କେନ୍ଦୁଝର

ଆରମ୍ଭ ହେଲା ଫୁଟବଲ ଟୁର୍ନାମେଣ୍ଟ: ଜାଣନ୍ତୁ ଯୋଗ ଦେଇଛନ୍ତି ଏହି ସବୁ ବଡ଼ ଦଳ…

ପାଟଣା,୨୮।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ଗୋଡିପଖରୀ ଗ୍ରାମର ଜୀବନଦୀପ କ୍ଲବ ଆନୁକୁଲ୍ୟରେ ରବିବାର ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ,…

ବାପଘରକୁ ଯିବା ପାଇଁ ସ୍ବାମୀଙ୍କୁ ମାଗିଲେ ଗାଡ଼ିଭଡ଼ା, ନ ଦେବାରୁ ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି

ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଖଡ଼ିକାପଦା ପଞ୍ଚାୟତ ଗୋହିରା ସାହି ଜଙ୍ଗଲ ନିକଟରେ ଥିବା ମହୁଲ ଗଛରୁ ରବିବାର ସକାଳୁ ପାଟଣା ପୋଲିସ ଜଣେ ୧୯ ବର୍ଷୀୟା ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ…

ଝିଅ ଘରକୁ ବୁଲିବାକୁ ଆସିଥଲେ ମା’ : ଏମିତି ହେଲା ଏକାବେଳକେ ଆଖିବୁଜିଦେଲେ…

ପାଟଣା,୨୮।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ମା’ ଝିଅ ଘର ଅଗଣା ତଳେ ଶୋଇଥିବ ବେଳେ ଚିତି ସାପ କାମୁଡାରେ ୨ଜଣଙ୍କ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବଡବିଲ…

କେହି ନ ଥିବା ବେଳେ ଘରେ ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର: ଆସିଲା ବଡ଼ ରାୟ

କେନ୍ଦୁଝର,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର କରି ଶନିବାର ରାୟ ପ୍ରକାଶ କରିଛନ୍ତି। ବିଚାରପତି ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଡ ଗମ୍ପାରିଆ ଗ୍ରାମର ଅଭିଯୁକ୍ତ ଦୁସା ମୁଣ୍ତା(୩୦)ଙ୍କୁ…

ମିଳିଲା ପରିଶ୍ରମ ଫଳ: ଓସିଏସ୍‌ ପରୀକ୍ଷାରେ ହାଟଡ଼ିହୀରୁ ୨ କୃତକାର୍ଯ୍ୟ

ବଉଳା/ ହାଟଡିହୀ,୨୭ା୯(ଦୁର୍ଗା ପ୍ରସାଦ ଆୟଚ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ୨ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ନୂଆରମ୍ପାସ ଗ୍ରାମର ବୀତିହୋତ୍ର ନାୟକ ଓ ଶାଲଣୀଆଁ ଗ୍ରାମର ଜଗନ୍ନାଥ ସା ସଫଳତା ଅର୍ଜନ କରିଥିବା…

କେନ୍ଦୁଝରର ୨ ଯୁବ ଭୂବୈଜ୍ଞାନିକ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ

ପାଟଣା ,୨୬ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲାର ୨ ଭୂତତ୍ତ୍ୱବିତ୍‌ ରାଷ୍ଟ୍ରୀୟ ଭୂ-ବିଜ୍ଞାନ ପୁରସ୍କାର ପାଇଛନ୍ତି। ଦେଶରେ ମୋଟ ୨୨ ଜଣ ଭୂତତ୍ୱବିତ ଏହି ପୁରଷ୍କାର ପଇଥିବା ବେଳେ କେନ୍ଦୁଝରରୁ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ହରମନ ମହାନ୍ତ ଭୂବିଜ୍ଞାନ କ୍ଷେତ୍ରରେ ସେମାନଙ୍କର…

