ଶିସକୁଡ଼ିବାସୀଙ୍କ ବିକାଶରେ ବାଧକ ଅନ୍ଧାରୀ ନଦୀ
ଦଶମନ୍ତପୁର,୩୦ା୬ (ଅରବିନ୍ଦ ନାୟକ ): ଗ୍ରାମବାସୀଙ୍କ ବିକାଶରେ ପ୍ରତିବନ୍ଧକ ସାଜିଛି ଅନ୍ଧାରୀ ନଦୀ। ଉକ୍ତ ନଦୀ ପଇଁ ବର୍ଷାଦିନ ଆସିଲେ ଜଳବନ୍ଦୀ ଜୀବନ ବିତାଉଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଶିସକୁଡ଼ି ଗ୍ରାମବାସୀ। ଏହି ଗ୍ରାମ ଚାରିପଟେ…
ବାହୁଡ଼ାଯାତ୍ରା ଅଘଟଣରେ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ବାହୁଡା଼ଯାତ୍ରା ସମୟରେ କେନ୍ଦୁଝର ଜିଲା କେନ୍ଦୁଆ ଗ୍ରାମଠାରେ ୩ ଜଣ ଓ କୋରାପୁଟ ଜିଲା କୋଲାବ ନଗରଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପାଇଁ…
ଟାଟା ଅବହେଳା: ୩ ଜୀବନ ଗଲା
କେନ୍ଦୁଝର/ଝୁମ୍ପୁରା/କୋରାପୁଟ/ଜୟପୁର,୨୯।୬ (ନରେଶ ପଟ୍ଟନାୟକ, ଶଶିଭୂଷଣ ସାହୁ, ଅମିତାଭ ବେହେରା, ପବନ ପାଣିଗ୍ରାହୀ)କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେନ୍ଦୁଆ ଗ୍ରାମ ପଡ଼ିଆରେ ବୁଧବାର ମଧ୍ୟାହ୍ନରେ ରଥଟଣା ପୂର୍ବରୁ ରଥର ନେତ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଭୁବନପଶି…
ରଥଟଣା ବେଳେ ଅଘଟଣ: ବିଦ୍ୟୁତତାର ଲାଗି ଜଣେ ମୃତ, ଜଣେ ଗୁରୁତର
କୋରାପୁଟ,୨୮ା୬(ଅମିତାଭ ବେହେରା): ରଥ ଟାଣିବା ସମୟରେ ରଥରେ ବିଦ୍ୟୁତ ତାର ଲାଗି ଜଣେ ମୃତ ଓ ଜଣେ ଆହତ ହୋଇଛନ୍ତି। କୋରାପୁଟ ଜିଲା କୋଲାବ ବହୁମୁଖୀ ଜଳ ବିଦ୍ୟୁତ ଯୋଜନାର ଡ୍ୟାମ ସାଇଟ୍ରେ ଥିବା କୋଲାବ ନଗରରେ ଆଜି ବାହୁଡ଼ା ଯାତ୍ରା…
୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସମସ୍ତ ଜିଲା ଗ୍ରସ୍ତକୁ ନେଇ କୋରାପୁଟ ଏମ୍ପିଙ୍କ ପ୍ରତିକ୍ରିୟା
କୋରାପୁଟ,୨୭।୬(ଅମିତାଭ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସଚିବ ଭି କେ ପାଣ୍ଡିଆନ ସମସ୍ତ ଜିଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଭାଜପା ଏ ନେଇ ସ୍ବର ଉତ୍ତୋଳନ କରିଥିଲା। ପରେ ମଙ୍ଗଳବାର କୋରାପୁଟ ଏମ୍ପି ସପ୍ତଗିରି…
ଶଳା ବାହାଘର ପାଇଁ କନ୍ୟାଡାକରାରେ ଆସୁଥିଲେ ଗର୍ଭବତୀ ଭଉଣୀ, ଭିଣେଇ କୁନି ଭାଣିଜୀ, ଦୁର୍ଘଟଣାରେ ଆଖିବୁଜିଦେଲେ ସମସ୍ତେ
ପଟ୍ଟାଙ୍ଗି,୨୭।୬(ଶରତ ଧଳ): ମୃତ୍ୟୁ କେତେବେଳେ ଆସିବ କିଏ ବା କହିପାରିବ। ଘରୁ ଖୁସିରେ ବାହାରିଥିଲେଲେ ବିବାହ ଉତ୍ସବରେ ଯୋଗ ଦେବାପାଇଁ ହେଲେ ଅଧା ରାସ୍ତାରେ ଅପେକ୍ଷା କରି ରହିଥିଲା ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା…
ବର୍ଷାରେ ଗଛପଡ଼ି ଭାଙ୍ଗିଲା ଘର
