ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା
ବାରଙ୍ଗ,୧୨।୨(ଡି.ଏନ୍.ଏ.): ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତାହାତୀ। ନନ୍ଦନକାନନ ପଛପଟ ପାଚେରି ଭାଙ୍ଗି ଦନ୍ତା ପରିସରକୁ ପଶିଥିଲା। ଟୟ ଟ୍ରେନ୍ ଧାରଣା ଉପରେ ଆସି ବୋଟ୍ ଘାଟ ପର୍ଯ୍ୟନ୍ତ ଯାଇ ସେଠାରୁ ବାଘ ସଫାରି ପଛପଟେ ଥିବା ହମିରା ଟାଙ୍କି ନିକଟରେ…
ପତିଆରା ଲଢ଼େଇ ପାଇଁ ବ୍ୟସ୍ତ
ଖୋର୍ଦ୍ଧା ଅଫିସ,୧୧ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ରାଜନୀତି ବେଶ୍ ସରଗରମ ରହିଛି। ୫ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ ଖୋର୍ଦ୍ଧା ଜିଲାରେ ୩ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ଜିଲାରେ…
ନନ୍ଦନକାନନର ଧଳା ବାଘୁଣୀ ବିଜୟାର ଛୁଆ ରକି ଅସୁସ୍ଥ
ବାରଙ୍ଗ,୧୦।୨(ଡି.ଏନ୍.ଏ.): ନନ୍ଦନକାନନରେ ଧଳା ବାଘୁଣୀ ବିଜୟାର ୧୦ ମାସର ଛୁଆ ରକି ଅସୁସ୍ଥ ହୋଇପଡିଛି। ୪ ଦିନ ହେଲା ରକିର ତରଳ ଝାଡା ହେବା ସହ ଦେହରେ ତାତି ରହୁଛି । ଓୟୁଏଟି ବିଶେଷଜ୍ଞ ଡା. ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ…
ଦୁଇ ଆସନରେ ୧୨ ପ୍ରାର୍ଥୀ
ନିରାକାରପୁର, ୧୦ା୨(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ପ୍ରାର୍ଥୀମାନେ ନିଜସ୍ବ ଢଙ୍ଗରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ପ୍ରତି ଗାଁ, ଓ୍ବାର୍ଡରେ ବସୁଛି ଘନ ଘନ ବୈଠକ। ଗାଁ ଓ୍ବାର୍ଡର ସମସ୍ୟା ବୁଝୁଛନ୍ତି। ସମାଧାନ ପାଇଁ…
ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା: ହେବନି ଅପେରା କି ଖୋଲିବନି ଦୋକାନ ବଜାର
ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ସନ୍ଧ୍ୟାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। କୋଭିଡ୍ କଟକଣା ପାଇଁ ଚଳିତବର୍ଷ ବି ମେଳା ଫିକା ପଡ଼ିବ। କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ। ଭକ୍ତଙ୍କ ପାଇଁ ମେଳା ବାରଣ ଥିବା ବେଳେ କୌଣସି ପ୍ରକାର ଦୋକାନ…
ମଇଦାନରେ ୩ ଦଳର ନେତା, ଜମୁଛି ପ୍ରଚାର
ଖୋର୍ଦ୍ଧା ଅଫିସ, ୭ା୨: ଖୋର୍ଦ୍ଧା ମାଟିରେ ୩୦ ଜୋନ ବିଶିଷ୍ଟ ଜିଲା ପରିଷଦ ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ। କିଏ କାହାକୁ ପଛରେ ପକାଇବ ସେନେଇ ଚାଲିଛି ଅଙ୍କ…
ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ
ବେଗୁନିଆ,୬ା୨(ଡି.ଏନ୍.ଏ.): ଭକ୍ତ କବି ଦ୍ୱିଜ ଗୌରଚରଣ ଅଧିକାରୀଙ୍କ ସ୍ମୃତି ପୀଠ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ହେବ ଏହି ପୀଠ ଅଲୋଡ଼ା ହୋଇ ପଡିରହିଛି। ଓଡ଼ିଶାର ଧାର୍ମିକ ଭାବଧାରାକୁ ଲେଖନୀ ଚାଳନାରେ ଦେଶରେ ପରିଚିତ କରାଇଥିବା ଗୌରଚରଣଙ୍କୁ ମନେ ପକାଇବାକୁ…
ଶହୀଦ ମାନ୍ୟତା, ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
ଖୋର୍ଦ୍ଧା ଅଫିସ/ନିରାକାରପୁର/ଜଟଣୀ, ୬ା୨(ଡି.ଏନ୍.ଏ.): ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ‘ଧରିତ୍ରୀ’ ଖବରଦାତା ରୋହିତ ବିଶ୍ୱାଳଙ୍କ ଶନିବାର ମୃତ୍ୟୁ ଘଟିଛି। ଏନେଇ ଖୋର୍ଦ୍ଧା ସାମ୍ବାଦିକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ଧରିତ୍ରୀ’ର…
ଗ୍ରାମାଞ୍ଚଳରେ ବଢୁଛି ନିଶା କାରବାର
ବେଗୁନିଆ,୪ା୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ମଦ ଚୋରା ବ୍ୟବସାୟୀମାନେ ଆଢୁଆଳ ପଛରେ ରହି ମହିଳା ଓ ଯୁବକଙ୍କୁ ଅର୍ଥ ଲୋଭ ଦେଖାଇ ସାମିଲ କରାଉଛନ୍ତି। ଫଳରେ ଯୁବପିଢ଼ି ବିପଥଗାମୀ ହେବା…
ବିଜେଡି ରଣନୀତି ଆଗରେ ବିରୋଧୀ ଦଳ ଫିକା
ଖୋର୍ଦ୍ଧା ଅଫିସ, ୩ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଖୋର୍ଦ୍ଧା ଜିଲାରେ ପ୍ରଚାର ଜମି ଆସିଲାଣି। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀମାନେ ସୋସିଆଲ ମିଡିଆରେ ପ୍ରଚାର କରିବା ସହ ଘର ଘର ବୁଲି ଭୋଟ ମାଗିଲେଣି।…
ବ୍ଲାକ୍ ପଲସର ଆତଙ୍କ: ଫାଙ୍କା ଗୁଳି ଚଳାଇ ୫ଲକ୍ଷ ଲୁଟିନେଲେ
ଖୋର୍ଦ୍ଧା ଅଫିସ,୩ା୨: ଖୋର୍ଦ୍ଧା-ନୟାଗଡ଼ ୫୭ନମ୍ବର ଜାତୀୟ ରାଜପଥରେ ବ୍ଲାକ୍ ପଲସର ଆତଙ୍କ। ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଛକରେ ୪ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଦୁଇଜଣ କମ୍ପାନୀ କର୍ମଚାରୀଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି…
ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ
ଖୋର୍ଦ୍ଧା ଅଫିସ,୧।୨: ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ସର୍ଭେ କାର୍ଯ୍ୟ ସକାଳ ୬ଟାରୁ ଆରମ୍ଭ ହୋଇଛି । ଚିଲିକାରେ ଜୈବ ବିବିଧତା ଜାଣିବା ପାଇଁ ଜଳଜ ଉଦ୍ଭିଦ ଓ ଚିଲିକାରେ ବାସ…
Archives


