କୋରାପୁଟ

ଜାତୀୟ ରାଜପଥରେ ଦୁଇ କାର୍‌ ମୁହାଁମୁହିଁ: ଚାଲିଗଲା ୩ ଜୀବନ

କୋରାପୁଟ/ସୁନାବେଡା୨୦।୭(ଅମିତାଭ ବେହେରା/କୃତିବାସ ପ୍ରଧାନ ): କୋରାପୁଟ ଜିଲା ସୁନାବେଡା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

କୋଟପାଡ଼,୧୭ା୭(କେ.ରାଜଶେଖରରାଓ): କୋରାପୁଟ ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ସୁର୍ଲି ଗ୍ରାମ ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…

ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବଙ୍କ କୋଟିଆ ଗସ୍ତ

ପଟ୍ଟାଙ୍ଗି,୧୨ା୭(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବଳବନ୍ତ ସିଂ ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମର ଶନିବାର ତଦାରଖ କରିଛନ୍ତି। ସଚିବ ସିଂ ପହଞ୍ଚିବା ପରେ ଜିଲାପାଳ ଭି. କୀର୍ତ୍ତି…

ଏସଏନଏଲଡିରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ(ଏସଏନଏଲଡି)ର ନୂତନ ଡିନ ଭାବେ ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳାଇ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରଫେସର ଦଳେଇ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ କିଛି ବର୍ଷ କାର୍ଯ୍ୟ କରିବା…

ସୀମାନ୍ତରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗି ତହସିଲ

ପଟ୍ଟାଙ୍ଗି,୧୧ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ର ପ୍ରଦେଶ ସାଲୁର ବ୍ଲକ୍‌ର ଏକ ସ୍ବାସ୍ଥ୍ୟ ଟିମ୍‌ ଅନୁପ୍ରବେଶ କରି ସ୍ବାସ୍ଥ୍ୟ ଶିବିରକୁ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଶୁକ୍ରବାର ବନ୍ଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ୧୨୯ କୋଟି ବ୍ୟୟ ପ୍ରକଳ୍ପର ଉଦଘାଟନ

କୋରାପୁଟ/ସୁନାବେଡା,୫।୭(ଅମିତାଭ ବେହେରା/କୃତିବାସ ପ୍ରଧାନ): ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ କୋରାପୁଟ ଜିଲା ଗ୍ରସ୍ତରେ ଆସି କୋରାପୁଟ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ୧୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଥିବା…

ଆଖି ବୁଜିଲେ କୋଟିଆ ପଞ୍ଚାୟତ ଅବସରପ୍ରାପ୍ତ RI ଗଦାଧର ସ୍ବାଇଁ, ଝୁରି ହେଉଛନ୍ତି ଲୋକେ

ପଟ୍ଟାଙ୍ଗ,୪।୭(ଶରତ କୁମାର ଧଳ):କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତ ର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଗଦାଧର ସ୍ବାଇଁଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏନେଇ ଜଣାପଡ଼ିବା ପରେ ବ୍ଲକଠାରୁ ଆରମ୍ଭ…

ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି: ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଆନ୍ଧ୍ରର ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରି…

ପଟ୍ଟାଙ୍ଗି,୨।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତେଲରାଇ ଛକ ନିକଟରେ ତଥା ଜାତୀୟ ରାଜପଥ କଡରେ ଦୁର୍ଘଟଣା ଘଟିଛି। ଏଥିରେ ଗୁରୁତର ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ…

ଜରତି ଗ୍ରାମ ନିକଟରେ ପାହାଡ଼ରୁ ଖସିଲା ମାଟି ଅତଡ଼ା, ଟ୍ରେନ୍‌ ଚଳାଚଳ ଠପ୍‌, ୩ ଏକ୍ସପ୍ରେସ୍‌ ବାତିଲ ନେଇ…

କୋରାପୁଟ,୨।୭(ଅମିତାଭ ବେହେରା): କୋରାପୁଟ ଜିଲା କିରଣ୍ଡଳ ଲାଇନର ଜରତି ଗ୍ରାମ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ ହୋଇଛି। ୩…

ଲଗାଣ ଝଡ଼ବର୍ଷା: ରାସ୍ତାରେ ଉପୁଡ଼ିପଡ଼ିଲା ବିରାଟ ଗଛ, ଜନଗହଳି ରାସ୍ତା ଏବେ…

ପଟ୍ଟାଙ୍ଗି,୨ା୭(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଲଗାଣ ଝଡ଼ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରେ…

କୋରାପୁଟରେ ସର୍ବାଧିକ ବର୍ଷା, ଭାଙ୍ଗିଲା ଯାତ୍ରୀ ପ୍ରତୀକ୍ଷାଳୟ

କୋରାପୁଟ,୨ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ବୁଧବାର ୧୦୬୨.୫ ମିମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ପଟାଙ୍ଗୀ ବ୍ଲକରେ ୪୫.୨ ମିମି ହୋଇଥିବା ବେଳେ ବୈପାରୀଗୁଡ଼ାରେ ୧୧୦ ମିମି, ସେମିଲିଗୁଡ଼ାରେ ୧୨୪.୩ ମିମି,…

ପ୍ରବଳ ବର୍ଷାରେ ୩୨୬ ଜାତୀୟ ରାଜପଥ ଉପରେ ୪ ଫୁଟର ପାଣି: ୪ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ଭାରିଯାନ

କୋରାପୁଟ,୧ା୭(ଅମିତାଭ ବେହେରା)-କୋରାପୁଟ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ କୋରାପୁଟରୁ ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ବଙ୍ଗଳାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହୋଇ ରାସ୍ତା ଅବରୋଧ ହୋଇଥିଲା। ଏହାଦ୍ୱାରା ୪ ଘଣ୍ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri