ସାର୍ବଜନୀନ ହେଲାନି ତଦନ୍ତ ରିପୋର୍ଟ
ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ବନଖଣ୍ଡରେ ଅସୁରକ୍ଷିତ ଗଜରାଜ। ଚନ୍ଦକା ଅଞ୍ଚଳରୁ ଖସି ଆସିଥିବା ଏକ ହାତୀପଲ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ରହୁଛନ୍ତି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗ୍ରାମରେ ପ୍ରବେଶ କରି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି।…
ନାଲିଫିତା ତଳେ କ୍ୟାବିନମୁକ୍ତ ସହର
ଖୋର୍ଦ୍ଧା ଅଫିସ,୩୧ା୧:ଖୋର୍ଦ୍ଧାରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବଢ଼ିଚାଲିଛି। ରାସ୍ତାପାର୍ଶ୍ୱ ଉଠାଦୋକାନ, ଅବରୋଧ ଡ୍ରେନେଜ୍, କ୍ୟାବିନ ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍ ପାର୍କିଂ ଟ୍ରାଫିକ୍ ସମସ୍ୟା ବଢ଼ାଉଛି। ରାସ୍ତା, ଡ୍ରେନ୍ ଅବରୋଧ ମୁକ୍ତ ଓ କ୍ୟାବିନ ହଟାଇବା ପାଇଁ ବାରମ୍ବାର…
ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ନିରାକାରପୁର,୨୮ା୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ରାମେଶ୍ୱର ପାନ୍ଥିକା ଅଞ୍ଚଳରୁ ନିରାକାରପୁର ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିବା ବେଳେ ବାଇକ୍ ଏବଂ ସ୍କୁଟି ଜବତ କରିଛି। ଏଥିରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…
ଆଜି ଶେଷ ହେବ ଆଶୀର୍ବାଦଙ୍କ ରିମାଣ୍ଡ ଅବଧି, କୂଅରୁ ଉଦ୍ଧାର ହେଲା ଫୋନ୍
ଖୋର୍ଦ୍ଧା ଅଫିସ, ୨୮।୧: ଖୋର୍ଦ୍ଧା ଜିଲା ବାଣପୁରରେ ଘଟିଥିବା ଲୋମ ଟାଙ୍କୁରା ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନଙ୍କ ରିମାଣ୍ଡ ଅବଧି ଶନିବାର ଶେଷ ହେବ। ଘଟଣାର ତଦନ୍ତ ପାଇଁ ଆଶୀର୍ବାଦଙ୍କୁ ବାଣପୁର ପୋଲିସ ୨ ଦିନ ରିମାଣ୍ଡରେ ନେଇଥିଲା । ଶନିବାର…
୩ ମେଶିନ ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ
ବାରଙ୍ଗ,୨୮ା୧(ଡି.ଏନ୍.ଏ.): ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ପୁଣି ବିବାଦ ଦେଖାଦେଇଛି। ଗୁରୁବାର ଭୋରୁ ବିଏମ୍ସି ପକ୍ଷରୁ ଭୁଆସୁଣୀ ଡମ୍ପିଂୟାର୍ଡରେ ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣ ନିମନ୍ତେ ୫ଟି ଗାଡ଼ିରେ ମେଶିନ ଆଣି ରଖାଯାଇଥିଲା। ତେବେ ପ୍ଲାଣ୍ଟ ନିର୍ମାଣ ଉପରେ ବିନା ଆଲୋଚନାରେ ମେଶିନ ଗାଡ଼ି…
ଡମ୍ପିଂୟାର୍ଡକୁ ନେଇ ରାସ୍ତାରେ ବସିଲେ ଦାରୁଠେଙ୍ଗ ଗ୍ରାମବାସୀ