କୋରାପୁଟ/ନନ୍ଦପୁର,୨୬ା୬(ଅମିତାଭ ବେହେରା/ଶଙ୍କର ପୂଜାରୀ): କୋରାପୁଟ ଜିଲାରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ରବିବାର ରାତିରେ ନନ୍ଦପୁର ବ୍ଲକ କୁଲାର ସିଂ ପଞ୍ଚାୟତ ଦଳେଇପୁଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରଭାଙ୍ଗିଛି। ଗ୍ରାମର କୌଶଲ୍ୟା ଗୁଣ୍ଠା ଓ ତାଙ୍କ ପୁଅ…
କାଦୁଅରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର
ନନ୍ଦପୁର, ୨୬ା୬(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁରର ପ୍ରସିଦ୍ଧ ତଥା ଐତିହାସିକ ଗଣେଷ ମନ୍ଦିର ଯିବାକୁ ଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ମାଟିିରାସ୍ତା ହୋଇଥିବାରୁ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ଯାତାୟାତ କରିବା କଷ୍ଟକର ହେଉଛି। ମନ୍ଦିର ପାର୍ଶ୍ୱ୍ରେ…
ଆନ୍ଧ୍ର, ଛତିଶଗଡ଼ ବ୍ୟବସାୟୀଙ୍କୁ ବିକୁଛନ୍ତି ଧାନ
କୋଟପାଡ଼,୨୬ା୬(କେ.ରାଜ ଶେଖର ରାଓ ):କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ଚଳିତ ବର୍ଷ ରବି ଧାନମଣ୍ଡି ପ୍ରଶାସନ ପକ୍ଷରୁ ଚାଲିଛି। ତେବେ ଗତ କିଛି ଦିନ ଧରି ଟ୍ରକ ଟ୍ରକ ଧାନ ଆନ୍ଧ୍ର, ଛତିଶଗଡ଼ ଚାଲାଣ ହେବା ମଣ୍ଡି ପରିଚାଳନା ପ୍ରତି ସାଧାରଣରେ…
ଆନ୍ଧ୍ର ଅନୁପ୍ରବେଶକୁ ରୋକିଲା ଓଡ଼ିଶା ପ୍ରଶାସନ
ପଟ୍ଟାଙ୍ଗି,୨୩ା୬(ଶରତ ଧଳ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପୁଣି ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ଏହାକୁ ନେଇ ସୀମାନ୍ତ ଗ୍ରାମବାସୀ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ପୂର୍ବରୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ତେବେ…
ନକଲି ଟିଟିଇଙ୍କୁ ଧରିଲା ପୋଲିସ
କୋରାପୁଟ,୨୨।୬(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ରେ ଗୁରବାର ଟିକେଟ ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ଜଣେ ନକଲି ଟିଟିଇଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ଏନେଇ କୋରାପୁଟ ଜିଆର୍ପି ଓଆଇସି ବି.କେ ଭୋଇ ପ୍ରକାଶ କରିଛନ୍ତି। ଗିରଫ ନକଲି ଟିଟିଇ…
ଅପହୃତା ନାବାଳିକା ବୋରିଗୁମ୍ମାରୁ ଉଦ୍ଧାର
ଜୟପୁର, ୨୧।୬ (ପବନ ପାଣିଗ୍ରାହୀ) :ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଟାଉନଥାନାରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଛନଭିିନ୍ କରି ତାଙ୍କୁ ବୋରିଗୁମ୍ମାରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଧରିଛି। ନାବାଳିକାଙ୍କୁ ଅପହରଣ…
Archives