ମାଛ ତରକାରୀ ଖାଇଥିଲେ ଯାଆଁଳା ଭାଇ, ଜଣଙ୍କ ଜୀବନ ଗଲା, ଆଉ ଜଣେ…

ବାସୁଦେବପୁର,୨୫ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତର ନଟାପଢ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଛ ତରକାରୀ ଖାଇଥିବା ଦୁଇ ଯାଆଁଳା ଭାଇଙ୍କ ମଧ୍ୟରୁ ଗୁରୁବାର ସକାଳେ ସୁଜିତ ବନ୍ଧ(୩) ନାମକ ଶିଶୁପୁତ୍ରର…

ପୋଲିସ ଜୁଲୁମକୁ ବିରୋଧ: ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଚେତାବନୀ

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ନିର୍ମାଣ ପ୍ରତିଷ୍ଠାକୁ ନେଇ ପ୍ଲାଣ୍ଟ ବିରୋଧୀ ଓ ସପକ୍ଷବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସର୍ବଦା ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି। ରବିବାର ସକାଳେ ଅଚାନକ…

ଚୋରାଚାଲାଣ ସମୟରେ ଉଦ୍ଧାର ହୋଇଥିବା ମଇଁଷିକୁ ନେଇ ଯାଉଥିବାବେଳେ ପୋଲିସକୁ ଦେଖାଇଲେ ବନ୍ଧୁକ, ଆଉ ତା’ପରେ…

ପାଟଣା,୨୨।୯(ବୀର କିଶୋର ଦାଶ): ଗତ ୨୦ ତାରିଖରେ ଠାକୁରମୁଣ୍ଡା ଥାନାରୁ ଜବତ ପିକଅପ ଭ୍ୟାନରେ ୬ ମଇଁଷିକୁ ନେଇ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଜନଗର ନନ୍ଦିନୀ ଗୋଶାଳାକୁ ଅଣାଯାଉଥିବା ସମୟରେ ପୋଲିସକୁ ପିସ୍ତଲ ଦେଖାଇ ୨ ଗିରଫ ହୋଇଛନ୍ତି। ରାଜନଗର…

ଶୁଣ୍ଢରେ ଟେକି ଯୁବକଙ୍କୁ କଚାଡ଼ିଲା ହାତୀ…

କେନ୍ଦୁଝର,୨୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନାୟାକୋଟ ଥାନା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଦଅଁଳା ଗ୍ରାମର ଗୋବିନ୍ଦ ମୁଣ୍ଡାଙ୍କ ପୁଅ ସୁନିଆଁ ମୁଣ୍ଡା(୨୫)। ମିଳିଥିବା ସୂଚନା ମୁତାବକ,…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଘରେ ପଶି ସ୍ବାମୀଙ୍କୁ ହାଣି ମାରିଦେଲେ ଦୁର୍ବୃତ୍ତ

ଆନନ୍ଦପୁର,୨୧ା୯(ସୁଶାନ୍ତ କୁମାର ସାହୁ): ଶୋଇଥିବା ସମୟରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ହାଣି ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ। ମୃତକ ଜଣକ ହେଲେ…

ପାୱାରଟିଲରରେ କରୁଥିଲେ ହଳ ଗୋଡରେ ପଶିଲା ଲୁହା: ଜଣଙ୍କ ପରେ ଜଣେ ମାରଲେ ଫେଲ୍‌ , ପରେ…

ପାଟଣା,୨୦।୯(ବୀର  କିଶୋର ଦାଶ ): ଗୋଡ଼ରେ ପଶିଲା ପାଓ୍ବାରଟିଲର ଲୁହା। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସରାସୋକାଲା ପଞ୍ଚାୟତର ଜିଆଣି ସାହିରେ। ଶନିବାର ଅପରାହ୍ନରେରେ ବଗିଚାରେ ପାୱାରଟିଲରରେ ହଳ କରୁଥିବା ସମୟରେ ଜଣେ ଯୁବକଙ୍କ ଡାହାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri