ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ପୁତୁରା ଗିରଫ
ଆନନ୍ଦପୁର,୨୦।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ସମ୍ପର୍କୀୟ ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ପୁତୁରାକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବିଜୟ ମହାନ୍ତ। ପୋଲିସ ସୂଚନା ମୁତାବକ ନିଜ ସମ୍ପର୍କୀୟ ଖୁଡ଼ୀଙ୍କର ମୋବାଇଲରେ ଥିବା ଫେସ୍ବୁକ୍…
୩ କାଠ ମାଫିଆ ଗିରଫ
ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ପୋଲିସ ଦ୍ୱାରା ପଦନପୁର ଗ୍ରାମର ୩ କାଠ ମାଫିଆଙ୍କୁ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସ୍ବର୍ଗତ ନରହରି ଜେନାଙ୍କ ପୁଅ ରଞ୍ଜନ, ସ୍ବର୍ଗତ ବିନୋଦ ଜେନାଙ୍କ ପୁଅ ଅଙ୍କୁର, ସ୍ବର୍ଗତ ମାଧିଆ ଜେନାଙ୍କ…
ସମ୍ପର୍କୀୟ ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ପୁତୁରା ଗିରଫ
ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତ ଭାଲୁଘେରା ଗ୍ରାମରେ ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଭାଲୁଘେରା ଗ୍ରାମର ଶ୍ରୀଧର ମହାନ୍ତଙ୍କ ପୁଅ ବିଜୟ ମହାନ୍ତ ନିଜ ସମ୍ପର୍କୀୟ ଖୁଡ଼ୀଙ୍କର ମୋବାଇଲରେ ଥିବା ଫେସ୍ବୁକ୍…
ଏସ୍ପି ଅଫିସ ସମ୍ମୁଖ ଗହଣା ଦୋକାନରୁ ଚୋରି
କେନ୍ଦୁଝର,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଏସ୍ପି ଅଫିସ ସମ୍ମୁଖ ସାଇରାମ ଜୁଏଲାରୀ ଦୋକାନରୁ ମଙ୍ଗଳବାର ଚୋରି ହୋଇଛି। ଦୁର୍ବୃତ୍ତ ପଛପଟେ ଥିବା ପାଚେରି ଭାଙ୍ଗି ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା କୁହାଯାଉଥିବା…
ଆରଡେଣ୍ଟ୍ ଷ୍ଟିଲ ସମନ୍ବିତ ଇସ୍ପାତ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ
କେନ୍ଦୁଝର,୧୯।୧୦(ଡି.ଏନ୍.ଏ): ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଫୁଲଝରସ୍ଥିତ ମେସର୍ସ ଆରଡେଣ୍ଟ୍ ଷ୍ଟିଲ ଲିଃ ବହୁ ପ୍ରତିକ୍ଷୀତ ସମନ୍ବିତ ଇସ୍ପାତ ପ୍ରକଳ୍ପ ପାଇଁ ପରିବେଶ ଅନୁମତି (ଇସି) ମିଳିଛି।…
ପାଟଣା, ଝୁମ୍ପୁରାର ଦୁଃଖ ‘ନେଉଳିଯୋଡ଼ି’
ପାଟଣା,୧୯।୧୦(ଡି.ଏନ୍.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଷ୍ଟ୍ର ଓ ରାଜ୍ୟର ଦ୍ରୁତ ବିକାଶ କଥା କହୁଛନ୍ତି। ଅନେକ କୋଟି ଖର୍ଚ୍ଚ କରି ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ସ୍ବାଧୀନତାର ୭୫ ବର୍ଷ ପରେ ବି ଆଜି ଏଭଳି କିଛି ଅଞ୍ଚଳ…
ସୂଚନା ଫଳକରେ ସୀମିତ ଡିଏମ୍ଏଫ୍ ରାସ୍ତା
କେନ୍ଦୁଝର,୧୮ା୧୦(ସ୍ବ.ପ୍ର.): ଖଣି ପ୍ରଭାବିତ ଲୋକ ତଥା ଅଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍ଏଫ୍)ରୁ ବିଭିନ୍ନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଅନେକ ପ୍ରକଳ୍ପ କାମ ଆରମ୍ଭ କିମ୍ବା…
ଅଗ୍ନିକାଣ୍ଡରେ ପୋଡିଗଲା ୨ ବଖରା ଘର
ଆନନ୍ଦପୁର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବଳଦୁଆଁ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡିଯାଇଥିବା ସୂଚନା ମିଳିଛି। ତେବେ ନିଆଁ ଲିଭାଇବା ସମୟରେ ଜଣଙ୍କୁ ସାପ କାମୁଡିବାରୁ ସେ ଗୁରୁତର ଆହତ ହୋଇଥିବା…
ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ
କେନ୍ଦୁଝର,୧୭।୧୦(ସ୍ବ.ପ୍ର.): କେନ୍ଦୁରଝର ଜିଲା ସଦର ବ୍ଲକ ଡିମ୍ବୋ ସ୍ଥିତ ଜନମଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଶୌଚ ପାଇଁ ଯାଇ ନିଖୋଜ ଥିଲେ, ମିଳିଲା ମହିଳାଙ୍କ ମୃତଦେହ
ପାଟଣା,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ନୂଆପଡ଼ା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ସୋମବାର ରାସ୍ତା ପାର୍ଶ୍ୱ ପୋଖରୀରୁ ଜବତ ହୋଇଛି। ମୃତ ମହିଳା ଜଣକ ବାସନ୍ତୀ ବେହେରା(୫୫) ଓରଫ ନଙ୍ଗୁଳି ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା…
୧୫ ଫୁଟର ଅଜଗର ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ
ପାଟଣା,୧୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ସାହାରପଡ଼ା ସେକ୍ସନର ହଳଦୀବଟା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେପ ରବିବାର ରାତିରେ ୧୫ ଫୁଟ ଲମ୍ବର ଏକ ଅଜଗର ରାସ୍ତା ପାର ହେଉଥିବା ଦେଖି ସ୍ଥାନୀୟ…
ପରିତ୍ୟକ୍ତ ଖଣିରୁ ଖଣିଜ ଚୋରି
ଯୋଡ଼ା,୧୭ା୧୦(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗଠାରେ ଥିବା ଏକ ପରିତ୍ୟକ୍ତ ଖଣିରୁ ବିପୁଳ ପରିମାଣର ଲୁହାପଥର ଚୋରି ହୋଇଛି। ମେଶିନ ଯୋଗେ ହଜାର ହଜାର ମେଟ୍ରିକ୍ ଟନ୍ ଖଣିଜ ଖୋଳି ଚୋରି ହୋଇଥିଲେ ସୁଦ୍ଧା ଖଣି ବିଭାଗ ନିକଟରେ…
Archives


