ତିରିଶ ଘଣ୍ଟା ପରେ ମିଳିଲା ମୃତଦେହ
କେନ୍ଦୁଝର,୨।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଶିରିପୁର ସ୍ଥିତ ପୋଖରୀରେ ବୁଡି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ତିରିଶ ଘଣ୍ଟା ପରେ ମିଳିଲା। ପୋଖରୀରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ…
ସରକାରୀ ଅନୁଦାନ ଆତ୍ମସାତ୍ ଅଭିଯୋଗ: ଲୋକାୟୁକ୍ତ ପକ୍ଷରୁ ହେବ ତଦନ୍ତ
ହାଟଡିହୀ,୧ା୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ସେପ୍ଟେମ୍ବର ୨ରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବେ। ଏ ବାବଦରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।…
ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ
ପାଟଣା,୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୨ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ହାତୀପଲ ଏହି ରେଞ୍ଜ ସାହାରପଡ଼ା ସେକ୍ସନ ଗୋରାଣ୍ଡି ଯୋଡି ବିଟ୍ ଅନ୍ତର୍ଗତ ଖୁଞ୍ଛିବେଡା,ଦାସପଡ଼ା ଓ ଟଭାସରୁଆରେ ବୁଧବାର ରାତିରେ ବ୍ୟାପକ ଧାନ, କଖାରୁ ଓ…
ସ୍ତ୍ରୀଙ୍କ ସହ ଝଗଡ଼ା କରି ପୋଖରୀକୁ ଡେଇଁଲେ ସ୍ବାମୀ
କେନ୍ଦୁଝର,୧ା୯(ସ୍ବ.ପ୍ର.): କେନ୍ଦୁଝର ପୌରାଞ୍ଚଳର ଶିରିପୁର ପୋଖରୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ବେଳେ ଦମକଳ ବାହିନୀ ଖୋଜାଖୋଜି କରୁଛି। ତାଙ୍କ ନାମ କୁନୁ ମୁଖୀ ବୋଲି ଜଣାପଡିଛି। ତାଙ୍କ ଘର କଟରାବେଡ଼ା ଗ୍ରାମରେ। କୁନୁ ଅନ୍ୟମାନଙ୍କ ସହିତ କାମ କରିବାକୁ…
ଗଛରେ ଝୁଲୁଛି ଦୁଇ ମୃତଦେହ, ମିଳିନି ପରିଚୟ
ଆନନ୍ଦପୁର,୩୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ୫୩ ନଂ ରାଜ୍ୟ ରାଜପଥର ଚାରିନାଳିଆଠାରେ ଗଛରେ ଝୁଲନ୍ତା ଅବସ୍ଥାରେ ବୁଧବାର ଦୁଇ ମୃତଦେହ ଠାବ କରାଯାଇଛି। ଏ ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ଦ୍ୱୟର…
ହାତୀ ମୃତ୍ୟୁ ଘଟଣା: ଠିକାସଂସ୍ଥାର ସୁପରଭାଇଜର ନିଲମ୍ବିତ
କେନ୍ଦୁଝର,୩୧ା୮(ସ୍ବ.ପ୍ର.): କେନ୍ଦୁଝରର ଜୁଡ଼ିଆ ଘାଟି ନିକଟରେ ଥିବା ଓୟୁଏଟି ପରିସରରେ ଗତ ୨୫ ତାରିଖରେ ବିଦ୍ୟୁତ୍ ଆଘାତରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଟାଟା ପାଓ୍ବାର (ବିଦ୍ୟୁତ୍ ବିଭାଗ) ପକ୍ଷରୁ ରକ୍ଷଣାବେକ୍ଷଣ କରୁଥିବା ଠିକାସଂସ୍ଥା ଜି.ଭି.ଇଲେକ୍ଟ୍ରିକାଲର ସୁପରଭାଇଜରଙ୍କୁ…
ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ
କେନ୍ଦୁଝର, ୩୧।୮(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ୍ ଅଧୀନ ଜୁଡିଆ ନିକଟ ଓୟୁଏଟି ପରିସରରେ ବିଦ୍ୟୁତ୍ ଆଘାତରେ ୨ ମାଈ ହାତୀଙ୍କ ମୃତ୍ୟୁ ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମ ଉଚ୍ଚତାରେ ଥିବା ବିଦ୍ୟତ୍ ତାରରେ ଲତା ଲାଗିଥିଲେ…
ସରଗରମ ଏତଲା ରାଜନୀତି
ଆନନ୍ଦପୁର,୩୧ା୮(ସ୍ବ.ପ୍ର.): ବିଜେଡି ଓ ଭାଜପା ମଧ୍ୟରେ ପରସ୍ପର ବିରୋଧୀ ଏତଲାକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ବିଜେଡି ବିଧାୟକଙ୍କ ବିରୋଧରେ ଭାଜପା ଜିଲା ପରିଷଦ ସଦସ୍ୟା ଗାଳିଗୁଲଜ ଓ ଦୁର୍ବ୍ୟବହାର ଅଭିଯୋଗ…
ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା, ମରଣାନ୍ତକ ଆକ୍ରମଣ: ସ୍ବାମୀ ଗିରଫ
ବଡ଼ବିଲ,୩୦।୮(ସ୍ବ.ପ୍ର.): ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଓ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ବାମୀ ମଙ୍ଗଳବାର ଗିରଫ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ। ସୂଚନାଯୋଗ୍ୟ, ଉତ୍ତମ ମହାକୁଡ଼ ତାଙ୍କ ସ୍ତ୍ରୀଙ୍କୁ…
ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ
କେନ୍ଦୁଝର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବିଇଓ ଅଭୟ କୁମାର ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଛି। ତଦନ୍ତରୁ ଜଣାପଡ଼ିଛି, କାଶୀସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କମଳାକାନ୍ତ ପଣ୍ଡାଙ୍କ ବକେୟା ପାଉଣା…
ହାତୀ ମୃତ୍ୟୁ ମାମଲା: ଫରେଷ୍ଟର,ଗାର୍ଡ ନିଲମ୍ବିତ
କେନ୍ଦୁଝର,୩୦।୮ (ସ୍ବ.ପ୍ର.) ସ୍ଥାନୀୟ ଓୟୁଏଟି କ୍ୟାମ୍ପସରେ ଦୁଇ ମାଈହାତୀ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିବା ଘଟଣାରେ ବନ ବିଭାଗ ଫରେଷ୍ଟର ପ୍ରଦୀପ ବାରିକ ଏବଂ ଗାର୍ଡ ମିତ୍ରଭାନୁ ନାଏକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆର୍ସିସିଏଫ୍ ତାଙ୍କୁ ନିଲମ୍ବନ…
ଖଣି ପ୍ରଭାବିତଙ୍କ ଦାବିକୁ ଅଣଦେଖା
ଯୋଡ଼ା, ୩୦।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ କାର୍ଯ୍ୟକ୍ଷମ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ କମ୍ପାନୀ ୨୮ନଂ. ଜିଲା ପରିଷଦ ଜୋନ୍ ଅଧୀନ ୫ ପଞ୍ଚାୟତର ବାସିନ୍ଦାଙ୍କ ସମସ୍ୟାକୁ ଅଣଦେଖା କରିଆସୁଛି। ନିଯୁକ୍ତି, ପ୍ରଦୂଷଣ ଭଳି ୨୧ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନରେ କମ୍ପାନୀ…
Archives


