ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର,୯ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସଂକ୍ଷିପ୍ତ ଗସ୍ତରେ କେନ୍ଦୁଝରକୁ ଆସିବାର କାର୍ଯ୍ୟକ୍ରମ ରହିଛି। ରବିବାର ୧୦ଟା୧୦ରେ ଧରଣୀଧର ମେଡିକାଲ କଲେଜରେ ଆୟୋଜିତ ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍ଏ)ର ୭୪ତମ ବାର୍ଷିକ ରାଜ୍ୟ ସମ୍ମିଳନୀରେ...
କୋଟିକୋଟି ଟଙ୍କା ହେର୍ଫେର୍ ଅଭିଯୋଗ: ୨ ଗିରଫ
କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍। କୋଟି କୋଟି ଟଙ୍କାର ହେରଫେର ନେଇ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ...
ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ
କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି। ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର...
ଭାଜପା ସରକାର ଉପରେ ବର୍ଷିଲେ ବିଜେଡିର ଆଗଧାଡ଼ି ନେତା, କହିଲେ…
ପାଟଣା,୮ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି କର୍ମକର୍ତ୍ତା ବୈଠକ ଶନିବାର ରାଜନଗର ମଠପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଜୟ ନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ପାଟଣା ବିଧାୟକ...
ନବନିର୍ବାଚିତ ସଭାପତିଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା: ସଂଗଠନକୁ ସୁଦୃଢ଼ କରିବାକୁ ସୁକଦେବଙ୍କ ଆହ୍ବାନ
ପାଟଣା,୮।୨(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରେ ଶନିବାର ଜିଲା ଭାଜପା ସଭାପତି ସୁକଦେବ ମହାନ୍ତଙ୍କୁ ପାଟଣା ବ୍ଲକ ଛକରୁ ଶୋଭାଯାତ୍ରାରେ ନିଆଯାଇଥିଲା। ଏହାପରେ ଭାଜପା ପକ୍ଷରୁ ସଅଁରାପଶି ପଡିଆରେ ସମ୍ବର୍ଦ୍ଧନା ସଭାରେ ଦଳର ଚ୍ଛାମୁଆ ନେତାମାନେ ପୁଷ୍ପଗୁଚ୍ଛ ଉତ୍ତରୀୟ...
ମୁଖ୍ୟମନ୍ତ୍ରୀଙ୍କ ଭାଷଣବେଳେ ଉଠିଗଲେ ଲୋକେ: ରାଜନୈତିକ ବାତାବରଣ ଉଷ୍ମ
ହାଟଡ଼ିହୀ, ୭l୨(ଶୁଭକାନ୍ତ ନାୟକ):ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା। ବିଡିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏମ୍ପି ପ୍ରତିନିଧି ଜ୍ଞାନ ରଞ୍ଜନ...
Kendujhar: କଷ୍ଟ ସହି ନ ପାରି ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ
ଆନନ୍ଦପୁର,୬।୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାଇଲେସିସ କଷ୍ଟ ସହି ନ ପାରି ଜଣେ ରୋଗୀ ମେଡିକାଲ ଛାତ ଉପରୁ ଡେଇଁ ଜୀବନ ହାରିଛନ୍ତି। ମିଳିଥିବା ସୂଚନା...
ବିଭିନ୍ନ ଦାବି ନେଇ ସ୍କୁଲ ଗେଟ୍ରେ ତାଲା: ଧାରଣାରେ ବସିଲେ ଛାତ୍ରୀଛାତ୍ର
ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହରପଡା ବ୍ଲକ କୁଣ୍ଡଳା ପଞ୍ଚାୟତ ମୁଖ୍ୟାଳୟ ଏମ କେ(ମିରିଖୋଜୀ କୁଣ୍ଡଳାଉଚ୍ଚ ବିଦ୍ୟାଳୟ) ହାଇସ୍କୁଲ କୁଣ୍ଡଳା ଗେଟ ସମ୍ମୁଖରେ ଗୁରୁବାର ସକାଳୁ ନବମ ଦଶମ ଶ୍ରେଣୀର ୬୮ ଛାତ୍ରୀଛାତ୍ର ଗେଟରେ ତାଲା ପକାଇ ଧାରଣାରେ...
ପଞ୍ଚାୟତରୁ ନଳକୂପ ମରାମତି କ୍ଷମତା କାଢି ନେବାରୁ ଆପତ୍ତି ଉଠାଇଲେ ସରପଞ୍ଚ
ପାଟଣା,୬।୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ପିଆରଆଇ ମେମ୍ବରମାନଙ୍କୁ ନେଇ ବର୍ଷ ୨୦୨୫ ନିମନ୍ତେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଛି। ତେବେ ୨୦ଟି ପଞ୍ଚାୟତର ପାନୀୟ ଜଳ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିବା...
‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରୁ ସୁଫଳ ପାଇବ ପାଟଣା ନିର୍ବାଚନ ମଣ୍ଡଳୀ: ବିଧାୟକ
ପାଟଣା,୫।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦଘାଟନୀ ସମାରୋହ ଭିଡିଓ କନଫରେନି୍ସଂ ମାଧ୍ୟମରେ ପ୍ରଦର୍ଶିତ...
ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥାପ୍ରସ୍ତାବ: ୧୪ରେ ଭୋଟ ଗଣତି
ପାଟଣା,୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଜାନୁଆରୀ ୪ ତାରିଖରରେ ଅନାସ୍ଥା ପ୍ରସ୍ତାବପାଇଁ ବ୍ଲକ ସଭାଗୃହରେ ଭୋଟ ହୋଇଥିଲା। ୩୫ଜଣ ସଭ୍ୟ ଭୋଟ କେନ୍ଦ୍ରକୁ ଆସିଥିବା ବେଳେ ୩୪ ଜଣ ବୋଟ...
କାର୍ଯ୍ୟରେ ଯୋଗଦେଲେ କେନ୍ଦୁଝର ଅତିରିକ୍ତ ଜିଲାପାଳ
କେନ୍ଦୁଝର,୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ସୋମବାର ପୂର୍ବାହ୍ନରେ କେନ୍ଦୁଝରର ଅତିରିକ୍ତ ଜଲାପାଳ (ରାଜସ୍ବ) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ପ୍ରଧାନ କେନ୍ଦ୍ରାପଡ଼ା ଉପଜିଲାପାଳ ଭାବେ ଦକ୍ଷତାର...
Archives


