କେନ୍ଦୁଝର

କ୍ୱାରାଣ୍ଟାଇନକୁ ଗଲେ ୪୭ ଶ୍ରମିକ

ଚମ୍ପୁଆ, ୨।୫(ଡି.ଏନ.ଏ.)-ଚମ୍ପୁଆ ଦେଇ ଝାଡଖଣ୍ଡ ଯାଉଥିବା ୪୭ ଜଣ ଶ୍ରମିକଙ୍କୁ ଶନିବାର ଚମ୍ପୁଆ ପ୍ରଶାସନ ଓ ପୋଲିସ ପ୍ରଶାସନ ଉଦ୍ଧାର କରି କ୍ୱାରାଣ୍ଟାଇନ ହୋମରେ ରଖିଥିବା ଜଣାପଡିଛି। ସୂଚନା ଅନୁସାରେ ୧ ତାରିଖ ସକାଳ ସମୟରେ ସାଇକେଲ ଯୋଗେ ୨୨ଜଣ ଓ…

ଘର ଘର ବୁଲି ସଚେତନ କରୁଛନ୍ତି ସରପଞ୍ଚ

ହାଟଡ଼ିହୀ, ୨।୫(ଡି.ଏନ୍‌.ଏ.)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହାଟଡ଼ହୀ ପଞ୍ଚାୟତ ସରପଞ୍ଚ ଅନସୂୟା ସେଠୀ ଘରକୁ ଘର ବୁଲି କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ବାହାରକୁ ଗଲେ ମାସ୍କ ପିନ୍ଧିବା, ପୁରୁଷ ଲୋକମାନେ ଘରକୁ ଫେରିବା ସମୟରେ ସାବୁନରେ ହାତ ଧୋଇ…

ସୁରଟରୁ ହାଟଡିହୀକୁ ଫେରୁଛନ୍ତି ୪୫ଜଣ ପ୍ରବାସୀ ଓଡ଼ିଆ

ହାଟଡିହୀ, ୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୪୫ଜଣ ପ୍ରବାସୀ ଓଡ଼ିଆ ସୁରଟରୁ ଫେରୁଛନ୍ତି। ଗତ ଏପ୍ରିଲ ୩୦ ତାରିଖରୁ ଗୁରୁବାର ନିଜସ୍ବ ଖର୍ଚ୍ଚରେ ସେମାନେ ଏକ ବସ୍‌ ଭଡା କରି ଶନିବାର ଦିନ ପହଞ୍ଚିବେ ବୋଲି ଜଣାପଡିଛି। ଏହି ବସରେ…

ଗୋରୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ, ପୋଲିସର ତଦନ୍ତ ଆରମ୍ଭ

ଆନନ୍ଦପୁର,୨। ୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ହୁଡ଼ି ସାହିରେ ଏକ ଜିଅନ୍ତା ଗୋରୁକୁ ହତ୍ୟା କରିବା ଓ କାଟିବା ଅଭିଯୋଗରେ ଶୁକ୍ରବାର ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବାଉଁଶଗଡ଼ ଗ୍ରାମର ଜଗନ୍ନାଥ ବେହେରା ଏବଂ…

କାଳବୈଶାଖୀରେ ଘର ଉପରେ ଗଛ ଉପୁଡ଼ିଲା

କେନ୍ଦୁଝର,୧ା୫(ସ୍ବ.ପ୍ର.):କାଳବୈଶାଖୀର ପ୍ରଭାବରେ ଶୁକ୍ରବାର ଅପରାହ୍ନରେ ଜୋରରେ ପବନ ବୋହିବାରୁ ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଗ୍ରାମରେ ଜଣଙ୍କ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ହଠାତ ବହୁ ଜୋରରେ ପବନ ମାଡ଼ିଆସିବାରୁ ଏକ ବିରାଟ ଲିମ୍ବ ଗଛ ଉପୁଡ଼ି ପଡିଯିବାରୁ ଉକ୍ତ ଗ୍ରାମର…

ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା

କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ ୩ଘଟିକା ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ବୀରବର ଜୁଆଙ୍ଗଙ୍କ ଗୋଟିଏ…

ବଜ୍ରପାତରେ ଜଣଙ୍କ ଜୀବନଗଲା

କେନ୍ଦୁଝର,୧ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଇଦାନକେଲ ଗ୍ରାମର କୁବେର ବେହେରା(୪୦)। ଶୁକ୍ରବାର ସେ ନିକଟସ୍ଥ ମଇଦାନକେଲ ଜଙ୍ଗଲକୁ ବଳଦ ଚରାଇବାକୁ ଯାଇଥିଲେ। ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇଥିଲା।…

୩୮ ୟୁନିଟ୍‌ ରକ୍ତ ସଂଗୃହୀତ

ପାଟଣା,୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଶୁକ୍ରବାର ବ୍ଲକ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣ ସକାଶେ ଏବେ ଲକ ଡାଉନ ସମୟ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣା,୧।୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ସହ ଦେଶ ଓ ରାଜ୍ୟ ଲଢେଇ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପାଟଣା ସ୍ଥିତ ବୈତରଣୀ ମହିଳା ମିଶନ ଶକ୍ତିର ସଦସ୍ୟାମାନେ ଆର୍ଥିକ ସହାୟତା ଦେଇଛନ୍ତି। ବ୍ୟାଙ୍କ ଅଫ ଇଣ୍ଡିଆ ସ୍ବାମପାଟଣା ବ୍ରାଞ୍ଚ ଜରିଆରେ ମୁଖ୍ୟମନ୍ତ୍ରୀ…

ବଜ୍ରପାତରେ ଜଳିଗଲା ବୃଦ୍ଧାଙ୍କ ଘର: ୯ ଛେଳି, ୧୨ କୁକୁଡା ଜୀବନ୍ତ ଦଗ୍ଧ

ହାଟଡ଼ିହୀ,୧/୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ବାଲିବରେଇ ପଞ୍ଚାୟତ ବଧଗଡ଼ିଆ ଗ୍ରାମ ମହାକୁଡ଼ ସାହିରେ ବଜ୍ରପାତରେ ବିଧବା ବୃଦ୍ଧା ଯମୁନା ହୋତାଙ୍କ ୩ ବଖରା ଘର ପୋଡିଯାଇଛି। ଅଗ୍ନିକାଣ୍ଡରେ ଯମୁନାଙ୍କର ୯ଟି ଛେଳି, ୧୨ଟି କୁକୁଡ଼ା ସମେତ ବ୍ୟାଙ୍କ ପାସ୍‌ ବହି,…

ନନ୍ଦିପଦା ଥାନା ଅଧିକାରୀଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ

ହାଟଡ଼ିହୀ, ୩୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନନ୍ଦିପଦା ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ମହାନ୍ତିଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଉପଢ଼ୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କରୋନା ମୁକାବିଲା…

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା

ହାଟଡିହୀ,୩୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡିମିରିଆ ଗ୍ରାମରେ ଗୁରୁବାର ରାତିରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁବାଷ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଖଗେଶ୍ୱର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କର ୧୨ ବଖରା ଘର ଜଳିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?