କେନ୍ଦୁଝର

ନବଜାତକର ମୃତ୍ୟୁ: ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ପାଟଣା,୨୩ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଜଣେ ପ୍ରସୂତିଙ୍କୁ ଡାକ୍ତରଙ୍କ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁର ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ ମୋଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ସ୍ତ୍ରୀ ଅନୀତାଙ୍କର ରବିବାର ସନ୍ଧ୍ୟାରେ ପ୍ରସବ…

ଜଙ୍ଗଲ ରାସ୍ତା ମରାମତି କଲେ ବନବାସୀ

କେନ୍ଦୁଝର,୨୩ା୧(ସ୍ବ.ପ୍ର.):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅନ୍ତର୍ଗତ କଅଁଳେଇବାଲିପାଳ (କେ.ବାଲିପାଳ) ପଞ୍ଚାୟତର କେ.ବାଲିପାଳ ଗ୍ରାମଠାରୁ ମୟୂରନଚା ପର୍ଯ୍ୟନ୍ତ ଜଙ୍ଗଲ ରାସ୍ତାରୁ ବନବାସୀ ମରାମତି କରିଛନ୍ତି। ଗତ ବର୍ଷ ବର୍ଷାରେ ରାସ୍ତାଟି ଧୋଇ ହୋଇଯିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଥିଲା। ଏ ନେଇ ବାରମ୍ବାର ଅଭିଯୋଗ…

ଖବରଦାତାଙ୍କ ବିରୋଧରେ ମିଥା ମାମଲା ନେଇ ଜିଲା ଏସ୍‌ପିଙ୍କୁ ଜବାବ ତଲବ କଲେ ଜାତୀୟ ମାନବାଧିକାର ଆୟୋଗ

କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକରେ ଜଣେ ଓ୍ବେବ ଖବରଦାତା ରିପୁନ ବାରିକଙ୍କ ପ୍ରତି କରିଥିବା ଅତ୍ୟାଚାର ଓ ମିଥ୍ୟା ମୋକଦ୍ଦମା ଘଟଣାକୁ ନେଇ ଯାଜପୁରର ମାନବାଧିକାର ରକ୍ଷକ ନାରାୟଣ ରଥ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖେ ଏକ ଅଭିଯୋଗ କରିଥିଲେ। ଏହି…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାଫିକ ସମସ୍ୟା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ସହର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାଫିକ ସମସ୍ୟାକୁ ନେଇ ଅସନ୍ତୋଷ ବଢୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ଏହି ଟ୍ରାଫିକ୍‌ ଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରୁଥିବା ଲୋକମାନେ ସିଗ୍‌ନାଲକୁ ଅପେକ୍ଷା କରି ଛିଡ଼ା ହେବାକୁ ପଡୁଛି। ଫଳରେ…

ଖେଳକୁଦ ପ୍ରତିଯୋଗିତା ଉଦ୍‌ଯାପିତ: ଭାଗନେଲେ ୨୨୫ ଛାତ୍ରୀଛାତ୍ର

ବଡବିଲ,୨୨।୧୦(ସ୍ବପ୍ର): କେନ୍ଦୁଝର ଜିଲା ବଡ଼ବିଲଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ସମ୍ଭାଗସ୍ତରୀୟ ୨ ଦିନିଆ ଖେଳକୁଦ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ କେନ୍ଦୁଝର ଜିଲା ବଡବିଲଠାରେ ଅନୁଷ୍ଠିତ ଏହି ଖେଳକୁଦ ପ୍ରତିଯୋଗିତାରେ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲା…

ଛତୁ ଚାଷ ଦେଇଛି ନୂଆ ପରିଚୟ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୨।୧: ଗ୍ରାମାଞ୍ଚଳରେ ଅନେକ ସ୍ବୟଂ ସହାୟିକା ଗୋଷ୍ଠି ଅଛନ୍ତି ା ହେଲେ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ନିଜ ଅଞ୍ଚଳରେ ନାଁ କମେଇବା ସହ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାରିଛନ୍ତି ା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର…

ମଧ୍ୟାହ୍ନଭୋଜନ ଖାଇ ୧୨ ଛାତ୍ରୀଛାତ୍ର ଅସୁସ୍ଥ

ପାଟଣା,୨୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ଭାଲୁଘର ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୧୬ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୁତାବକ, ସ୍କୁଲରେ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନଭୋଜନ…

ଡାକ୍ତରୀମାଇନା ପାଇଁ ୧୨ ଘଣ୍ଟା ଅପେକ୍ଷା

କେନ୍ଦୁଝର,୨୨।୧(ସ୍ବ.ପ୍ର.): କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଖାନାର ସୀମା ବିବାଦକୁ ନେଇ ସେ ପୋଲିସ ଭ୍ୟାନ୍‌ରେ ଦିନ ସାରା ବସି ରହିବାକୁ ନେଇ…

ଟ୍ରକ୍‌ ଚୋରି ଅଭିଯୋଗରେ ୪ ଗିରଫ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝର ସଦରଥାନା ପୋଲିସ ଶନିବାର ଏକ ଟ୍ରକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଏମ୍‌ଡି ଶେହଜାଦା ଆଲାମ(୨୩), ସାୟାନଓ୍ବାଜ ଖାନ(୨୬) ଏମ୍‌ଡି ସାହିଦ ଆଫ୍ରିଦ(୨୫) ଏମ୍‌ଡି ଆସଲାମ(୩୦)। ସେମାନଙ୍କର ଘର…

ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ମାନସ କୁମାର ମିଶ୍ର। ଏହି…

ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା  ପାଇଁ ଶନିବାର ନୈନାଙ୍କ ମା’ ରେବତୀ ସାହୁ ରାଜ୍ୟ ମହିଳା କମିଶନ…

ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ୧୦ ଘଣ୍ଟା ଅପେକ୍ଷା

କେନ୍ଦୁଝର,୨୧ା୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ହୋଇଥିବା ଗଣବଳାତ୍କାର ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ପୀଡ଼ିତାଙ୍କୁ ୧୦ ଘଣ୍ଟା ପୋଲିସ ଭ୍ୟାନ୍‌ରେ ଅପେକ୍ଷା କରିବାକୁ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡାକ୍ତରଖାନାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri