ବକ୍ସିଙ୍କ ନାଁରେ ନଗର, ପ୍ରତିମୂର୍ତ୍ତି ନାହିଁ
ଖୋର୍ଦ୍ଧା ଅଫିସ,୧ା୧୦: ସ୍ବାଧୀନୋତ୍ତର ଭାରତରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିଛି। ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇକ ବୀରଙ୍କ ବୀରତ୍ୱ ଗାଥାକୁ ମନେ ପକାଇବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ…
ଜେଲରେ ଥାଇ ସଙ୍ଗଠନ ଚଳାଉଛନ୍ତି ମାନସ
ଖୋର୍ଦ୍ଧା ଅଫିସ, ୩୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ମାନବବାଦ ସଙ୍ଗଠନର ସମର୍ଥକମାନେ ପୁଣି ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହି ସଙ୍ଗଠନ ପୁନର୍ବାର ସକ୍ରିୟ ହୋଇ ଉଠିଥିବା ସ୍ପଷ୍ଟ…
ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଡମ୍ପିଂୟାର୍ଡ
ଖୋର୍ଦ୍ଧା ଅଫିସ,୨୯ା୯: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି। ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ପଡୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଏବଂ ଟିକାକରଣ କେନ୍ଦ୍ର ପଛପଟେ ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଦୈନିକ ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏକ ମୁକ୍ତ…
ରାତାରାତି ମା’ ଅଁଲେଇ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଖୋର୍ଦ୍ଧା ଅଫିସ,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡା ପଞ୍ଚାୟତ ନୂଆଗାଁ ନିକଟସ୍ଥ ମା’ ଅଁଲେଇ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମା’ଙ୍କ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ମନ୍ଦିର ଭିତର…
ନାଁ ଲେଖାଇ ଦେବା ଆଳରେ ଲକ୍ଷେ ଟଙ୍କା ଠକେଇ
ବାଣପୁର,୨୮।୯(ଡି.ଏନ୍.ଏ.): କଲେଜରେ ନାଁ ଲେଖାଇ ଦେବା ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବା ପ୍ରତିଶ୍ରୁତି ଦେଇ ୧ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ସୋମବାର ବାଣପୁର ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ମନୋଜ ମହାନ୍ତି। ଅଭିଯୋଗ…
ଓ୍ବେବ୍ ପୋର୍ଟାଲ ଖବରଦାତା ଗିରଫ
ବାଣପୁର,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବିିଜ୍ଞପିତ ଅଞ୍ଚଳ ପରିଷଦର ୯ନଂ. ଓ୍ବାର୍ଡ ମୁସଲିମ ସାହି କୋଭିଡ୍ ଟିକା କେନ୍ଦ୍ରରେ ଗଣ୍ଡଗୋଳ ସହ ଟିକା ପାଇଁ ଟଙ୍କା ମାଗିବା ଏବଂ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ବାଣପୁର ପୋଲିସ ସୋମବାର ଜଣେ…
ମରାମତି ହେଉନି ଡ୍ରେନ୍ , ପଡୁନି ସ୍ଲାବ୍
ଜଟଣୀ,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ଅନେକ ସ୍ଥାନରେ ମୁକୁଳା ଡ୍ରେନ ରହିଛି। ଏଥିଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ମଇଳା ଜମା ହୋଇ କେଉଁଠି ଡ୍ରେନ ପୋତି ହୋଇଗଲାଣି ତ’ ଆଉ କେଉଁଠି ଡ୍ରେନ୍ ଥିବା ଜଣାପଡୁନାହିଁ।…
ବନ୍ୟପ୍ରାଣୀଙ୍କ ଉତ୍ପାତ: ଚିନ୍ତାରେ ଚାଷୀ
ବେଗୁନିଆ, ୨୮।୯(ଡି.ଏନ୍.ଏ): ବେଗୁନିଆ ବ୍ଲକ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟପ୍ରାଣୀଙ୍କ ଉତ୍ପାତ ଯୋଗୁ ଚାଷୀଙ୍କ ଦୁଃଖ ବଢୁଛି। ଏଥିଯୋଗୁ କିଛିବର୍ଷ ହେଲା ଧାନ ଓ ପନିପରିବା ଫସଲ ନଷ୍ଟ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ…
ଋଣ ଶୁଝିବା ଚିନ୍ତାରେ ଚାଷୀ
ଖୋର୍ଦ୍ଧା ଅଫିସ,୨୬ା୯: ବନ୍ୟାଜଳରେ ଏକ ସପ୍ତାହ ଧରି ଜଳବନ୍ଦୀ ଜୀବନ ବିତାଇଥିବା ଗ୍ରାମବାସୀଙ୍କ ଏକର ଏକର ଖରିଫ ଧାନ ଫସଲ ନଷ୍ଟ ହୋଇଯାଇଛି। ଏଥିଯୋଗୁ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଅନେକ ଚାଷୀଙ୍କ…
ଖୋର୍ଦ୍ଧାରେ ବଢୁଛି ଗୋମାଂସ ଚାଲାଣ
ଖୋର୍ଦ୍ଧା ଅଫିସ,୨୪।୯: ଖୋର୍ଦ୍ଧାରୁ ଗୋମାଂସ ଚାଲାଣ ବଢିବାରେ ଲାଗିଛି। ଏଠାରୁ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶ ପ୍ରଭୃତି ବାହାର ରାଜ୍ୟକୁ ଗୋମାଂସ ଚାଲାଣ କରାଯାଉଛି। ଏଥିରେ ଏକ ର଼୍ୟାକେଟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଗତ ସପ୍ତାହ ମଧ୍ୟରେ…
କର୍କଟରୁ ସୁସ୍ଥ ହୋଇ ପ୍ରେରଣା ଦେଉଛନ୍ତି ସ୍ବାଗତିକା
ଆଜି ଓ୍ବାର୍ଲଡ ରୋଜ୍ ଡେ’। ଏହି ଦିନଟିକୁ କର୍କଟ ରୋଗ ସହ ଲଢ଼େଇ କରୁଥିବା ଲୋକଙ୍କ ମଧ୍ୟରେ ଆଶା ଓ ଖୁସି ଭରିଦେବାକୁ ଉତ୍ସର୍ଗ କରାଯାଇଛି। ଅଧିକାଂଶ କର୍କଟ ଚିକିତ୍ସା ରୋଗୀଙ୍କ ଶରୀର ଓ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ।…
କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର
ବାରଙ୍ଗ,୨୨।୯(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ନଦୀକୂଳ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ମଙ୍ଗଳବାର ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ଝିଙ୍କରଡିହ ଗ୍ରାମର କେତେଜଣ ମହିଳା କୁମ୍ଭୀରଟିକୁ ପାଣିରେ ପହଁରୁଥିବା ଦେଖି ଭୟରେ ଫେରି ଆସିଥିଲେ।…
Archives


