ଖୋର୍ଦ୍ଧା

ମାସେ ନ ପୁରୁଣୁ ଭୁଶୁଡିଲା ମଣ୍ଡପ କୋଠା, ଉଚ୍ଚସ୍ତରୀୟ ତଦନ୍ତ ଦାବି

ନିରାକାରପୁର, ୨୫।୭(ମାନସ ଚନ୍ଦ୍ର ପଟ୍ଟନାୟକ ):ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ଅଚୁତପୁର ପଞ୍ଚାୟତରରେ ମାସେ ହେଲା ନିର୍ମାଣ ହୋଇଥିବା ମଣ୍ଡପ କୋଠା ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ କି, ମାସକ ତଳେ ପଞ୍ଚାୟତ ଅନୁଦାନ ୧ଲକ୍ଷ ୭0ହଜାରରୁ…

ଟ୍ରକ୍‌ ପଛରେ ପିଟିହେଲା ସ୍କୁଟି: ଚାଲିଗଲା ଚାଳକଙ୍କ ଜୀବନ

ନାଚୁଣୀ, ୨୫।୭(ଦିଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଛନ୍ତି।…

୭୬ ବର୍ଷର ବରକୁ ୪୬ର କନିଆଁ

ମୋହନା,୨୫ା୭(ମନ୍ମଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ (୭୬) ଏବଂ ଭଞ୍ଜନଗର କୁଲାଡ଼ ଗ୍ରାମର ସୁରେଖା ସାହୁ (୪୬)ଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାମଚନ୍ଦ୍ର ଆଡ଼ପଡା ଗ୍ରାମର ମୂଳ ବାସିନ୍ଦା। ସେ ପୂର୍ବରୁ…

ରୋଗର ଯନ୍ତ୍ରଣା ସହି ନ ପାରି ଜୀବନ ହାରିଦେଲେ, ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି, ପୁଅ ସ୍ତବ୍ଧ

ନିରାକାରପୁର,୨୩ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ରୋଗର ଯନ୍ତ୍ରଣା ସହି ନ ପାରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ତେବେ ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ କଁପୁରପଞ୍ଚାୟତ ମଳିପ ସାହିର ବଳଭଦ୍ର ପାତାଳ ସିଂ ଓରଫ ବଳିଆ (୩୯)।…

‘ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ’

ଖୋର୍ଦ୍ଧା,୨୦ା୭(ପ୍ରଭାତ ପାଣିଗ୍ରାହୀ)ବିଭିନ୍ନ ପ୍ରସଙ୍ଗ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୪ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଗୋଟିଏ ପଟେ କ୍ୟାମ୍ପସରେ ଶାସକ ଦଳ ବିଜୁ ଛାତ୍ର ବାହିନୀ…

ଆଙ୍କୁଲାଚଟି ଠାରେ ଦୁଇ ବାଇକ୍‌ ମୁହାଁମୁହିଁ

ଚିଲିକା।୧୯।୭( ଦିଲ୍ଲୀପ କୁମାର ସ୍ବାଇଁ ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚଟି ବଜାର ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଉଭୟ ବାଇକ୍‌ ଚାଳକଙ୍କୁ ଆହତ ଅବସ୍ଥାରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।…

କମ୍‌ ବୃଷ୍ଟିପାତ: ପଛେଇଛି ଚାଷକାମ

ଖୋର୍ଦ୍ଧା,୧୭ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଏପର୍ଯ୍ୟନ୍ତ ସ୍ବାଭାବିକ ବୃଷ୍ଟିପାତଠାରୁ କମ୍‌ ପରିମାଣର ବର୍ଷା ହୋଇ ଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ପ୍ରାୟ ଜୁନ ୧୪ ବେଳକୁ ଓଡ଼ିଶାରେ ମୌସୁମୀ ଆସିଥାଏ। ଚାଷୀ ମୌସୁମୀ ଆଗମନ ପୂର୍ବରୁ…

୧୨ବର୍ଷ ହେଲା ରେଗୁଲାର ପେନ୍‌ସନ ପାଇନାହାନ୍ତି ଶିକ୍ଷକ

ଖୋର୍ଦ୍ଧା,୧୬।୭(ପ୍ରଭାତ ପାଣିଗ୍ରାହୀ)ପେନ୍‌ସନ ସମ୍ବନ୍ଧୀୟ ସମସ୍ୟାର ତ୍ୱରିତ ସମାଧାନ ଲାଗି ନିକଟରେ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଖୋର୍ଦ୍ଧା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅବସରପ୍ରାପ୍ତ କର୍ମଚାରୀ ପେନ୍‌ସନ ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡୁଥିବା…

ଡ୍ରଗ୍ସ ମାଫିଆ ସୋମନାଥଙ୍କ ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସଞ୍ଜୁ ସମେତ ୬ଗିରଫ

ଖୋର୍ଦ୍ଧା,୧୪।୭(ପ୍ରଭାତ ପାଣିଗ୍ରାହୀ): ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ହତ୍ୟାକାଣ୍ଡର ପୋଲିସ ପର୍ଦ୍ଦାଫାସ କରିଛି। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରଗ୍ସ ଓ ଖଣି ମାଫିଆ ଭାଳିଆବଡି ଅଞ୍ଚଳର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ସମେତ ୬ ଜଣଙ୍କୁ ପୋଲିସ ଗିରଫ…

କଲେଜରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ବାଣପୁର,୧୪ା୭(ଶଙ୍କର ବସ୍ତି): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡାସ୍ଥିତ ପର୍ଶୁରାମ ଜୁନିଅର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି। କଲେଜ ପରିସରରେ ଦୁର୍ବୃତ୍ତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ପଶିଥିଲେ। ଅଧ୍ୟକ୍ଷଙ୍କ କକ୍ଷ, ପ୍ରଶାସନିକ…

ଅଳିଆ ଗଦାରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ବାଣପୁର,୧୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତାପାର୍ଶ୍ୱରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ କରିଛି ବାଣପୁର ପୋଲିସ। ସୂଚନାନୁଯାୟୀ, ଆଜି ସକାଳୁ…

ବେଗୁନିଆ ଅଞ୍ଚଳରେ ମାତିଲେ ପଥର ଚାଲାଣକାରୀ

ବେଗୁନିଆ,୧୩।୭(ହରପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ କିଛିଦିନ ହେବ ମାଫିଆଙ୍କ ରାଜୁତି ବଢ଼ିଚାଲିଛି। ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଏବେ ସ୍ଥାୟୀ ତହସିଲଦାର ନାହାନ୍ତି। ତେଣୁ ଏହାର ଫାଇଦା ନେଇ ମାଫିଆମାନେ ରାଜୁତି ଚଳାଇଥିବା ବେଳେ ଅନ୍ୟପଟେ ସରକାରୀ କାର୍ଯ୍ୟରେ ଆସୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri