କେନ୍ଦୁଝର

ଘାଟିରେ ଖସିଲା ମାଟି ଅତଡ଼ା: ଜାତୀୟ ରାଜପଥରେ…

କେନ୍ଦୁଝର,୨୪।୮(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଜୁଡ଼ିଆଘାଟି ଓ କାଞ୍ଜିପାଣି ଘାଟିରେ ଖସିଲା ମାଟି ଅତଡ଼ା। ଏନେଇ ୪୯ ନମୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଘାଟିରୁ ପଥର ଓ ମାଟି ଖସି ରାସ୍ତା ବନ୍ଦ…

ସୀତା ନଦୀ ପୋଲ ଉପରେ ପାଣି, ଢେଙ୍କିକୋଟ-ଭୀମକୁଣ୍ଡକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ବେହାଲ ହୋଇଛି। ପାଟଣା ବ୍ଲକ ନୂଆପଡ଼ା ସୀତା ନଦୀର ପୋଲ ଉପରେ ଲଗାଣ ବର୍ଷା ଫଳରେ ୩ ଫୁଟ ଉଚ୍ଚର ବର୍ଷା ଜଳ…

ହାତୀ ଦେଖିବାକୁ ଯାଇ ଦନ୍ତା ହାବୁଡ଼ରେ ପଡ଼ିଗଲେ; କାଦୁଅ ବିଲରେ କଚାଡ଼ି ବାହାର କଲା ଅନ୍ତବୁଜୁଳା; ଯୁବକ…

ପାଟଣା,୨୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଭୀମ ପୁର ଗ୍ରାମ ବିଲ ମଝିରେ ଏକ ଦନ୍ତା ଶୁକ୍ରବାର ରାତିରେ ଜଣେ ୨୨ବର୍ଷୀୟ ଯୁବକ କଚାଡି ମାରିବା ସହ ତାଙ୍କ ଅନ୍ତବୁଜୁଳା ବାହାର କରିଦେଇଛି। ମୃତକ ଜଣକ…

ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ଉପ ସଭାନେତ୍ରୀ ତିଳୋତମାଙ୍କୁ ସମ୍ବର୍ଦ୍ଧିତ …

ପାଟଣା,୨୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘପାଟଣା ତରଫରୁ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭା ଶିକ୍ଷାବିତ୍‌ ପାର୍ଥ ସାରଥି…

୧୨ ଦିନରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ, ସରକାରୀ କାର୍ଯ୍ୟ ଠପ

କେନ୍ଦୁଝର, ୨୨।୦୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜସ୍ବ ଅମଲାମାନଙ୍କ ଦଶ ଦଫା ଦାବିରେ ସାମୁହିକ ଛୁଟି ଆଜି ୧୨ ଦିନରେ ପହଞ୍ଚିଛି। ହେଲେ ଅଦ୍ୟାବଧି ଏହା ସମାଧାନ ହୋଇ ପାରୁ ନ ଥିବାରୁ ବିଭିନ୍ନ ବିଭାଗରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାର ଅସୁବିଧା…

ରାସ୍ତା ପାଇଁ ୩ ସାହିର ଲୋକେ ହନ୍ତସନ୍ତ

ପାଟଣା,୨୨ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପୋସି ଆଦର୍ଶ ସ୍କୁଲ ଛକରୁ ପାଟନାଳି ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟର ମାଟି ରାସ୍ତା ଖାଲ, ଖମା, ପାଣି କାଦୁଅରେ ଭର୍ତ୍ତି ହୋଇଛି। ଫଳରେ ନୀତିଦିନ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଥିବା…

ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା; ଶ୍ରେଣୀ କକ୍ଷରେ ରାତି କାଟିଲେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ

କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ, ଜ୍ୟୋତ୍ସ୍ନା ଦେହୁରୀ, ସ୍କୁଲ ଛୁଟି ପରେ ଭୁଲବଶତଃ ଶ୍ରେଣୀ କକ୍ଷରେ ଅଟକ ରହିଥିଲେ।…

