ମାଲକାନଗିରି

ଲୁହା ତରଳଗୁଣ୍ଡ ପାଇପ ଫାଟି ଫସଲ ନଷ୍ଟ

ଚିତ୍ରକୋଣ୍ଡା,୨୪ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ମିତ୍ତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀ ଦେଇ ପାଇପ ମଧ୍ୟରେ ଲୁହା ତରଳ ଗୁଣ୍ଡ ଯାଉଥିବା ସମୟରେ ଚିତ୍ରକୋଣ୍ଡା ଯାନବାଇସ୍ଥିତ ଆଞ୍ଜେରିଆ ଗୁଡ଼ା ଗ୍ରାମ ନିକଟରେ ଆରସେଲ ପାଇପ ଲାଇନଟି ଫାଟି ଯାଇଥିଲା। ଫଳରେ…

ମାଲକାନଗିରିରୁ ୩୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି, ୨୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାରୁ ଶନିବାର ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌର ପରିଷଦର ୭, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪, ମାଲକାନଗିରି ବ୍ଲକରୁ ୪, ମାଥିଲି ବ୍ଲକରୁ…

ଆଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କୁ ବୋଟ୍‌ ଯୋଗାଇବେ ଆନନ୍ଦ ମହିନ୍ଦ୍ରା

ମାଲକାନଗିରି,୨୨ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଅନେକ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ୟା ସମୟରେ ନଦୀ ପାରହୋଇ ଅଞ୍ଚଳବାସୀ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରିକି ଲାଉତୁମ୍ବା, କଦଳୀ ଗଛର ଭାର, ପେଟତଳେ ହାଣ୍ଡି ଦେଇ ବିପଦସଙ୍କୁଳ ଅବସ୍ଥାରେ ଲୋକେ ନଦୀ ପାର ହୋଇଥାନ୍ତି। ନିକଟରେ…

ମାଓବାଦୀଙ୍କ ବର୍ବର କାଣ୍ଡ: ଇନ୍‌ଫର୍ମର ସନ୍ଦେହରେ ଗଳା କାଟି ହତ୍ୟା

ଚିତ୍ରକୋଣ୍ଡା, ୨୧।୧୦(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ୩୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆସି ଗ୍ରାମର ୩ ବ୍ୟକ୍ତି ଦାସ ଖେମୁଡୁ, ସନା ହାନ୍ତାଳ ଓ…

ମାଓବାଦୀଙ୍କ ବଡ଼ଧରଣର ଯୋଜନା ପଣ୍ଡ : ୭ ଟିଫିନ୍‌ ବୋମା ଜବତ

ଚିତ୍ରକୋଣ୍ଡା,୨୦।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ, ସୁଟିଗନ୍ଧି ନିକଟସ୍ଥ ବ୍ରିଜରେ ମାଓବାଦୀ ୭ଟି ଟିଫିନ୍‌ ବୋମା ଖଞ୍ଜିଥିବା ବେଳେ ଏହାକୁ ନିଷ୍କ୍ରିୟ କରାଯାଇଛି। ବିଏସ୍‌ଏଫ୍‌ ଯବାନମାନଙ୍କ ଗତିବିଧିକୁ ଲକ୍ଷରଖି ମାଓବାଦୀମାନେ ଏକ ବଡ଼ଧରଣର ଯୋଜନା କରି ବ୍ରିଜତଳେ…

ଖାଦ୍ୟ ବିଷାକ୍ତରୁ ୩ ଭାଇଭଉଣୀଙ୍କ ଜୀବନ ଗଲା, ଦୁଇ ଗୁରୁତର

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କଚେଲି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟ ବିଷାକ୍ତରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଜଣେ ଭାଇ ରହିଛନ୍ତି। ଗୁରୁତର…

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୫ କୋର୍ଟଚାଲାଣ

ମାଲକାନଗିରି/ପଡିଆ,୯ା୧୦(ଡି.ଏନ.ଏ)-ମାଲକାନଗିରି ଜିଲାରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗତ ଏକମାସ…

ଅବକାରୀ ବିଭାଗକୁ ବଡ ସଫଳତା: ୭ କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି,୫।୧୦(ଡି.ଏନ.ଏ): ମାଲକାନଗିରି ଜିଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ରବିବାର ରାତିରେ ପାଣ୍ଡ୍ରିପାଣି ପଦ୍ମଗିରି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ପାଇ ପଦ୍ମଗିରିର ସର୍ଗିଗୁଡା ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌(ଓଡି୧୦ ଏନ ୦୮୦୧ )ରୁ ୭…

ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ୍‌ ଭିଡିଓ ଭାଇରାଲ

ମାଲକାନଗିରି,୪ା୧୦ (ଡି.ଏନ.ଏ.)-ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କ ଏକ ଆଲବମ୍‌ ଭିଡିଓ ଶନିବାର ଭାଇରାଲ ହୋଇଛି। ସେ ଜଣେ ଓଡିଶା ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ସମ୍ପୃକ୍ତ ଭିଡିଓରେ ହିରୋ ହୋଇ ଆଲବମ ପ୍ରସ୍ତୁତ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଏବେ ପ୍ରଶ୍ନବାଚୀ…

କୃଷି ବିଲ୍‌କୁ ବିରୋଧ: ମାଲକାନଗିରିରେ ଆନ୍ଦୋଳନ ତୀବ୍ର

ମାଲକାନଗିରି,୨୫।୯(ଡି.ଏନ୍‌.ଏ.) :ମାଲକାନଗିରି ଜିଲା ସିପିଆଇଏମ୍‌ ଓ ସର୍ବ ଭାରତ କୃଷକ ସଂଘଙ୍କ ମିଳିତ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ଆଇନ ନୀତିକୁ ବିରୋଧ କରାଯାଇଛି। ଏ ନେଇ ଜିଲା ସଦର ମହକୁମାର ବାଲିମେଳା ଛକଠାରେ ମୁଖ୍ୟ ରାସ୍ତାକୁ ଅବରୋଧ…

ରାସ୍ତା କଡ଼ରେ ଜଳିଗଲା କାର୍‌, ପରେ ବାହାରିଲା ଗଞ୍ଜେଇ

ମାଲକାନଗିରି,୨୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଏମ୍ଭି ୧୬ ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାର୍ ଟି ମାଲକାନଗିରିରୁ ଆସି କାଲିମେଳା ଦିଗରେ ଯାଉଥିବା ସମୟରେ ହଠାତ କାରଟି…

ବିଡିଓଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କଲେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଚିତ୍ରକୋଣ୍ଡା,୧୭ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ୭ଟି ପଞ୍ଚାୟତ ଦୋରାଗୁଡ଼ା, ନୂଆଗୁଡ଼ା, ଗୁଣ୍ଠାଓ୍ବାର୍ଡl, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲକ୍ୟାମ୍ପ ପଞ୍ଚାୟତର ୫୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଦୋରାଗୁଡ଼ା ପଞ୍ଚାୟତ ଆରଏସ୍‌ସି ୯ ନମ୍ବର ଗ୍ରାମରେ ଏକତ୍ରିତ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri