କେନ୍ଦୁଝର

ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

କେନ୍ଦୁଝର,୧୫ା୧(ସ୍ବ.ପ୍ର.): ଦୀର୍ଘ ୧୫ ଦିନ ଧରି ପାଣି ସମସ୍ୟା ଦେଖାଦେଇଥିଲା ହେଁ ସମାଧାନ ନ ହେବାରୁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ନୁଦୁରପଡ଼ା-କାଳିଆ ହତା ରାସ୍ତାର ଖୁଦପଶି ନିକଟରେ ମହିଳାମାନେ ଗରା, ବାଲଟି ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ଉକ୍ତ…

ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଉଛି ଅଦିନିଆ ବର୍ଷା

ପଦ୍ମପୁର/ବନ୍ତ, ୧୫ା୧(ଡି.ଏନ.ଏ.) ଚଳିତବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷ ଆରମ୍ଭରେ ଅନିୟମିତତା ବର୍ଷା, ସାରର ଅଭାବୀ ବିକ୍ରି ପରେ ଲଘୁଚାପ ଜନିତ ବର୍ଷା ଏବଂ ଏବେ ଅମଳ ସମୟରେ କଟାଯାଇଥିବା ପାଚିଲା ଧାନ ବିଲରେ ଭିଜୁଛି। ଏହାକୁ ନେଇ…

ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଚମ୍ପୁଆ,୧୫ା୧ (ଡି.ଏନ.ଏ) କେନ୍ଦୁଝର ଜିଲାରେ ପବିତ୍ର ମକର ସଂକ୍ରାନ୍ତି ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। କିନ୍ତୁ କରୋନା କଟକଣା ଯୋଗୁ ଚଳିତ ବର୍ଷ ମଧ୍ୟ ଏହି ପର୍ବ ଫିକା ପଡ଼ିଛି। ରାଜ୍ୟରେ କରୋନା ଏବଂ ଓମିକ୍ରନ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା…

ଫିକା ପଡ଼ିଲା ମକର

କେନ୍ଦୁଝର/ପାଟଣା, ୧୫ା୧ (ସ୍ବ.ପ୍ର.) କୋଭିଡ୍‌ କଟକଣା ଓ ଅଦିନିଆ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଅନ୍ୟତମ ପ୍ରମୁଖ ପର୍ବ ମକର ଫିକା ପଡ଼ିଯାଇଛି। ବିଭିନ୍ନ ପୀଠ ଓ ଜଳାଶୟ ଖାଁ ଖାଁ ଲାଗିଥିଲା। ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ସମେତ ଅନ୍ୟ…

ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀ ମନ୍ଦିର

କେନ୍ଦୁଝର,୧୩।୧(ସ୍ବ.ପ୍ର.): ଶୁକ୍ରବାର ମକର ସଂକ୍ରାନ୍ତି। ଏହାକୁ ନେଇ ରାଜ୍ୟର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ମାତ୍ର କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶୁକ୍ରବାର କେନ୍ଦୁଝର ଜିଲା ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ।…

ଅବାଧରେ ଚାଲିଛି ଗଛକଟା

କେନ୍ଦୁଝର, ୧୩।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଗୁମୁରା ପଞ୍ଚାୟତ ଟୋଲଙ୍କବାହାଳ ଗ୍ରାମ ଜଙ୍ଗଲରେ ଅବାଧ ଗଛ କାଟି ଜଙ୍ଗଲ ପଦା କରିବାରେ ଲାଗିଛନ୍ତି। ମୂଲ୍ୟବାନ ଶାଳ ଜଙ୍ଗଲକୁ ସ୍ଥାନୀୟ ଲୋକ କାଟି ନେଉଥିଲେ ହେଁ ବନ ବିଭାଗ…

ମହିଳା କର୍ମଚାରୀଙ୍କୁ ଅସଦାଚରଣ: କଲେଜ ଅଧ୍ୟକ୍ଷ ଗିରଫ

ହାଟଡିହୀ,୧୨।୧(ଡି.ଏନ.ଏ.): ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ବଉଳା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖମୁରାଇଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ମହିଳା କର୍ମଚାରୀ ଜଣଙ୍କ ଅସୁସ୍ଥତା କାରଣରୁ ୨୦୨୧…

ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଗିରଫ ହେଲେ କଲେଜ ଅଧ୍ୟକ୍ଷ

ହାଟଡିହୀ,୧୧l୧(ଡି.ଏନ.ଏ.): ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ବଉଳା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖମୁରାଇଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ମହିଳା କର୍ମଚାରୀ ଜଣଙ୍କ ଅସୁସ୍ଥତା କାରଣରୁ ୨୦୨୧…

ସଡକ ଦୁର୍ଘଟଣା; ଉଭୟ ଗାଡି ଚାଳକ ଗୁରୁତର

ପାଟଣା,୧୧।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳିଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲ୍‌କତା ଜାତୀୟ ରାଜପଥର ବାଉଁଶୁଳି ନିକଟରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ସହ ନଳକୂପ ଖୋଳା ଗାଡି ଧକ୍କା ହେବା ଫଳରେ…

ଦୁଇ ଟ୍ରକ୍‌ ମୁହାଁମୁହିଁ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ମୁମ୍ବାଇ-କୋଲକାତା କ୍ଷୀରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳୁ ଦୁର୍ଘଟଣା ଘଟିଛି। ରାସ୍ତାରେଛିଡ଼ା ହେଇଥିବା ଏକ ଟ୍ରକକୁ ଆଉ ଏକ ଟ୍ରକ ମୁଁହାମୁହିଁ ଧକ୍କା ଦେବା ଫଳରେ ଜଣେ ଡ୍ରାଇଭର ଗୁରୁତର…

କଟକଣା ସତ୍ତ୍ୱେ ଗ୍ରାମସଭା

କେନ୍ଦୁଝର, ୧୦।୧ (ସ୍ବ.ପ୍ର.) କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜନସମାବେଶ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ତେବେ ଏହା ସତ୍ତ୍ୱେ କେନ୍ଦୁଝର ଜିଲାର ଜଜାଙ୍ଗ ଲୌହ ଖଣି ପାଇଁ ଗ୍ରାମସଭା(ଜଙ୍ଗଲ ଜମି ଅଧିକାର ଆଇନ-୨୦୦୭) ଆୟୋଜନ କରି…

ରାସ୍ତାରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍‌

ବଡ଼ବିଲ,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭଦ୍ରାସାହି-ଗୁଆଲି ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କଠାରେ ଏକ ଲୁହାପଥର ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଗୁଆଲି ଆଡୁ ଭଦ୍ରାସାହି ଆଡ଼କୁ ଆସୁଥିବା ଓ ୩୯୧୮ ନମ୍ବର ବିଶିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri