ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ
କେନ୍ଦୁଝର,୧୭ା୬ କୋଭିଡ୍ ପାଇଁ ବଡ଼ଦାଣ୍ଡକୁ ଆସି ନ ଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଚଳିତ ବର୍ଷ ରଥରେ ବସିବେ। ଦେବସ୍ନାନ ନୀତି ପରେ ଶ୍ରୀଜୀଉମାନେ ଏବେ ଅଣସର ଘରେ ଅଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଦୃତ ଗତିରେ…
ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଓଡ଼ିଆ ଇଞ୍ଜିନିୟର
ପାଟଣା,୧୭ା୬(ସ୍ବ.ପ୍ର.):ଛତିଶଗଡ଼ର ଜାହାଙ୍ଗିର ଚମ୍ପା ଜିଲା ପିହରିଡ଼ ଗ୍ରାମରେ ୮୦ ଫୁଟ ଗଭୀର ବୋରୱେଲରେ ଫସି ରହିଥିବା ଦିବ୍ୟାଙ୍ଗ ବାଳକ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଜଣେ ଓଡ଼ିଆ ଯୁବ ଇଞ୍ଜିନିୟର। ସେ ହେଲେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅଧୀନ…
ରାସ୍ତା ବିପର୍ଯ୍ୟସ୍ତ, ୭୫ ଲକ୍ଷ ପଇଠ ପାଇଁ କମ୍ପାନୀକୁ ନୋଟିସ୍
କେନ୍ଦୁଝର,୧୬ା୬(ସ୍ବ.ପ୍ର.): ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ତିଆରି କରାଯାଇଛି। ତେବେ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବାରୁ ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଚାୟତ ଜାମୁଡିହାଠାରୁ ବିସ୍ତାପାଳ ପର୍ଯ୍ୟନ୍ତ ପ୍ରାୟ ୧.୪୨ କୋଟି ଟଙ୍କା ବ୍ୟୟରେ ଦୀର୍ଘ…
ସୀତାବିଞ୍ଜିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଢେଙ୍କିକୋଟ,୧୬।୬(ଡି.ଏନ.ଏ) – କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ ହାଉସ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସୀତାବିଞ୍ଜିଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ରଜ ମେଳା ଆରମ୍ଭ ହୋଇଯାଇଛି। ସୀତାବିଞ୍ଜି ସର୍ବଭାରତୀୟ ସ୍ତରରେ ଏକ ପୌରାଣିକ ଶକ୍ତିପୀଠ ଅଟେ। ଏଠାରେ ପ୍ରତିବର୍ଷ ରଜ…
ସରକାରୀ ସ୍କୁଲରେ ୩୫୮ ଶିକ୍ଷକ ପଦବୀ ଖାଲି
କେନ୍ଦୁଝର, ୧୬।୬ (ସ୍ବ.ପ୍ର.) – ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଭିତି ଭୂମିର ବିକାଶ କରି ପାଠ ପଢିବାର ଉନ୍ନତ ପରିବେଶ ସୃଷ୍ଟି କରୁଛନ୍ତି ା କିନ୍ତୁ ଖାଲି ଥିବା…
ଗାଧୋଇଲା ବେଳେ ଟାଣି ନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ,୧୫।୬(ଡି.ଏନ୍.ଏ.): କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁରେ । ସୂଚନାଯୋଗ୍ୟ, ରାଉଳିଆ ଗାଁର ମଞ୍ଜୁଲତା ସାମଲ କଣ୍ଠିଆ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା…
କୁକୁଡ଼ା ଫାର୍ମରେ ଚିଆଁ ଛାଡ଼ିବାକୁ ନେଇ ଗାଁରେ ଉତ୍ତେଜନା
ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ଏକ ମେଗା ବ୍ରୟେଲର ଫାର୍ମରେ ବୁଧବାର ସକାଳୁ ଫାର୍ମ ମାଲିକ ନିତ୍ୟାନନ୍ଦ ମାହନ୍ତ ଚିଆଁ ଛାଡିବାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି। ଏହାକୁ ବିରୋଧ କରି…
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୋଧିରାମପଡ଼ା ଗ୍ରାମରେରେ ଭାଲୁ ଆକ୍ରମଣରେ ବୁଧବାର ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଘନଶ୍ୟାମ ମୁଣ୍ଡା। ଗୁରତର ଅବସ୍ଥାରେ ପ୍ରଥମେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ…
ଦୋଳିରୁ ଖସି ନାବାଳକ ଗୁରୁତର
କେନ୍ଦୁଝର,୧୫।୬:(ସ୍ବ.ପ୍ର.): କେନ୍ଦୁଝର ପୌରପାଳିକା ୨୧ନଂ ତଥା ବ୍ରାହ୍ମଣୀଗାଁରେ ଦୋଳିରୁ ପଡ଼ି ଜଣେ ନାବାଳକ ଆହତ ହୋଇଛନ୍ତି। ସେ ହେଲେ ସିବୁ ନାଏକ(୧୨)। ଗତକାଲି ସାରେ ଦୋଳିରେ ଖେଳୁଥିବା ସମୟରେ ଦୋଳିରୁ ଖସିପଡ଼ି ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର…
କଳାପାଟ ଜଙ୍ଗଲରୁ ଗିରଫ ହେଲେ ୪ ଶିକାରୀ
କେନ୍ଦୁଝର,୧୪।୬(ସ୍ବ.ପ୍ର): କେନ୍ଦୁଝର ଜିଲା ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ହୁକିଂ କରି ଶିକାର କରିବା ବେଳେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଶିବନାରାୟଣପୁର ଗୋଡ଼ା ଗାଁର…
ଦୋକାନ ଟାଇଲ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ
ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟ ବଜାରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଥିରେ ଅଶୋକ ସାହୁଙ୍କ ତେଜରାତି ଦୋକାନର ଟାଇଲ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ନଗଦ ୮ ହଜାର ଟଙ୍କା ଚୋରି…
ରଜ ପାଇଁ ଉତ୍ସବମୁଖର କେନ୍ଦୁଝର
କେନ୍ଦୁଝର,୧୪।୬ କେନ୍ଦୁଝରର ଗଣପର୍ବ ହେଉଛି ରଜ। ଏହାକୁ ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଝିଅବୋହୂମାନେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ବସ୍ତ୍ର ପରିଧାନ କରି ଉତ୍ସବକୁ ପାଳନ କରିଥାଆନ୍ତି। ବିଭିନ୍ନ ରଜ ଗୀତ ଗାଇ ଏହି ଉତ୍ସବକୁ…
Archives


