କୋରାପୁଟ

ସମ୍ପରିକୀୟଙ୍କ ବାହାଘର ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଜଗିବସିଥିଲା …

ଜୟପୁର,୧୯।୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବିସିଂହପୁର ଥାନା କେରାପୁଟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତାଉପରେ ଅଟକିଥିବା ଏକ ଟ୍ରକ୍‌କୁ ବାଇକ୍‌ ପଛରୁ ପିଟି ଘଟଣାସ୍ଥଳରେ ହିଁ ବାଇକ୍‌ରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ…

ଶିବ ମୁଦୁଲି ହେଲେ କୋରାପୁଟ ଜିଲା ଭାଜପା ସଭାପତି

କୋରାପୁଟ,୧୭।୨(ଅମିତାଭ ବେହେରା): କୋରାପୁଟ ଜିଲାର ଦକ୍ଷ ଆଦିବାସୀ ନେତା ଶିବ ମୁଦୁଲି ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ଭାବେ ଘୋଷଣା କରାଯାଇଛି। ରାଜ୍ୟ ଭାଜପାର ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ଶିବଙ୍କୁ…

ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ତାରା ବାହିନୀପତି, କହିଲେ ନିଅନ୍ତୁ ଏମିତି ପଦକ୍ଷେପ

ଭୁବନେଶ୍ୱର,୧୭।୨: ରାଜ୍ୟରେ ବର୍ତମାନ ଚର୍ଚ୍ଚାରେ ଥିବା ଗୀତ ‘ଛି ଛି ଛିରେ ନନୀ’ ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। କୋରାପୁଟିଆ ଭାଷାକୁ ସ୍ବୀକୃତି ଦେବାକୁ ବାଚସ୍ପତିଙ୍କୁ ସେ ଅପିଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୀତ ବିଷୟରେ ଆଲୋଚନା…

କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା: ୩ ମୃତ

ଜୟପୁର,୧୭।୨: ସୋମବାର ସକାଳେ କୋରାପୁଟ ଜିଲାରେ ଏକ ସଡ଼କ ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କିଛି ଆହତ ହୋଇଛନ୍ତି। ଜିଲାର ଜୟପୁର ଅଞ୍ଚଳର ଥୁରୁଡିପୁଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଆଜି ସକାଳେ…

ଆରପାରିରେ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ ଝିଅ

ପଟ୍ଟାଙ୍ଗି,୧୪ା୨(ଶରତ କୁମାର ଧଳ):କୋରାପୁଟ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀଙ୍କ ତୃତୀୟ ଝିଅ ରାଜଲକ୍ଷ୍ମୀଙ୍କ ଗୁରୁବାର ବିଳମ୍ବିତ ରାତିରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେ ୩ ବର୍ଷ ହେବ କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର…

ବାପା ଆଗରେ ଜଳଭଣ୍ଡାରକୁ ଡେଇଁପଡ଼ିଲେ ପୁଅ

ସୁନାବେଡ଼ା,୧୪ା୨(କୃତ୍ତିବାସ ପ୍ରଧାନ)-ସୁନାବେଡ଼ା ଥାନା ଅଧୀନ ୨୬ନଂ. ଜାତୀୟ ରାଜପଥ ଟିମ୍ବର ବ୍ରିଜ୍‌ ଉପରେ ସ୍କୁଟି ରଖି ବାପାଙ୍କ ଆଗରେ ନଦୀକୁ ଜଣେ ଯୁବକ ଡେଇଁ ପଡ଼ିଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଜାନୀଗୁଡ଼ା ଗ୍ରାମର ପାକୁଳୁ ଜାନୀଙ୍କ ପୁଅ ମଦନ ଜାନୀ(୨୨) ୨ ମାସ…

ସ୍କୁଟି ରଖି ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଯୁବକ

କୋରାପୁଟ,୧୪।୨: ୨୬ ନମ୍ବର ଜାତୀୟ ରାଜପଥ ଟିମ୍ବର ବ୍ରିଜ୍‌ ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବକ। ଯୁବକ ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଖୋଜାଖୋଜି କରାଯାଉଛି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ସୁନାବେଡ଼ାରୁ ଏକ ସ୍କୁଟି…

୧୫ ପ୍ଲଟ୍‌, କାଜୁ ପ୍ରୋସେସିଂ ୟୁନିଟ୍‌ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି

କୋରାପୁଟ/କୋଟପାଡ଼,୧୩ା୨(ଅମିତାଭ ବେହେରା/କେ.ରାଜଶେଖର ରାଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍‌ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ…

ଏଡିଇଓଙ୍କ ଘରେ ଭିଜଲାନ୍ସ ରେଡ

କୋଟପାଡ଼,୧୩।୨: (ରାଜଶେଖର/ଅମିତାଭ ବେହେରା)କୋରାପୁଟ ଜିଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାଶନା ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ପାର୍ଥସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଗୁରୁବାର ସକାଳେ ତାଙ୍କର ବୋରିଗୁମ୍ମା ବ୍ଲକ ଚମ୍ପିଆରେ ଥିବା ପୈତୃକ ଘର ସହ ୭ଟି ସ୍ଥାନରେ ଜୟପୁର…

କୋପୁଟରେ ଲଜ୍ଜା: ଠାକୁରାଣୀ ଯାତ୍ରା ଦେଖି ଫେରୁଥିଲେ ନାବାଳିକା, ବଳାତ୍କାର କଲେ ୪ ଯୁବକ

କୋରାପୁଟ,୨୯।୧୨(ଅମିତାଭ ବେହେରା): ନାବାଳିକାଙ୍କୁ ଗଣବଳାତ୍କାର। ଠାକୁରାଣୀ ଯାତ୍ରା ଦେଖି ଫେରୁଥିଲେ ନାବାଳିକା। ବାଟରେ ଛକିବସିଥିଲେ ସଇତାନ। ଏଭଳି ଏକ ଘନ୍ୟକାଣ୍ଡ ଘଟିଛି କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ। ନବାଳିକା ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ବାଟରେ ଛକି ବସିଥିବା…

ପ୍ରତି ବ୍ଲକରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପାଇଁ ୪୧୨୪ କୋଟି ଟଙ୍କା ଖର୍ଚ୍ଚ କରିବେ ଓଡିଶା ସରକାର

ଭୁବନେଶ୍ୱର,୧୦।୨: ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ ୧୦…

ରେଲଓ୍ବେ ଅଧିକାରୀଙ୍କୁ ଠକି ଥିଲେ: ଝାଡ଼ଖଣ୍ଡରୁ ପଡ଼ିଲେ ଧରା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ରେଲଓ୍ବେର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଟେଲିଗ୍ରାମ୍‌ ଆପ୍‌ ଜରିଆରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍‌ କଲେ ଆକର୍ଷଣୀୟ କମିଶନି ମିଳିବା ଲୋଭ ଦେଖାଇ ତାଙ୍କଠାରୁ ପର୍ଯାୟକ୍ରମେ ୬ ଲକ୍ଷ ୯୦ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?