ଖୋର୍ଦ୍ଧା

ପାଇପରେ ୫୦ ଫୁଟର ବର ଚେର କଢାଗଲା : ୬ ମାସ ବନ୍ଦ ପରେ ଜଳଯୋଗାଣ ହେଲା ସ୍ବାଭାବିକ

ଖୋର୍ଦ୍ଧା ଅଫିସ, ୨୪।୮: ଜଟଣୀ ବ୍ଲକ ପଳାସପୁରର ପାନୀୟଜଳ ପ୍ରକଳ୍ପର ପ୍ଲାଷ୍ଟିକ ପାଇପକୁ ବରଚେର ଫଟାଇ ବଢୁଥିବାରୁ ପ୍ରାୟ ୬ ମାସ ହେଲା ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା। ତେବେ କୁମ୍ଭାରସାହି ନିକଟରେ ପାଣି ଲିକ୍‌ ହେବାରୁ…

ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା: ରାସ୍ତାରେ ଯାଉଛି ନର୍ଦ୍ଦମା ଜଳ

ଖୋର୍ଦ୍ଧା ଅଫିସ, ୨୪।୮: ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରି ନିର୍ମାଣ କରାଗଲା ଡ୍ରେନ। ଏଣୁ ବର୍ଷା ହେଲେ ବର୍ଷାଜଳ ସହ ନର୍ଦ୍ଦମା ଜଳ ରାସ୍ତା ଉପରେ ଯାଉଛି। ଠିକାଦାର ଡ୍ରେନ ନିର୍ମାଣ କରି ସରକାରୀ ଅନୁଦାନକୁ ହାତେଇ ନେଲେ। ପାଣି…

ମଦ ନିଗମ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଖୋର୍ଦ୍ଧା ଅଫିସ, ୨୩।୮: ଛଟେଇ ବନ୍ଦ କରିବା, ଲୋଡିଂ ଅନଲୋଡିଂ ଗୋଟିଏ ପେଟି ପ୍ରତି ୧ ଟଙ୍କା କରାଇବା ଓ ଦାୟିତ୍ୱ ନ ପାଇ ସବୁ କାମରେ ହସ୍ତକ୍ଷେପ କରୁଥିବା ଜଣେ ବ୍ୟକ୍ତିଙ୍କୁ ହଟାଇବା ଦାବି ନେଇ ଶୁକ୍ରବାର ପୂର୍ବାହ୍ନ ୯ଟାରୁ…

ବେଆଇନ ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଓଲଟିଲା

ବେଗୁନିଆ, ୨୩। ୮ (ଡି.ଏନ.ଏ.)- ବେଆଇନ ଭାବେ ପଥର ଖଣିରୁ ଗୁରୁବାର ବିଳମ୍ବିତ ରାତିରେ ମାଙ୍କଡା ପଥର ବୋଝେଇ କରି ପଳାଇ ଯାଉଥିବା ଏକ ମିନି ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି। ତେବେ ଚାଳକ ଜଣକ ଅଳ୍ପକେ ବର୍ତ୍ତୀ…

ବେଲପଡ଼ା ଛକ ନିକଟରେ ଦୁର୍ଘଟଣା: ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ୧ ଆହତ

ଖୋର୍ଦ୍ଧା ଅଫିସ,୨୧।୮: ୧୬ନଂ ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ଟାଙ୍ଗୀ ଅଞ୍ଚଳର ମୁନା ପାତ୍ର ଓ…

ରାସ୍ତାକଡ଼ରୁ ଉଦ୍ଧାର ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ସଦର ଥାନା ଗୁଡୁମ ବେରୁଁଆ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ତାଙ୍କ ବୟସ ୩୫ରୁ ୪୫ ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କର ପରିଚୟ ମିଳିପାରି…

ପରିବହନ ବିଭାଗ ତରଫରୁ ବେଆଇନ ବସ୍‌ ଯାଞ୍ଚ: ବିନା ଅନୁମତିରେ ଚଳାଚଳ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ

