ଜାତୀୟ ରାଜପଥରେ ଜଳିଗଲା କାର୍
କୋରାପୁଟ,୨୦ା୭(ଅମିତାଭ ବେହେରା): କୋରାପୁଟ ଜିଲା ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମିସିଂଗୁଡ଼ା ଛକରେ ଶନିବାର ଏକ କାର୍ ହୁତୁହୁତୁ ହୋଇ ଜଳିଯାଇଛି। ସୂଚନାଯୋଗ୍ୟ, ସୁନାବେଡ଼ାରୁ କୋରାପୁଟ ଷ୍ଟେଶନ ଯାଉଥିବା ବେଳେ ଉକ୍ତ କାର୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା…
ରାଜପଥରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ୟାଙ୍କର
କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସୁନାବେଡା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର କୋରାପୁଟ ଟାଉନ ଥାନା ଅଧୀନ ଡୁମୁରିପୁଟ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା। ଫଳରେ ଦୀର୍ଘ ୬ ଘଣ୍ଟା ସମୟ…
ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, କୋରାପୁଟ-ସୁନାବେଡ଼ା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ
କୋରାପୁଟ/ଡୁମୁରିପୁଟ,୧୯ା୭(ଅମିତାଭ ବେହେରା/ସନ୍ତୋଷ ପାତ୍ର): ଶୁକ୍ରବାର ସକାଳେ ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଏକ ସିମେଣ୍ଟ ବୋଝଇ ଟ୍ରକ୍ ଭାରସାମ୍ୟ ହରାଇ ଡୁମୁରିପୁଟ ନିକଟ ୨୬ ନଂ ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଛି। ଫଳରେ କୋରାପୁଟ – ସୁନାବେଡ଼ା ମଧ୍ୟରେ ଗାଡ଼ି ଚଳାଚଳ…
ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ
କୋରାପୁଟ,୧୮।୭(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଗୁରୁବାର ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଗୁରବାର ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ନୀଳାଦ୍ରି ବିଜେ ନୀତି ଆରମ୍ଭ ହୋଇଥିଲା। ରଥ ଉପରେ ସନ୍ଧ୍ୟା ଆଳତୀ ପରେ ଗୋଟି…
ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର: ଚାଲିଛି ଚିକିତ୍ସା…
କୋରାପୁଟ,୧୮।୭(ଅମିତାଭ ବେହେରା): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ କୋରାପୁଟ ଜୟପୁର ସ୍ଥିତ ଜିଲା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମେଡିକାଲର ଡାକ୍ତର ରତିକାନ୍ତ ଖଟୁଆଙ୍କ ନେତୃତ୍ୱରେ ଏକ…
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ
ଜୟପୁର, ୧୭ା୭(ପବନ ପାଣିଗ୍ରାହୀ): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ମଙ୍ଗଳବାର ତାଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତର ଆର୍.ଏନ୍.ମିଶ୍ର, ସୁନୀଲ ଭତ୍ରା ଓ ମୁକ୍ତିକାନ୍ତ ଖଟୁଆଙ୍କୁ ନେଇ ଗଠିତ ଏକ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି।…
କାର୍ଯ୍ୟରେ ଅବହେଳାକଲେ ଚାକିରିରୁ ବିଦା
କୋରାପୁଟ,୧୭ା୭(ଅମିତାଭ ବେହେରା): ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝୀ କୋରାପୁଟ ଜିଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ମଙ୍ଗଳବାର ସମୀକ୍ଷା କରିଛନ୍ତି। ସଦ୍ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତାକରି ଏମ୍ପି ମାଝୀ ବିଭିନ୍ନ ଉନ୍ନୟନମୂଳକ…
ଆଡ଼ପ ମଣ୍ଡପରେ କଳ୍କି ଅବତାରରେ ଦର୍ଶନ ଦେଲେ ମହାବାହୁ
କୋରାପୁଟ,୧୪।୭(ଅମିତାଭ ବେହେରା): ନବଦିନାତ୍ମକ ଯାତ୍ରା ଶେଷ କରି ସୋମବାର ଶ୍ରୀମନ୍ଦିର ବାହୁଡିବେ ମହାବାହୁ। ଏହି ପରିପ୍ରେକ୍ଷୀରେ ରବିବାର କୋରାପୁଟ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବଡ଼ଠାକୁର ବଳଭଦ୍ର ଧଳାଘୋଡ଼ା ଏବଂ ମହାପ୍ରଭୁ ଜଗନ୍ନାଇ କାଳ ଘୋଡାରେ କଳ୍କି ଅବତାରରେ ଭକ୍ତଙ୍କୁ ଦର୍ଶନ…
ଫିଲ୍ମ ଷ୍ଟାଇଲ୍ରେ କାର କାଚ ଭାଙ୍ଗି ଟେକିନେଲେ
କୋରାପୁଟ,୧୩।୭: କୋରାପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ଗାଁର ଜଣେ ମିଲ ମାଲିକଙ୍କୁ ଅପହରଣ କରାଯାଇଛି। ଅପହରଣ ହୋଇଥିବା ମିଲ ମାଲିକ ହେଲେ ଏ. ରମେଶ ପାତ୍ର। ରମେଶ ପେରାହାଣ୍ଡି ଏସ୍ଏଲ୍ଭିଏନ୍ ମୋଡେନ ରାଇସ ମିଲର ମାଲିକ। ଶୁକ୍ରବାର ସନ୍ଧ୍ୟାରୁ ରମେଶ…
ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଏକାଠି ହେଲେ ୧୮ କାଉନ୍ସିଲର
ସୁନାବେଡା/ସେମିଳିଗୁଡା,୯ା୭(କୃତ୍ତିବାସ ପ୍ରଧାନ /ବାସୁଦେବ ବରାଡ଼):ସୁନାବେଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପରିଷଦର ୧୮ କାଉନସିଲର କୋରାପୁଟ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସମସ୍ତ କାଉନସିଲରଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗପତ୍ର ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ…
ଶାବର ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେଲେ ତିନିଠାକୁର
କୋରାପୁଟ,୭ା୭(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି। ସକାଳୁ ମହାପ୍ରଭୁଙ୍କ ନେତ୍ର ଉତ୍ସବ ଓ ନବଯୌବନ କରାଯାଇଥିଲା। ପରେ ପୂର୍ବାହ୍ନ ୧୦ଟାରୁ ଶ୍ରୀ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ପରେ…
ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରଥ-ପଥ ପ୍ରସ୍ତୁତ, ଆସନ୍ତାକାଲି ୯.୩୦ରେ ପହଣ୍ଡି
କୋରାପୁଟ,୬ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ରବିବାର ରଥଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇରହିଛି। ଏପଟେ ଏହାକୁ ଦେଖିବା ପାଇଁ ଜିଲା ଓ ଜିଲା ବାହାରରୁ ହଜାର ହଜାର ଭକ୍ତ କୋରାପୁଟରେ ପହଞ୍ଚିଛି। ଜିଲା ପ୍ରଶାସନ ଓ ଶାବର…
Archives


