ଶୌଚ ହେବାକୁ ଯାଇ ଆଉ ଫେରିଲେନି ଢାବା କର୍ମଚାରୀ
ପାଟଣା,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କୋଲକାତା ଜାତୀୟ ରାଜପଥର ହାତିବାରୀ ନିକଟରେ ବୁଧବାର ଅଜଣା ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଥାନା ଯାମଦା ଗ୍ରାମର…
ଭଙ୍ଗା ଘରେ ବିତୁଛି ଜୁଆଙ୍ଗ ଜନଜାତିଙ୍କ ଜୀବନ
କେନ୍ଦୁଝର, ୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୁରାତନ ଜନଜାତି ହେଉଛନ୍ତି ଜୁଆଙ୍ଗ। ଜୁଆଙ୍ଗଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୧୯୭୮ ମସିହାରେ ଗଠନ ହୋଇଛି ଜୁଆଙ୍ଗ ଉନ୍ନୟନ ସଂସ୍ଥା (ଜେଡିଏ)। ଏହା ମାଧ୍ୟମରେ…
ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର
କେନ୍ଦୁଝର,୨୧।୯(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଏକ ସାଙ୍ଗରେ ତାଙ୍କର ଘଟଗାଁ, ରିମୁଳି ଓ କେନ୍ଦୁଝର ସ୍ପଞ୍ଜ କଲୋନୀସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ…
ଭୋଜି ବେଳେ ମହୁମାଛି ଆକ୍ରମଣ
ପାଟଣା,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବେଗେନା ଗ୍ରାମରେ ମହୁମାଛି ଆକ୍ରମଣରେ ୭ଜଣ ଗୁରୁତର ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଜନ୍ମେଜୟ ସେଠୀଙ୍କ ମା’ଙ୍କ ଏକାଦଶାହ କାର୍ଯ୍ୟ ଉପଲକ୍ଷେ ରୋଷେଇ କାର୍ଯ୍ୟ ହେଉଥିଲା। ସେତିକବେଳେ ଚୁଲିରୁ…
ପରଲୋକରେ ପାଟଣାର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା
ପାଟଣା,୧୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କର ଶନିବାର ପାଟଣା ବ୍ଲକ ଚାକୁଣ୍ଡାପାଳସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ। ସେ…
ପୋଲରେ ଖାଲ: ଯାତାୟାତ ଠପ୍
କେନ୍ଦୁଝର,୧୭।୯(ସ୍ବ.ପ୍ର.): ମୁମ୍ବାଇ-କୋଲକାତା ଏନ୍ଏଚ୍ ୪୯ ସ୍ଥାନୀୟ ଶଙ୍କରପୁର ନିକଟ ଅରଡେଇ ନଦୀ ଉପରେ ଥିବା ପୁରୁଣା ପୋଲରେ ଖାଲ ସୃଷ୍ଟି ହୋଇଛି। ଏ ନେଇ ଯାତାୟାତ ଠପ୍ ହୋଇଯାଇଛି। ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ…
ରାତିରେ ଖାଇସାରି ଶୋଇବାକୁ ଯାଇଥିଲେ, ହେଲେ ସକାଳୁ…
ପାଟଣା,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଜଣେ ଅବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରାଯାଇଛି। ସେ ହେଲେ ଚିତ୍ରସେନ ନାଏକ (୩୦)। ଗୁରୁବାର ରାତିରେ ଶୋଇବାଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।…
ଲଗାଣ ବର୍ଷାରେ ତେଲ ନଦୀ, ଗୋହିରା ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ
ପାଟଣା,୧୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଲଗାଣ ବର୍ଷା ଫଳରେ ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ସାହାରପଡ଼ା ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଗୋଜାପଥର ନିକଟରେ ଗୋହିରା ନାଳ ପୋଲ ଉପରେ…
ଧରାପଡ଼ିଲେ ମାଓବାଦୀ ଶେଖର
ତେଲକୋଇ, ୧୪।୯(ଡି.ଏନ.ଏ.): ଫେରାର ଥିବା ମୋଷ୍ଟୱାଣ୍ଟେଡ୍ ମାଓବାଦୀ ଶେଖରଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରି କେନ୍ଦୁଝର ଜିଲା ତେଲକୋଇ ପୋଲିସ କୋର୍ଟଚାଲାଣ କରିଛି। ଏ ନେଇ ସ୍ପଷ୍ଟ କରିଛନ୍ତି ତେଲକୋଇ ଓଆଇସି ଅମିତାଭ ଦାଶ। ପୋଲିସ ସୂଚନା ଅନୁଯାୟୀ, ଶେଖର କଳିଙ୍ଗନଗର…
ଭିମାପଡା କାଞ୍ଝାଝରି ନଦୀର ପୋଲ ଉପରେ ୪ ଫୁଟ ବନ୍ୟାଜଳ: ଯୋଗାଯୋଗ ବିଛିନ୍ନ
ପାଟଣା,୧୪।୯(ସ୍ବ. ପ୍ର.): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛିା ଏ ନେଇ ବେଳେ ମଙ୍ଗଳବାର ସକାଳୁ ପାଟଣା କେନ୍ଦୁଝର ରାସ୍ତାର ଭିମାପଡା କାଞ୍ଝାରୀ ନଦୀର ପୋଲ ଉପରେ ୪ ଫୁଟରୁ ଊଦ୍ଧର୍ବ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି…
ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ : ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ତେଲକୋଇ,(ସ୍ବ.ପ୍ର.): ତେଲକୋଇ ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ନଦୀ ଏବଂ ନାଳରେ ବନ୍ୟା ଜଳ ପୋଲ ଉପରେ ପ୍ରବାହିତ ହେଉଛି। କରଦାଙ୍ଗି ଗାଁ ଘୁରୁଡିଆ ନାଳ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ ପ୍ରବାହିତ…
କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ରାଜ୍ୟ କୁଡୁମୀ ସେନା
ପାଟଣା,୧୩।୯( ସ୍ବ.ପ୍ର.): ଓଡ଼ିଶା କୁଡୁମୀ ସେନା ସୋମବାର କେନ୍ଦୁଝର ସର୍କିଟ ହାଉସଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭେଟିଛନ୍ତି। ସେମାନେ ତାଙ୍କୁ ଭେଟି ଏହି ଜାତିର ବିଭିନ୍ନ ସମସ୍ୟା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି…
Archives


