କୋଳରେ ଅଳି ଅଝଟରେ ଦିନ ବିତୁଥାନ୍ତା ସେ ବୟସରେ ମୁଠେ ଖାଦ୍ୟ ଯୋଗାଡ଼ କରିବାକୁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି। ବାପା ମରିଯିବା ପରେ ମଆ…
କାଳବୈଶାଖୀ :୨ ପଞ୍ଚାୟତରେ ଶତାଧିକ ଘର କ୍ଷତିଗ୍ରସ୍ତ
ବୈପାରୀଗୁଡା,୪ା୬(ଡି.ଏନ୍.ଏ)-କୋରାପୁଟ ଜିଲା ବୈପାରୀଗୁଡା ବ୍ଲକରେ ବୁଧବାର କାଳବୈଶାଖୀ ଶତାଧିକ ଲୋକଙ୍କୁ କ୍ଷତିଗ୍ରସ୍ତ କରିଛି। ବ୍ଲକ ଅନ୍ତର୍ଗତ ମାଠପଡା ଓ ବାଲିଗାଁ ପଞ୍ଚାୟତରେ କାଳବୈଶାଖୀ ଯୋଗୁ ଶତାଧିକ ଲୋକଙ୍କ ଘର ଭାଙ୍ଗଥିବା ବେଳେ ଅନେକ ସ୍ଥାନରେ ଗଛଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।…
ଶହେ ଟଙ୍କା ନ ଦେବାରୁ ଜଳ ଯୋଗାଣ ବନ୍ଦ
କୋରୁକୋଣ୍ଡା,୪ା୬(ଡି.ଏନ୍.ଏ.)- ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତପାରି-୩ ପଞ୍ଚାୟତର ଏମ୍ଭି ୧୦୪ ଗ୍ରାମର ତଳସାହି (ନାଡିଲାଇନ)ରେ ଜଳ ଯୋଗାଣ ଟଙ୍କା ନ ଦେବାକୁ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଏହି ସାହିରେ ନଳକୂପଟିଏ ନାହିଁ। ପ୍ରାୟ ୨୦ ପରିବାରର ଶତାଧିକ…
ସବୁ ଝିଣ୍ଟିକା ପଙ୍ଗପାଳ ନୁହନ୍ତି: ଜିଲାପାଳ
ମାଲକାନଗିରି,୩ା୬(ଡି.ଏନ୍.ଏ.)-ସାରା ଦେଶରେ ବର୍ତ୍ତମାନ ପଙ୍ଗପାଳକୁ ନେଇ ଚିନ୍ତା। ପଡୋଶୀ ଛତିଶଗଡ ରାଜ୍ୟରୁ ପଙ୍ଗପାଳ ମାଲକାନଗିରି ଜିଲାକୁ ଆସିବା ନେଇ ମଧ୍ୟ ଆଶଙ୍କା ରହିଛି। ଫଳରେ ଜିଲାର ଚାଷୀ ଚିନ୍ତିତ ହୋଇପଡିଛନ୍ତି। ତେବେ ଏନେଇ ଜିଲାପାଳ ମନୀଶ ଅଗ୍ରଓ୍ବାଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ…
ଅତିରିକ୍ତ ସଚିବଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ
ଚିତ୍ରକୋଣ୍ଡା,୧ା୬(ଡି.ଏନ.ଏ.)-ସୋମବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ଅତିରିକ୍ତ ସଚିବ ତଥା ନୋଡାଲ ଅଫିସର ରସିଦ ଖାନ ଗସ୍ତ କରି ଫେରିଛନ୍ତି। ତାଙ୍କ ସହ ପିଡି ବାଳ ମୁକୁନ୍ଦ ଭୂୟାଁ, ବିଡ଼ିଓ ଲରିମନ ଖରସେଲ, ତହସିଲଦାର ଟି.ପଦ୍ମନାଭ ଦୋରା,…
Archives