ପାଟଣାରେ ହେବ ବୃହତ ଇସ୍ପାତ କାରଖାନା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ…

ପାଟଣା,୨୨ା୮(ବୀରକିଶୋର ଦାଶ): ଦକ୍ଷିଣକୋରିଆର ଜଣାଶୁଣା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସ୍‌ଡବ୍ଲ୍ୟୁର ମିଳିତ ସହଯୋଗରେ କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦୁଝର ଜିଲାବାସୀ୍‌ଙ୍କ ଦୀର୍ଘଦିନର ଦାବି ମୁଖ୍ୟମନ୍ତ୍ରୀ ମୋହନ…

ବିଭିନ୍ନ ଦାବି ନେଇ ଗର୍ଜିଲେ ଅଙ୍ଗନଓ୍ବାଡ଼ି ଦିଦି, ଦାବି ପୂରଣ ନ ହେଲେ…

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଗାଁରୁ ସହର ସବୁଠି ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ସଫଳ ରୂପାୟନ କରିଥାଆନ୍ତି ଅଙ୍ଗନଓ୍ବାଡ଼ିକର୍ମୀମାନେ। କିନ୍ତୁ ସରକାର ସବୁବେଳେ ଏହିମାନଙ୍କୁ ହତାଦର କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ। ଏନେଇ ଗୁରୁବାର ଜିଲାର ୩ ହଜାରରୁ ଊର୍ଦ୍ଧ୍ୱ…

ପାଟଣାରେ ମାଫିଆ ବେଲଗାମ, ବେଆଇନ ଗଛକଟାକୁ ନେଇ ଡିଏଫ୍‌ଓଙ୍କ ଚଢ଼ାଉ, ଜବତ କଲେ…

ପାଟଣା,୨୦।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବନ ବିଭାଗର ନିଷ୍କ୍ରିୟତାକୁ ନେଇ ରେଞ୍ଜ ଅଞ୍ଚଳରେ ଏବେ କାଠ ମାଫିଆ ସକ୍ରିୟ ହୋଇପଡିଛନ୍ତି। ଦିନ ଦ୍ୱିପହରରେ ମାଫିଆମାନେ ମେସିନ ଲଗାଇ ଗଛ କାଟି ନେଇ ଚାଲାଣ କରୁଛନ୍ତି। ବନ ବିଭାଗର କିଛି…

ନିଆଁରେ ପୋଡ଼ି ହୋଇଯାଇଥିଲେ ଆଦିବାସୀ ଝିଅ, ଏବେ ମିଳୁନି ଆୟୁଷ୍ମାନ ଚିକିତ୍ସା କାର୍ଡ, ସରକାର ଚାହିଁଲେ…

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁଇ ବର୍ଷ ତଳେ ଶୀତ ଋତୁରେ ନିଆଁ ପୁଇଁ ହେଉଥିବା ବେଳେ ନିଆଁରେ ପୋଡ଼ି ହୋଇ ଆହତ ହୋଇ ଶାରୀରିକ ଭିନ୍ନକ୍ଷମ ହୋଇଥିବା ଜଣେ ୮ ବର୍ଷର ଆଦିବାସୀ ଝିଅ ଏବେ ଅର୍ଥାଭାବରୁ ଅପରେଶନ ହୋଇ ପାରୁ…

‘ବେକାରୀ ଦୂରୀକରଣ ପାଇଁ କର୍ମ ନିୟୋଜନ ଉପରେ ଜୋର୍‌ ଦେଇଥିଲେ ରାଜୀବ ଗାନ୍ଧୀ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଯୁବକମାନଙ୍କ ଉନ୍ନତି ଲାଗି ଅନେକ ପଦକ୍ଷେପ ନେଇଥିଲେ। ବେକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?