ଟାଙ୍ଗୀ(ଖୋର୍ଦ୍ଧା),୨୧।୮(ଡି.ଏନ.ଏ.)-ଭୁବନେଶ୍ୱର, ବାଲୁଗାଁ, ଆସିକା ଓ ବ୍ରହ୍ମପୁର ଅଭିମୁଖେ ବସ୍‌ଗୁଡ଼ିକ ବେଆଇନ ଭାବେ ଯାତାୟାତ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ତେଣୁ ମଙ୍ଗଳବାର ପରିବହନ ବିଭାଗ ତରଫରୁ ଯାଞ୍ଚ ଆରମ୍ଭ ହୋଇଯାଇଛି । ଖୋର୍ଦ୍ଧା ଜିଲା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡର ମୁଖ୍ୟ ମାନା ସିଂହଙ୍କ…

ବଡପାରୀରେ ଏମ୍‌ପି ଅପରାଜିତାଙ୍କୁ ନାଗରିକ ସମ୍ବର୍ଦ୍ଧନା

ଟାଙ୍ଗୀ(ଖୋର୍ଦ୍ଧା),୧୯ା୮(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପାରୀ ଗ୍ରାମସ୍ଥିତ ସିଭିଲ୍‌ ସୋସାଇଟି ତରଫରୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ରବିବାର ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି। ଷଡ଼ଙ୍ଗୀ ଗ୍ରାମରେ ପହଞ୍ଚତ୍ବା ପରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏମ୍‌ପିଙ୍କ ସହ ଭାଜପା ନେତା…

ବିଚ୍ଛିନ୍ନ ହୋଇ ରହିଛି ହିରିମୂଳ ଗାଁ: ଦାଣ୍ଡରେ ଦେଢ ଫୁଟ ପାଣି, ପିଲାଙ୍କ ପାଠପଢ଼ାରେ ଡୋରି

ଖୋର୍ଦ୍ଧା ଅଫିସ,୧୮।୮: ବନ୍ୟାଜଳ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ଆସୁଛି। ତେବେ ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ବିଚ୍ଛିନ୍ନ ହୋଇରହିଛି। ଗାଁ ଦାଣ୍ଡରେ ଦେଢ ଫୁଟ ପାଣି ଜମିିଛି। ଚତୁଃଦିଗ ଜମି ଓ ରାସ୍ତା ଉପରେ ୪ରୁ ୭ ଫୁଟ ପାଣି…

ପିକ୍‌ନିକ୍‌ ପାଇଁ ଯାଉଥିଲେ: ଗାଡ଼ି କାଚ ଭାଙ୍ଗି ସୁନା ଅଳଙ୍କାର, ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ନିରାକାରପୁର, ୧୭।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନୂଆ ଜଗନ୍ନାଥ ସଡ଼କର ଏକ ଇଟା କମ୍ପାନୀ ନିକଟରେ ଶନିବାର ଭୋର ସମୟରେ ଏକ ପିକ୍‌ନିକ୍‌ ଗାଡ଼ି କାର ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଓ…

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କଲେ ଦମ୍ପତି

ଖୋର୍ଦ୍ଧା ଅଫିସ,୧୬।୮: ଯେଉଁ ମା’ବାପା ସନ୍ତାନର ସୁଖ ପାଇଁ ନିଜକୁ ଜଳାଞ୍ଜଳି ଦେଇଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେହି ସନ୍ତାନମାନେ ସେମାନଙ୍କ କର୍ତ୍ତବ୍ୟକୁ ଭୁଲିଯାଇଥାନ୍ତି। ବାର୍ଦ୍ଧକ୍ୟରେ ଉପନୀତ ମା’ବାପାଙ୍କୁ ବୋଝ ବୋଲି ଭାବିବା ସହ ନିର୍ଯାତନା ଦେବାକୁ ମଧ୍ୟ ପଛାନ୍ତି ନାହିଁ।…

ବଢ଼ୁଛି ବନ୍ୟା ଜଳ: ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ: ଗାଁ ଦାଣ୍ଡରେ ୪ ଫୁଟର ପାଣି

ଖୋର୍ଦ୍ଧା ଅଫିସ,୧୬।୮: ହୀରାକୁଦରେ ଗେଟ ଖୋଲିବା ଦ୍ୱାରା ମହାନଦୀର ଶାଖା ନଦୀ ରାଜୁଆରେ ବନ୍ୟା ଜଳ ବଢ଼ୁଛି । ଉପର ମୁଣ୍ଡରେ ବନ୍ୟାଜଳ ହ୍ରାସ ପାଉଥିବାବେଳେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜୁଆ ନଦୀର ଜଳ ମହାନଦୀ ଓ ଚିଲିକାକୁ ନିସ୍କାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?