ଓଏଏସ୍: ଭଦ୍ରକରୁ ସୁଚିସ୍ମିତା, କେନ୍ଦୁଝରରୁ ଶର୍ମିଷ୍ଠା
ଚାନ୍ଦବାଲି/ କେନ୍ଦୁଝର,୧୦।୧୦ (ଡି.ଏନ.ଏ.) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ଭଦ୍ରକରୁ ସୁଚିସ୍ମିତା ଦାସ ଓ କେନ୍ଦୁଝରରୁ ଶର୍ମିଷ୍ଠା ସାହୁ କୃତିତ୍ୱ ହାସଲ ହାସଲ କରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବାଲିଗଁା ପଞ୍ଚାୟତ କୁହ୍ଲି ଗ୍ରାମର ଶଶିକାନ୍ତ ଦାସଙ୍କ ଝିଅ ସୁଚିସ୍ମିତା…
ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ମହିଳା ଗୁରୁତର
ପାଟଣା,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହାଟ ତୋଟା ସାହିରେ ଶନିବାର ରାତିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ହେଲେ ପ୍ରତାପ ବେହେରାଙ୍କ ସ୍ତ୍ରୀ ଶୈଳବାଳା(୫୫)। ତାଙ୍କୁ ପ୍ରଥମେ କେନ୍ଦୁଝର…
ପୋଖରୀରୁ ମିଳିଲା କାର, ମୃତଦେହ: ସନ୍ଦେହରେ ଚାଲିଛି ଖୋଜାଖୋଜି
କେନ୍ଦୁଝର,୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଜାମୁଡିହା ନିକଟ ଏନ୍ଏଚ୍-୪୯ରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର କେନ୍ଦୁଝର ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀରେ ଗଳିପଡ଼ିଥିଲା। ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚତ୍…
କେନ୍ଦୁଝର ଗସ୍ତରେ ଡିଆରଏମ: ରେଳ ଚଳାଚଳ ନେଇ ଦାବିପତ୍ର
କେନ୍ଦୁଝର,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଗ୍ରସ୍ତରେ ଆସିଥିବା ଡିଆର୍ଏମ୍ (ଡିଭିଜନାଲ ରେଲଓ୍ବେ ମ୍ୟାନେଜର) ଖୋର୍ଦ୍ଧା ଡିଭିଜନଙ୍କୁ କେନ୍ଦୁଝର ଯୁବ ପରିଷଦ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି। ବରଦା ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଦିଆଯାଇଛି। କୋଭିଡ୍ ପାଇଁ ବନ୍ଦ ଥିବା…
ମହାମାରୀ ବେଳେ ମୂର୍ତ୍ତି ଗଢ଼ି ସ୍ୱାବଲମ୍ବୀ
କେନ୍ଦୁଝର, ୮।୧୦ (ସ୍ବ.ପ୍ର.): କୋଭିଡ୍ ସମୟରେ ରୋଜଗାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। କଣ କରିବେ କିଛି ମୁଣ୍ଡକୁ ଢୁକୁ ନ ଥିଲା। ଅର୍ଥ ରୋଜଗାର ଚିନ୍ତାରେ ପଡିଥିବା କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଓସ୍ତପଙ୍ଗା ଗ୍ରାମର ନିତ୍ୟାନନ୍ଦ ନାୟକ ଶେଷରେ ନିଜର…
‘ପରିଶ୍ରମର ମୂଲ୍ୟ ମିଳୁନି’ , ୩୦ବର୍ଷ ହେଲା ଗାଁ ଗାଁ ବୁଲି କାମ କରୁଛନ୍ତି ଇସଲାମ
କେନ୍ଦୁଝର, ୭ା୧୦(ସ୍ବ.ପ୍ର.): ପେଟପାଟଣା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର କାମ କରୁଛନ୍ତି। ଏଭଳି ଝୁମ୍ପୁରା ବ୍ଲକର ଇସଲାମ ଭାରତୀ, ଅନଓ୍ବାର ଖାନ ଗାଁ ଗାଁ ବୁଲି ଲୋକଙ୍କ ପାଇଁ ତକିଆ, ଗଦି, ରେଜେଇ ଆଦି କାମ କରନ୍ତି। ଏଥିପାଇଁ କପା,…
ଆକାଶରୁ ଖସିଲା ମୃତ୍ୟୁ: ଜଙ୍ଗଲରେ ଚରୁଥିବା ସମୟରେ ଚାଲିଗଲା ୧୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳିଙ୍କ ଜୀବନ
କେନ୍ଦୁଝର,୬ା୧୦(ସ୍ବ.ପ୍ର.): ଅଦିନିଆ ବର୍ଷାରେ ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଦୁର୍ଗମ ଉପର ବିରିକଳା ଗ୍ରାମରେ ବଜ୍ରପାତ ଯୋଗୁ ଉକ୍ତ ଗ୍ରାମର ୧୦ରୁ ଊଦ୍ଧର୍ବ ଗୋରୁ ଓ ଛେଳି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଗୃହ ପାଳିତପଶୁଗୁଡ଼ିକ ଦିନରେ ନିକଟସ୍ଥ ଜଙ୍ଗଲରେ ଚରୁଥିବାବେଳେ…
ମଝିରାସ୍ତାରେ ଓଲଟିଲା ଅଟୋ: ଜଣେ ମୃତ, ୬ ଗୁରୁତର
ପାଟଣା,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କରଞ୍ଜିଆ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ଖଜୁରିଡିହା ତଳ ଛକ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ସାହାରପଡା ପଟରୁ ପାଟଣା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ…
ବ୍ୟାନର ପାଇଁ ଗଲା ଛାତ୍ରଙ୍କ ଜୀବନ
ବଡ଼ବିଲ, ୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଆଇଟିଆଇରେ ଏକ ବ୍ୟାନର ବାନ୍ଧିବା ବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ର ଗୁରୁତର ଅଛନ୍ତି। ମୃତକ ଛାତ୍ର ହେଲେ ମୟୂରଭଞ୍ଜ ଜିଲା ରରୁଆଁ…
ଚାକିରି ନିୟମିତ ଦାବି
କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଚାକିରି ନିୟମିତ କରିବାକୁ ବହୁ ଭାଷୀ ଶିକ୍ଷକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବା ସହ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଜିଲାର ବହୁଭାଷୀ କନିଷ୍ଠ ଶିକ୍ଷକ ସଂଘର ସଦସ୍ୟା/ସଦସ୍ୟମାନେ ସୁନିଲ କୁମାର ସମାଡଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ଦୋକାନ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ
ପାଟଣା,୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବସ୍ଷ୍ଟାଣ୍ଡ ନିକଟରେ ଥିବା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର ଅୟସକାନ୍ତ ନାୟକଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ତାଡ଼ି ରବିବାର ରାତିରେ କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ସରଞ୍ଜାମ ଲୁଟ୍ କରିନେଇଛନ୍ତି। କାନ୍ଥ…
ଚଳଚଞ୍ଚଳ ହେଉଛି ସାନଘାଗରା
କେନ୍ଦୁଝର, ୪ା୧୦ (ସ୍ବ.ପ୍ର.): କୋଭିଡ କଟକଣା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ପରେ ଧୀରେ ଧୀରେ ଅବସ୍ଥା ସ୍ବାଭାବିକ ହେବାକୁ ଲାଗିଛି। ଯଦିଓ ପର୍ଯ୍ୟଟନ ଋତୁ ଆସି ଗଲାଣି ତେବେ ଆଗଭଳି…
Archives


