୫୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ
ଯୋଡ଼ା,୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଓ ପୌରପାଳିକା ଅଧୀନରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକରେ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୫୬ ଛାତ୍ରୀଛାତ୍ର ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ, ଯୋଡ଼ା ବ୍ଲକରୁ ୨୮୬ ଓ…
ଯୋଡ଼ା ଡାକଘରେ ଇଣ୍ଟରନେଟ୍ ସେବା ଠପ୍
ଯୋଡ଼ା, ୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ଥିବା ମୁଖ୍ୟ ଡାକ ଘରେ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି। ଏଥିପାଇଁ ଗ୍ରାହକ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଖବର ନେବାରୁ ଜଣା ପଡ଼ିଛି ଯେ, ଆଜକୁ ପାଞ୍ଚ ଦିନ ହେବ…
ଜାଲ୍ ସାର୍ଟିଫିକେଟ ଦେଇ ଚାକିରି: ଶିକ୍ଷକଙ୍କ ବିରୋଧରେ ମାମଲା
ପାଟଣା, ୨।୬( ସ୍ବ. ପ୍ର.): ଚାକିରିରେ ଜାଲ ବିଏଡ୍ ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇ ଥିବା ଜଣେ ପ୍ରଧାନଶିକ୍ଷକଙ୍କୁ ହରଡ଼ଘଣାରେ ପଡିବାକୁ ପଡିଛି। ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଶିକ୍ଷକ ହେଲେ କେନ୍ଦୁଝର…
ମିଳିଲା ଲୁଟ୍ ସୁନାଗହଣା: ଦୁଇ କୋର୍ଟ ଚାଲାଣ
ଆନନ୍ଦପୁର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ନାରଙ୍ଗପୁର ଛକଠାରୁ କିଛି ଦୂରରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଓ ଟଙ୍କା ଲୁଟ୍ ଘଟଣାରେ ଘସିପୁରା ପୋଲିସ ଦୁଇ ଜଣଙ୍କୁ କୋର୍ଟଚାଲାଣ କରିଛି। ନାରଙ୍ଗପୁର ଛକରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଆଧାର କରି…
କୁଶଳେଶ୍ୱର ଶିବ ମନ୍ଦିରରୁ ଚୋରି
ଆନନ୍ଦପୁର/ଘସିପୁରା,୧ା୬(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଦେଓଗାଁର ପ୍ରସିଦ୍ଧ କୁଶଳେଶ୍ୱର ମହାଦେବଙ୍କ ପୀଠରୁ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପାରେ ନିର୍ମିତ ଏହି ମୂର୍ତ୍ତିର ଓଜନ ୧୦ କେଜିରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ବୁଧବାର…
୧୧ କେଭି ତାର ଲାଗି ଜଣେ ବାଳକ, ୨ ଗୃହପାଳିତ; ୨ ବନ୍ୟପ୍ରାଣୀ ମୃତ
କେନ୍ଦୁଝର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଟି ବଳଦ ଏବଂ ଦୁଇଟି ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ଉକ୍ତ ତାର ଛିଣ୍ଡି…
ପାଲା ଦେଖି ଯାଇଥିବା ନାବାଳିକାଙ୍କୁ ବଳାତ୍କାର ଘଟଣା: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ
କେନ୍ଦୁଝର,୩୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଓ ସତନ୍ତ୍ର ଜଜ୍ ଶୁଭଶ୍ରୀ ତ୍ରିପାଠୀ ମଙ୍ଗଳବାର ଏକ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏଥିରେ ୨ ଅଭିଯୁକ୍ତଙ୍କୁ ବିଭିନ୍ନ ଦଫାରେ କୋଡ଼ିଏ ବର୍ଷ ଜେଲ ଓ ସମୁଦାୟ ୫୮…
କେନ୍ଦ୍ରୀୟ କମିଟିର କାନପୁର ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ
ଯୋଡ଼ା,୩୧ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକର କାନପୁରଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା ଦ୍ବାରା ବିସ୍ଥାପିତଙ୍କ ସମସ୍ୟା ଉପରେ ଅବଗତ ହେବା ପାଇଁ ଦିଲ୍ଲୀରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ସୋମବାର ଅଞ୍ଚଳ ପରିଦର୍ଶନ କରିଛି।…
ସିଦ୍ଧମଠ ଔଷଧୀୟ ବଗିଚାର ପୁନରୁଦ୍ଧାର ଦାବି
କେନ୍ଦୁଝର,୩୧ା୫(ସ୍ବ.ପ୍ର.) କେନ୍ଦୁଝର ପୁରୁଣାବଜାର ଠାରେ ଥିବା ପ୍ରାଚୀନ ଧାର୍ମିକ ପୀଠ ସିଦ୍ଧମଠ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡିଛି ା ପ୍ରାକୃତିକ ସାୈନ୍ଦର୍ଯ୍ୟ ପରିବେଶ ମଧ୍ୟରେ ଥିବା ଏହି ସ୍ଥାନଟି ପ୍ରଶାସନର ଅବହେଳା ଯୋଗୁ ନଷ୍ଟହେବାକୁ ବସିଥିବା ବେଳେ ଏଠାରେ ଥିବା ବୃହତ୍ତ…
ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧ, ଗଛରୁ ଡେଇଁଲା ଭାଲୁ
ପାଟଣା,୩୧।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ରାଜନଗର ବିଟ୍ କୋଡ଼ଖମଣ ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ସଦାନନ୍ଦ ମହାନ୍ତ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ମଙ୍ଗଳବାର ସକାଳେ…
ନିମ୍ନମାନର କଲ୍ଭର୍ଟ ନିର୍ମାଣ, କାମ ବନ୍ଦ କଲେ ସରପଞ୍ଚ
ରାଜନଗର, ୩୧ା୫(ଡି.ଏନ୍.ଏ.):ଅଣଜଳସେଚିତ ରାଜନଗର ବ୍ଲକରେ ଜମିକୁ ପାଣି ଯୋଗାଇବା ଓ ବର୍ଷା ସମୟରେ ଉଦ୍ବୃତ୍ତ ପାଣି ନିଷ୍କାସନ ପାଇଁ କଲ୍ଭର୍ଟ ନିର୍ମାଣ ନିମନ୍ତେ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ମାତ୍ର ରାଜନଗର ବ୍ଲକର ଦାରୁଓରା ନିକଟରେ ନିର୍ମାଣାଧୀନ କଲ୍ଭର୍ଟକୁ ନିମ୍ନମାନର ହେଉଥିବା…
ଜାଲ ସାର୍ଟିଫିକେଟ ଦେଇ ଚାକିରି, ନିଲମ୍ବିତ ଶିକ୍ଷକଙ୍କ ନାମରେ ମାମଲା
ପାଟଣା,୩୦।୫(ଡି.ଏନ.ଏ.): କେନ୍ଦୁଝର ଜିଲା ସାହରପଡ଼ା ବ୍ଲକ ବିଲ୍ଲାରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରା ଜାଲ ବିଇଡି ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ନେଇ ଅଭିଯୋଗ ହୋଇଥିଲା। ଶିକ୍ଷାବିଭାଗର ତଦନ୍ତ ପପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ସୋମବାର ଜିଲା ଶିକ୍ଷାଅଧିକାରୀ…
Archives


