କେନ୍ଦୁଝର

ରାସ୍ତା ମଝିରେ ଜଳିଗଲା ହାଇଓ୍ବା

ଆନନ୍ଦପୁର,୨୯ା୧(ସ୍ବ.ପ୍ର.): ୫୩ ନଂ ଜାତୀୟ ରାଜପଥର ଘସିପୁରା ବ୍ଲକ ବୀରଗୋବିନ୍ଦପୁର ପଞ୍ଚାୟତ ଭଦ୍ରକ-କରଞ୍ଜିଆ ରାସ୍ତାର ଗୋହିରାବଣି ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇଓ୍ବାରେ ଶନିବାର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ହାଇଓ୍ବାରେ ଥିବା ଚାଳକ ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି।…

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ

କେନ୍ଦୁଝର,୨୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକର ୮ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଶନିବାର ଆକସ୍ମିକ ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଘଟଗାଁ…

ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ

ଆନନ୍ଦପୁର,୨୯।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଓ ଏହା ନିକଟ ଅଞ୍ଚଳରେ ଥିବା ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ପରୀକ୍ଷା ବାତିଲ ଦାବିରେ ଶୁକ୍ରବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ରାଲିରେ ଆସି ଆନନ୍ଦପୁର ଉପଜିଲାପାଳଙ୍କ…

ଧାନକିଣାକୁ ନେଇ ଉତ୍ତେଜନା

ଚମ୍ପୁଆ, ୨୯।୧ (ଡି.ଏନ.ଏ.) ଧାନକିଣାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାଷୀ ଟୋକନ ପାଇ ନିର୍ଦ୍ଧାରିତ ଦିନରେ ଧାନ ବିକିବାକୁ ଆସୁଥିବା ବେଳେ ଟାର୍ଗେଟ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର କେନ୍ଦୁଝର ଜିଲା…

ନିଯୁକ୍ତି ଦାବିରେ ସ୍ଥାନୀୟ ଯୁବକଙ୍କ ଧାରଣା

ପାଟଣା,୨୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥର ଖିରେଇଟାଙ୍ଗିରି ଟୋଲଗେଟ୍‌ ସମ୍ମୁଖରେ ଗୁରୁବାର ସ୍ଥାନୀୟ ଯୁବକ ଧାରଣା ଦେଇଛନ୍ତି । କିଛି ସମୟ ପାଇଁ ଉତ୍ତ୍ୟକ୍ତ ଯୁବକ ରାସ୍ତା ଅବରୋଧ…

କେନ୍ଦୁଝରରେ ଉଡ଼ିଲା ତ୍ରିରଙ୍ଗା

କେନ୍ଦୁଝର,୨୬ା୧(ସ୍ବ.ପ୍ର.): କେନ୍ଦୁଝରରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କେନ୍ଦୁଝର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ…

ବଡବିଲର ବିଭିନ୍ନସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ

କେନ୍ଦୁଝର,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲର ବିଭିନ୍ନସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ବଡ଼ବିଲ ଜେଏମଏଫସି କୋର୍ଟ ପରିସରରେ ଆଇନଜୀବୀ ଓ କୋର୍ଟ କର୍ମଚାରୀଙ୍କ ଗହଣରେ ଜେଏମଏଫସି ପ୍ରଥମ ସାଧନଜୀତ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରଥିଲେ। ସ୍ଥାନୀୟ ବିକାଶ…

ପାଟଣାରେ ବିଧାୟକ କଲେ ପତକା ଉତ୍ତୋଳନ

ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କୋଭିଡ ଗାଇଡ଼୍‌ଲାଇନ ମଧ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ବୁଧବାର ପାଳିତ ହୋଇଛି।ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଡ଼ିଓ ଈଶ୍ୱର…

ପର୍ଯ୍ୟଟନକ୍ଷେତ୍ର ଲାଗି ବିପଦ: ବ୍ୟକ୍ତିଗତ କାମ ପାଇଁ ଖୋଳି ନେଉଛନ୍ତି ସୌନ୍ଦର୍ଯ୍ୟମୟ ପଥର

କେନ୍ଦୁଝର,୨୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଭରି ରହିଥିବା ପ୍ରାକୃତିକ ସାୈନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସବୁଜ ପାହାଡ, ଜଙ୍ଗଲ, ଜଳପ୍ରପାତ, ନଦୀଝରଣା ଆଦି ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ ଏଠାକାର ସୌନ୍ଦର୍ଯ୍ୟମୟ ପଥର ପାହାଡ଼ ଉପଯୁକ୍ତ ପ୍ରଚାର ଓ ପ୍ରସାର ତଥା…

୪୯ନଂ. ଏନ୍‌ଏଚ୍‌ ବାଇପାସ୍‌ ଖୋଲିଲା

କେନ୍ଦୁଝର, ୨୫ ।୧(ସ୍ବ.ପ୍ର.) କେନ୍ଦୁଝର ସହର ମଧ୍ୟ ଦେଇ ଯାଇଥିବା ବ୍ୟସ୍ତବହୁଳ କଲିକତା-ମୁମ୍ବାଇ ଏନ୍‌ଏଚ୍‌ ୪୯ରେ ଲାଇନ ଟ୍ରକ, ଲୁହାପଥର ବୋଝେଇ ଟ୍ରକ, ଟ୍ରେଲର ଆଦି ଭାରିଯାନ ଚଳାଚଳ ଯୋଗୁ ଦୀର୍ଘ ବର୍ଷ ହେଲା ଦେଖାଦେଉଥିବା ଟ୍ରାଫିକ ସମସ୍ୟା ସାଙ୍ଗକୁ ଦୁର୍ଘଟଣା…

ପ୍ରାର୍ଥୀଙ୍କଠାରୁ ଛଡ଼ାଇନେଲେ ନାମାଙ୍କନପତ୍ର

ଯୋଡ଼ା,୨୪।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ପଞ୍ଚାୟତ ରାଜନୀତିରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଆଶାୟୀ ସରପଞ୍ଚ ପ୍ରାର୍ଥୀ ଗୌରୀ ନାଏକଙ୍କ ଠାରୁ ଅନ୍ୟ ଏକ ଗୋଷ୍ଠୀ ନାମାଙ୍କନ ପତ୍ର ଛଡାଇ ନେବା ପରେ ପ୍ରାର୍ଥତ୍ପତ୍ର ଦାଖଲରୁ ସେ ବଞ୍ଚିତ ହୋଇଛନ୍ତି। ଏନେଇ…

ସାନ ଭାଇ ସହ ମିଶିଗଲେ ଭଉଣୀ : ପିଟିଲେ ବଡ଼ ଭାଇଙ୍କୁ

ପାଟଣା,୨୪।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆ ପଡ଼ା ପଞ୍ଚାୟତ ମାନପୁର ଗାଁରେ ପାରିବାରିକ ସଂଘର୍ଷ ହୋଇଛି। ରବିବାର ସନ୍ଧ୍ୟାରେ ବଡ଼ଭାଇ ନାରାୟଣ ମହାନ୍ତଙ୍କୁ ଠେଙ୍ଗାରେ ମାଡ଼ ମାରିବା ଫଳରେ ସେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri