କେନ୍ଦୁଝର

୩୦ଟିକିଆ ବଣୁଆ ହାତୀ ପଲ ଭାଙ୍ଗିଲେ ୪ଘର

ପାଟଣା,୧୩।୧୦(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ରେ ୩୦ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ରବିବାର ବିଳମ୍ବିତ ରାତିରେ ହାତୀପଲ ପାଟଣା ରେଞ୍ଜର କେନ୍ଦୁଆପଡା,ବାଲିବନ୍ଧ,ଝାଲିଆପଡା ଏବଂ ଟାଙ୍ଗରପଡା ଗ୍ରାମରେ ଆତଙ୍କ ଖେଳାଇବା ସହ ଏକ ଗୋଠଛଡ଼ା ଦନ୍ତା ୪…

ଟାପୁରେ ଫସିଲେ ୩୦ ହାତୀ, ଦେଖିବାକୁ ନଦୀକୂଳରେ ଲାଗିଛି ପ୍ରବଳ ଭିଡ଼

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୈତରଣୀ ଟାପୁରେ ଫସିଛନ୍ତି ୩୦ ହାତୀ। ବୈତରଣୀ ନଦୀ ପାର ହୋଇ କେନ୍ଦୁଝରରୁ ମୟୂରଭଞ୍ଜ ଜିଲାକୁ ଯାଉଥିବା ବେଳେ ଲୋକଙ୍କ ଘେରାଉ କାରଣରୁ ମଝିରେ ଏକ ଟାପୁରେ ଅଟକି ଯାଇଛନ୍ତି। ସେମାନଙ୍କୁ ଦେଖିବାକୁ ନଦୀକୂଳରେ ଭିଡ଼ ଜମିଛି।…

ଟାପୁରେ ଫସିଛନ୍ତି ୩୦ ଟିକିଆ ବଣୁଆ ହାତୀପଲ: ସ୍କୁଲ ଘର ଭାଙ୍ଗିଲା ଗୋଠଛଡା ଦନ୍ତା

ପାଟଣା,୧୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇ ଟାଙ୍ଗିରି ସେକ୍ସନ ବୈତରଣୀ ନଦୀର ୩ ଧାରିଆ ଟାପୁରେ ଶୁକ୍ରବାର ବିଳମ୍ବିତ ରାତ୍ରିରୁ ୩୦ ଟିକିଆ ବଣୁଆ ହାତୀପଲ ଅଟକି ରହିଛନ୍ତି । ନଦୀର ଉଭୟ ପାର୍ଶରେ ପ୍ରଖର ସ୍ରୋତ…

ଋଣଭାର ହେଲା କାଳ: ଶେଷକୁ ଆକାଶିଆ ଗଛରେ…

ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ଋଣ ଭାର ସହି ନ ପାରି ଜଣେ ଯୁବକ ଶୁକ୍ରବାର ସକାଳୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରଠାରୁ କିଛି ଦୁରରେ ଏକ ଆକାଶିଆ ଗଛରେ ରଶି…

ଏମ୍‌ଓୟୁ ରଦ୍ଦ ଦାବିରେ ରାସ୍ତା ଅବରୋଧ

ପାଟଣା,୧୦ା୧୦: କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରୁଥିବା ଜିନ୍ଦଲ, ପୋସ୍କୋ ପ୍ରତିରୋଧ ମଞ୍ଚ ପକ୍ଷରୁ ପ୍ରଭାବିତ ୧୨ଟି ଗ୍ରାମର ପୁରୁଷ ମହିଳା ଜିନ୍ଦଲ, ପୋସ୍କୋ ସହ ଷ୍ଟିଲ୍‌ ପ୍ଲାଣ୍ଟ ହୋଇଥିବା ଏମ୍‌ଓୟୁ ରଦ୍ଦ…

ଡକାୟତି ଉଦ୍ୟମ ବେଳେ ମହାକାଳ ଗ୍ୟାଙ୍ଗର ୯ ଗିରଫ, ୫ ପିସ୍ତଲ ସହ ମାରଣାସ୍ତ୍ର ଜବତ

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଂଚଳରେ ଡକାୟତି ଉଦ୍ୟମ ବେଳେ କେନ୍ଦୁଝର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏସପି ନିତିନ କୁଶଲକର ଏକ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି।…

ପାଟଣାର ସାମାଜିକ କର୍ମୀ ରାହସ ବିହାରୀଙ୍କ ବିୟୋଗ, ଶୋକବ୍ୟକ୍ତ କଲେ…

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଦୁର୍ଗାଦେଇପୁର ଶାସନର ଜଣା ଶୁଣା ଧର୍ମପରାୟଣ ଓ ସାମଜିକ କର୍ମୀ ରାହସ ବିହାରୀ ଦାଶ ଙ୍କ ବୁଧବାର ସକାଳ ୮ ଟାରେ ରେ ବିୟୋଗ ଘଟିଛି । ମୃତ୍ୟୁ ବେଳେକୁ…

ଚ୍ୟାଲେଞ୍ଜ ସୃଷ୍ଟି କରିଛି ବନ୍ୟପ୍ରାଣୀଙ୍କ ସୁରକ୍ଷା: ହାତୀ-ମଣିଷ ସହାବସ୍ଥାନକୁ ନେଇ ଆଲୋଚନା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାର୍କ ଲାଇନସ୍ଥିତ ଅଡିଟରିଅମରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ହାତୀ ଓ ମଣିଷ ସହାବସ୍ଥାନ ସମ୍ପର୍କରେ ଆଲୋଚନା ହୋଇଛି। ଅତିଥି ଭାବେ ତେଲକୋଇ ବିଧାୟକ ଡକ୍ଟର ଫକୀର ଚରଣ ନାୟକ, କେନ୍ଦୁଝରଗଡ଼ ପୋରାଧ୍ୟକ୍ଷା ନିକୁ ସାହୁ,…

ସ୍ତ୍ରୀ ସାଜିଲା ସଇତାନ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିବାକୁ ରଚିଥିଲେ ଷଡଯନ୍ତ୍ର, ଦୁର୍ଗା ପୂଜା ରାତିରେ…

ପାଟଣା,୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାର ପଡ଼ା ବ୍ଲକ ମୁଖ୍ୟାଳୟରୁ ମାଟିଆ ଗୁନିକୁ ସଂଲଗ୍ନ କରୁଥିବା ରାସ୍ତାର ସାହାର ପଡ଼ା କଲେଜ ସମ୍ମୁଖ ରାସ୍ତା କଡ ବିଲରୁ ଜଣେ ବ୍ୟକ୍ତଙ୍କ ମୃତଦେହ ମିଳିଛି। ସେ ହେଲେ ମୟୂରଭଞ୍ଜ…

ମହୁମାଛି ଆକ୍ରମଣରେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ଜ୍ବାଇଁ ମୃତ, ମହୁ ସଂଗ୍ରହ କରିବାକୁ ଯାଇଥିବାବେଳେ ହଠାତ୍‌…

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ବୈତରଣୀ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ଭୂୟାଁ ଆଦିବାସୀ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିରୋ ସାଆନ୍ତ (୫୫)। ସେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ବଡ ଜ୍ବାଇଁ ବୋଲି…

ଉପ-ଡାକଘରୁ ବଡ଼ ଧରଣର ଚୋରି

କେନ୍ଦୁଝର,୪।୧୦: କେନ୍ଦୁଝର ଜିଲା ଚମ୍ପୁଆ ଉପ-ଡାକଘରୁ ଏକ ବଡ଼ଧରଣର ଚୋରି ହୋଇଛି। ଦୁବୃର୍ତ୍ତମାନେ ଡାକଘର ପଛ ପଟ କବାଟ ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି। ଚୋର ଦଳ ଡାକଘର ଆଲମାରି ଭାଙ୍ଗି ନଗଦ ଟଙ୍କା ସହ ସିସିଟିଭି ଡିଭିଆର୍‌ ମଧ୍ୟ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଘର ବାରଣ୍ଡାରେ ଶୋଇଥିବାବେଳେ ମୁଣ୍ଡକୁ ହାଣି ହତ୍ୟା

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ ଅନ୍ତର୍ଗତ ମେଦିନିପୁର ଗ୍ରାମରେ ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ହାଣି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?