ବାରଙ୍ଗ,୨୬ା୧(ଡି.ଏନ୍.ଏ.): ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ପୁଣି ବିବାଦ ଦେଖାଦେଇଛି। ଦାରୁଠେଙ୍ଗ ଗ୍ରାମବାସୀ ଗୁରୁବାର ସକାଳୁ ଚନ୍ଦକା-ପିତାପଲ୍ଲୀ ରାସ୍ତାକୁ ଅବରୋଧ କରିବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଗୁରୁବାର ସମୟରେ ବିଏମ୍ସି ପକ୍ଷରୁ ଭୁଆଷୁଣି ଡମ୍ପିଂୟାର୍ଡରେ ଟ୍ରଟିମେଣ୍ଟ ପ୍ଲାଣ୍ଟ ପାଇଁ ୫ଟି…
ଦଳ ଉପରେ ଚଢ଼ି ଯାଉଛନ୍ତି ପର୍ଯ୍ୟଟକ
ବାରଙ୍ଗ,୨୪।୧(ଡି.ଏନ୍.ଏ.):ନନ୍ଦନକାନନର ବିକାଶ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଆସୁଛି। ହେଲେ କର୍ତ୍ତୃପକ୍ଷ ଏହାକୁ ଠିକ୍ ଭାବେ ବ୍ୟବହାର କରିପାରୁ ନ ଥିବାରୁ ପର୍ଯ୍ୟଟକମାନେ ନାନା ହଇରାଣ ହେଉଥିବା ଅଭିଯୋଗ ହେଉଛି। ଯାହାର ଉଦାହରଣ ଏବେ…
ସୁଟକେସ୍ରୁ ଯୁବକଙ୍କ ମୃତଦେହ ଜବତ ମାମଲା: ସ୍ତ୍ରୀଙ୍କ ସମେତ ୩ ଗିରଫ
ଖୋର୍ଦ୍ଧା ଅଫିସ,୨୩।୧: ହରିପୁର ଜଙ୍ଗଲରୁ ରବିବାର ଏକ ସୁଟକେସରୁ ରଣପୁର ଥାନା ଲାଖପଡ଼ା ଗ୍ରାମର ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ୨ଜଣ ପୁରୁଷ ବନ୍ଧୁଙ୍କୁ ସୋମବାର ଗିରଫ କରି ପୋଲିସ…
ସିରିଜ ଦୁର୍ଘଟଣା: ୪ ଆହତ
ଖୋର୍ଦ୍ଧା ଅଫିସ,୨୩ା୧: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ସାରୁଅ ରାସ୍ତା ମଝିରେ ସୋମବାର ସିରିଜ ଦୁର୍ଘଟଣା ହୋଇଛି। ଦୁଇ ଯାତ୍ରୀବାହୀ ଅଟୋ ସହ ପିକ୍ଅପ୍ ଓ ଟାଟାଏସି ଏବଂ ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଦୁଇ ଅଟୋ, ବାଇକ…
ଖେଳିବାକୁ ଯାଇ ନିଖୋଜ ଥିଲେ ଛାତ୍ର, କୂଅରୁ ମିଳିଲା ମୃତଦେହ
ଖୋର୍ଦ୍ଧା ଅଫିସ,୨୨ା୧: ସୋମବାର କୂଅ ଭିତରୁ ନାବାଳକ ଛାତ୍ରଙ୍କ ମୃତଦେହ ମିଳିଛି। ଖୋର୍ଦ୍ଧା ପୁବୁସାହି ଓଲିସିଂହ ଗ୍ରାମର ୧୧ବର୍ଷ ନାବାଳକ ଦିବ୍ୟଜ୍ୟୋତି ବେହେରାଙ୍କ ମୃତଦେହ ରବିବାର ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ମିଳିଛି। ଶନିବାର ଅପରାହ୍ନରୁ ସାଇକେଲ ଧରି…
ଯୁବକଙ୍କୁ ହତ୍ୟା କରି ସୁଟ୍କେସରେ ପୂରାଇ ଫିଙ୍ଗିଦେଲେ
ଖୋର୍ଦ୍ଧା ଅଫିସ,୨୨ା୧(.): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରୁ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଏକ ସୁଟ୍କେସରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ନାଚୁଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ରବିବାର ହରିପୁର…
୪୦୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ
ଖୋର୍ଦ୍ଧା ଅଫିସ,୨୧।୧: ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୪୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୨୬ ହଜାର ଟଙ୍କା ସହ ୨ଜଣଙ୍କୁ ପୋଲିସ ଗିରଫ କରିଛି। ପୋଲିସ ତାଙ୍କଠାରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ କରିଛି।…
Archives


